IBN ଓଡ଼ିଶା ବ୍ୟୁରୋ

କଞ୍ଚା ଲଙ୍କା ଖାଇବା ଦ୍ଵାରା କଣ ହୋଇଥାଏ ? କଞ୍ଚା ଲଙ୍କା ଖାଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ସମସ୍ତ ଙ୍କର ଚିନ୍ତା ଧାରା ରହିଥାଏ କି ରାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ ହାନି କାରକ ହୋଇଥାଏ । କାରଣ ଅଧିକ ମାତ୍ରାରେ ରାଗ ଖାଇବା ଦ୍ଵାର ଗ୍ଯାସ ଜନିତ ସମସ୍ଯା ଠାରୁ ଆରମ୍ଭ କରି ଆମ ଶରୀର କୁ ବହୁ ପ୍ରକାରର ଅସୁବିଧା ହୋଇ ପାରେ । କିନ୍ତୁ ଏଠାରେ ଆଣ ଙ୍କୁ ଜଣାଇ ଦେବୁ କି ଏପରି ଏକ ରାଗ ଯୁକ୍ତ ଖାଦ୍ୟ ରହିଛି ଯାହାକୁ ଖାଇବା ଆମ ଶରୀର ପାଇଁ ହାନିକରକ ହୋଇ ନଥାଏ । ଏହା ପରିବର୍ତ୍ତେ ଏହା ଶରୀର ପାଇଁ ଲାଭ ଦାୟକ ହୋଇଥାଏ । ତାହା ହେଉଛି କଞ୍ଚା ଲଙ୍କା ।

ଆମେ ସମସ୍ତେ କଞ୍ଚା ଲଙ୍କା ନିହାତି ଖାଇଥାଉ । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ କଞ୍ଚା ଲଙ୍କାର ସେହି ଲାଭ ଗୁଡିକ ବିଷୟ ରେ ନେଇ କରି ଆସିଛୁ, ଯାହା ସାହାର୍ଯ୍ୟରେ ଆପଣ ଜାଣି ପାରିବେ କି କଞ୍ଚା ଲଙ୍କା ଖାଲି ଖାଇବା ଓ ଭାତ ସହ ଖାଇବା ଦ୍ଵାରା ଆମକୁ କେଉଁ କେଉଁ ଲାଭ ହୋଇଥାଏ ।

ପ୍ରଥମେ ଜାଣି ରଖନ୍ତୁ କି କଞ୍ଚା ଲଙ୍କା ରେ ପ୍ରଚୁର ପରିମାଣ ରେ ଭିଟାମିନ-A, ଭିଟାମିନ-B6, ଆଇରନ, କପର ଓ ପୋଟାସିୟମ ଭଳି ଜିନିଷ ଭରି ହୋଇ ରହିଛି । କଞ୍ଚା ଲଙ୍କା ଆମ ଶରୀରର କ୍ଯାନ୍ସର ସେଲ ଗୁଡିକୁ ଅଟକାଇବାର କମ କରିଥାଏ । ପ୍ରତିଦିନ କଞ୍ଚା ଲଙ୍କା ଖାଇବା ଦ୍ଵାରା କ୍ୟାନ୍ସର ଭଳି ରୋଗ ରୁ ମଧ୍ୟ ରକ୍ଷା ମିଳିଥାଏ ।

ତାହା ବ୍ଯତୀତ ଏକ ଗବେଷଣା ରୁ ଏହା ମଧ୍ୟ ଜାଣିବାକୁ ମିଳିଛି କି କଞ୍ଚା ଲଙ୍କା ଖାଇବା ଦ୍ଵାରା ହାର୍ଟ ଜନିତ ସବୁ ରୋଗ ଦୂର ହୋଇଯିବ । ପୁରୁଷ ମାନେ କଞ୍ଚା ଲଙ୍କା ଖାଇବା ଦ୍ଵାରା ସେମାନଙ୍କୁ ପ୍ରୋଷ୍ଟେଟ କ୍ୟାନ୍ସର କେବେ ମଧ୍ୟ ହୋଇ ନଥାଏ । କଞ୍ଚା ଲଙ୍କା ଖାଇବା ତ୍ଵଚା ପାଇଁ ମଧ୍ୟ ଅନେକ ଲାଭଦାୟୀ ହୋଇଥାଏ ।

