IBN ଓଡ଼ିଶା ବ୍ୟୁରୋ

ସୁଗାର ୩୮୦ ହେଉ ବା ୪୮୦, ହେଇଥାଉ ପଛେ ୩୦ ବର୍ଷ ପୁରୁଣା କେବଳ ୭ ଦିନରେ ଶେଷ ହୋଇଯିବ

ନମସ୍କାର ବନ୍ଧୁଗଣ ତେବେ ଆଜିକାଲିର ଭୁଲ ଜୀବନଶୈଳୀ ଓ ଖାଦ୍ୟ ପେୟର ଅନିୟମିତତା ଯୋଗୁ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ସେଥି ମଧ୍ୟରୁ ଏକ ଭୟଙ୍କର ରୋଗ ଅଟେ ମଧୁମେହ । ଯଦି ଆପଣଙ୍କୁ ଥରେ ସୁଗାର ର ସମସ୍ୟା ଆରମ୍ଭ ହୋଇଯାଏ ତେବେ ଆପଣଙ୍କ ଭିତରେ ଥିବା ସମସ୍ତ ସମସ୍ୟା ବାହାରକୁ ଆସିବାକୁ ଲାଗେ । ଡାଇବେଟିସ ଆପଣଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ କରିଥାଏ ।

ଯଦି ମଧୁମେହ ରୋଗୀ ନିଜ ଖାଦ୍ୟ ଓ ଜୀବନ ଶୈଳୀ କୁ ନିଜ ନିୟନ୍ତ୍ରଣ ରେ ନ ରଖେ ତେବେ ଜୀବନ ଯିବାର ସମ୍ଭାବନା ମଧ୍ୟ ରହିଥାଏ, ମଧୁମେହ ରୋଗୀ ଡାଇବେଟିସ ନିୟନ୍ତ୍ରଣ ରେ ରଖିବା ପାଇଁ ଲକ୍ଷାଧିକ ଟଙ୍କାର ମେଡିସିନ ଖାଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଘରୋଇ ଉପାୟ ବିଷୟରେ କହିବୁ ଯାହାର କେବଳ ୭ ଦିନ ପ୍ରୟୋଗ ଦ୍ଵାରା ଆପଣଙ୍କର ସୁଗାର କଣ୍ଟ୍ରୋଲ ହୋଇଯିବ ଓ ଯଦି ଏହାକୁ ଆପଣ କଣ୍ଟିନ୍ୟୁ କରିବେ ତେବେ ଆପଣଙ୍କୁ ଲକ୍ଷାଧିକ ଟଙ୍କାର ଔଷଧ ଖାଇବାକୁ ପଡିବ ନାହିଁ ।

ତେବେ ଏକ ଅଧ୍ୟୟନ ଅନୁଯାୟୀ କଲରାରେ ଆଣ୍ଟି ଡାଇବେଟିସ ଗୁଣ ସହିତ କିଛି ସକ୍ରିୟ ପଦାର୍ଥ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ଚାରାଣ୍ଟିନ ଯାହା ରକ୍ତରେ ଗ୍ଳୁକୋଜ ର ସ୍ତର ହ୍ରାସ କରିବାରେ ସହାୟକ ହୋଇଥାଏ । କଲରାରେ ପଲିପେପ୍ଟାଇଡ ପି ଓ ପି ଇନସୁଲିନ ନାମକ ଏକ ଇନସୁଲିନ ଯୌଗିକ ପଦାର୍ଥ ରହିଥାଏ ।

ଯାହା ମଧୁମେହକୁ ପ୍ରାକୃତିକ ଭାବରେ ନିୟନ୍ତ୍ରଣ କରିଥାଏ । ଏଥିପାଇଁ ଆମକୁ ପ୍ରଥମେ ଯେଉଁ ସାମଗ୍ରୀ ଆବଶ୍ୟକ ତାହା ହେଲା କଲରା । ଯଦି ଆପଣଙ୍କ ପାଖରେ ବଡ କଲରା ଥାଏ ତେବେ ସେଥିରୁ ଫାଳେ ନିଅନ୍ତୁ ଓ ଯଦି ଛୋଟ କଲରା ଥାଏ ତେବେ ଆପଣ ତାହାର ସଂପୂର୍ଣ୍ଣ ପ୍ରୟୋଗ କରି ପାରିବେ ।

