ରାଜ୍ୟ

ମେରୀପାରଚି, ମେରିହାତ ଅଭିଯାନ ଓ କିଷାନ ମୋର୍ଚ୍ଚା ଆନ୍ଦୋଳନ ବଂଧ ପାଇଁ ଯନ୍ତର ମନ୍ତର ରେ ୧୪୪ ଜାରୀକଲା ପୋଲିସ – Ibnodisha

[ad_1]

ଯାଜପୁର : ଆଜି ନିଉଦିଲ୍ଲୀ ଯନ୍ତର ମନ୍ତର ଠାରେ କେ. କେ. ସି ର ରାଷ୍ଟ୍ରୀୟ ଅଧକ୍ଷ ଡ଼ ଉଦିତ ରାଜ ଓ ବରିଷ୍ଟ କଂଗ୍ରେସ ନେତା ଦିଗବିଜୟ ସିଂ ଙ୍କ ନେତୃତ୍ୱ ରେ ବାମ୍ବାପନ୍ଥୀ ଓ କିଷାନ ନେତା ମାନଙ୍କୁ ନେଇ ଇ. ଭି. ଏମ. ହଟାଓ ଦେଶ ବଞ୍ଚାଓ ଓ କିଷାନ ସଂଯୁକ୍ତ ମୋର୍ଚ୍ଚା ଦ୍ୱାରା ବଡ ଧରଣର ଧାରଣା ଓ ପଦର୍ଶନ କୁ ନେଇ ପୋଲିସ ପ୍ରଶଂସାନ ଅନୁମତି ଦେଇଥିଲେ ମଧ୍ୟ ବହୁଲୋକଙ୍କ ସମାବେଶ କୁ ଦେଖି କାଲି ରାତିରୁ ୧୪୪ ଧାରା ଲାଗୁ କରି ପଦର୍ଶନ ବଂଧ କରିଦିଆଯାଇଥିଲା। ଏହାର ପ୍ରତିବାଦ ରେ ଅଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ (କେ କେ. ସି )ଅଧକ୍ଷ ଡ଼ ଉଦିତ ରାଜ ଙ୍କ ସହିତ ଓଡିଶା କେ. କେ. ସି. ଅଧକ୍ଷ ବିଦ୍ୟାଧର ମହାନ୍ତି ତଥା ବହୁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ନେତା ପୋଲିସ କଡନ ଭାଗୀ ଯାଉଥିବା ବେଳେ ୫OO ରୁ ଉର୍ଦ୍ଧ ନେତା କର୍ମୀ କୁ ଇନ୍ଦେରପୁରୀ ପୋଲିସ ଷ୍ଟେସନ ରେ ଗିରଫ କରି ରଖିବା ପରେ ସଂଧ୍ୟା ରେ ବ୍ୟତିଗତ ମୁଚାଲିକା ପୋଲିସ ଛାଡି ଥିଲେ। ସେଠାରେ ଏକ ଡ଼ ଉଦିତ ରାଜ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ଏହି ସଭାରେ ବହୁ ବକ୍ତା ଙ୍କ ମଧ୍ୟରେ ଓଡିଶା ଅଧକ୍ଷ ବିଦ୍ୟାଧର ମହାନ୍ତି ମୋଦି ସରକାର ଙ୍କ ତାନସାହି ଓ ଗଣତନ୍ତ୍ର ର ହତ୍ୟା କୁ ଦୃଢ ସମାଲୋଚନା ସହ କିଷାନ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଦେଶ ର ସମ୍ବିଧାନ ପ୍ରତି ଶୁଭଙ୍କର ନୁହେଁ ବୋଲି ଶ୍ରୀ ମହାନ୍ତି ସମାଲୋଚନା କରିବାସହ ଇ. ଭି. ଏମ. ହଟାଇ ପରଚିଦ୍ୱାରା ଭୋଟ ନ କଲେ ଆନ୍ଦୋଳନ ବ୍ୟାପକ କରିବାକୁ ଚେତା ବାଣୀ ଦେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button