ତେବେ ଏଥିପାଇଁ ଆମକୁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ କାକୁଡି । ଏକ ଅଧ୍ୟୟନ ଅନୁସାରେ ମଧୁମେହ ରୋଗୀମାନେ କାକୁଡି ଖାଇ ନିଜର ଶର୍କରା ସ୍ତରକୁ ହ୍ରାସ କରି ପାରିବେ । କାରଣ ଏଥିରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଯାହା ରକ୍ତରେ ଶର୍କରା ର ସ୍ତର ହ୍ରାସ କରିବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କ ପାଖରେ ବଡ କାକୁଡି ଥାଏ ତେବେ ସେଥିରୁ ଆପଣ ଫାଳେ ନେଇ ପାରିବେ ।

ତୃତୀୟ ସାମଗ୍ରୀ ଆମକୁ ଆବଶ୍ୟକ ଟମାଟୋ । ୨୦୧୧ ରେ ହୋଇଥିବା ଏକ ଅଧ୍ୟୟନରେ ଜଣା ପଡିଛି ଯେ ପ୍ରତିଦିନ ୨୦୦ ଗ୍ରାମ କଞ୍ଚା ଟମାଟୋ ଟାଇପ ୨ ଡାଇବେଟିସଙ୍କ ରକ୍ତଚାପକୁ ହ୍ରାସ କରିଥାଏ । ଏହା ମଧ୍ୟ ଅନୁସନ୍ଧାନକାରି ମାନେ କହିଛନ୍ତି ଯେ ଟମାଟୋ ର ବ୍ୟବହାର ହୃଦରୋଗକୁ ବି ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ଯାହା ଟାଇପ ୨ ମଧୁମେହ ସହ ଜଡିତ । ଆପଣ ଏକ ଛୋଟ ଟମାଟୋ ନେଇ ପାରିବେ । ଏବେ ଆମେ ଏହି ସମସ୍ତ ସାମଗ୍ରୀକୁ ଗ୍ରାଇଣ୍ଡିଙ୍ଗ କରି ଏହାର ଜୁସ ପ୍ରସ୍ତୁତ କରିବା । ଏହାକୁ ନ ଛାଣି ଏକ ଗ୍ଳାସ କୁ ଢାଳି ଦେବା ।

ତେବେ ସକାଳୁ ଆପଣ ଦାନ୍ତ ଘଷି ସାରିବା ପରେ କିଛି ବି ଖାଇବା ପୂର୍ବରୁ ଏହି ଜୁସ ର ସେବନ କରନ୍ତୁ । ଏହାକୁ କେବଳ ୭ ଦିନ ପ୍ରୟୋଗ ପରେ ଆପଣଙ୍କୁ ପରିଣାମ ମିଳିବା ଆରମ୍ଭ ହୋଇଯିବ । ଆପଣଙ୍କ ଡାଇବେଟିସ ୨୫୦ ଥାଉ ବା ୪୫୦ ଏହାର କେବଳ ୭ ଦିନ ପ୍ରୟୋଗ ପରେ ଆପଣଙ୍କ ଡାଇବେଟିସ କଣ୍ଟ୍ରୋଲ ରେ ଆସିଯିବ । ଯଦି ଆପଣଙ୍କ ଡାଇବେଟିସ ୫୦୦ ଉପରକୁ ଅଛି ତେବେ ଆପଣ ଏହି ଜୁସ ସେବନ କରିବା ସହ ଗୋଟିଏ ଛୋଟ କଷି କଲରାକୁ ଚୋବାଇ ଖାଇ ନିଅନ୍ତୁ । ଦେଖିବେ ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣାକୁ ଆସିଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button