ଯେଉଁ ମାନେ ଅଧିକ ରାଗ ଯୁକ୍ତ ଖାଦ୍ୟ ଖାଇ ଥା’ନ୍ତି, ସେମାନଙ୍କ ମୁହଁରେ କୌଣସି କିଛି ଦାଗ ଚିହ୍ନ ଆଦି ରହି ନଥାଏ । କଞ୍ଚା ଲଙ୍କା ଖାଇବା ଦ୍ଵାରା ଏହା ମୁଡ କୁ ମଧ୍ୟ ସବୁବେଳେ ଆକ୍ଟିଭ କରି ରଖିଥାଏ । ଏହା ପାଇଁ ନିଜ ଖାଦ୍ୟ ରେ କଞ୍ଚା ଲଙ୍କା କୁ ନିହାତି ସାମିଲ କରିବା ଉଚିତ । ତାହାଛଡା କଞ୍ଚା ଲଙ୍କା ଖାଇବା ଦ୍ଵାରା ଆପଣ ଙ୍କୁ କୌଣସି ବ୍ୟକ୍ଟେରିଆଲ ଇନଫେକ୍ଶନ ମଧ୍ୟ ଶୀଘ୍ର ହୋଇ ନଥାଏ । କାରଣ ଏହା ଆଣ୍ଟି ବ୍ୟକ୍ଟେରିଆଲ ଅଟେ ।

ତାହା ବ୍ଯତୀତ କଞ୍ଚା ଲଙ୍କା ରେ ପ୍ରଚୁର ପରିମାଣ ରେ ଆଇରନ ମଧ୍ୟ ଲୁଚି ରହିଛି । ତେଣୁ ଶରୀର ରେ ରକ୍ତ କଣିକା କମ ଥିଲେ କଞ୍ଚା ଲଙ୍କା ଖାଇବା ଦ୍ଵାରା ରକ୍ତ ର ଅଭାବ ରୁ ମଧ୍ୟ ମୁକ୍ତି ମିଳିଥାଏ । କଞ୍ଚା ଲଙ୍କା ଦ୍ରୁଷ୍ଟି ଶକ୍ତି ପାଇଁ ମଧ୍ୟ ଖୁବ ଅଧିକ ଲାଭ ଦାୟୀ ହୋଇଥାଏ । ଯେଉଁ ମାନଙ୍କର ଆଖିରେ ଚଷମା ଲାଗି ଯାଇଛି,

ସେମାନେ ଯଦି ପ୍ରତ୍ଯେକ ଦିନ ଦୁଇ ରୁ ତିନୋଟି କଞ୍ଚା ଲଙ୍କା ର ସେବନ କରନ୍ତି, ତେବେ ଖୁବ ଶୀଘ୍ର ସେମାନଙ୍କର ଆଖିରେ ଲାଗିଥିବା ଚଷମା ହଟିଯିବ । ତେବେ ଦର୍ଶକ ବନ୍ଧୁ ଯଦି ଆପଣ କଞ୍ଚା ଲଙ୍କା ର ସେବନ ନ କରନ୍ତି, ତେବେ ଆପଣ ଯଥା ଶିଘ୍ର କଞ୍ଚା ଲଙ୍କା ର ସେବନ କରିବା ଆରମ୍ଭ କରି ଦିଅନ୍ତୁ । ଏହାସହ ଆପଣ ଙ୍କୁ ଆମର ଏହି ବିବରଣୀ ଟି କିପରି ଲାଗିଲା, ତାହା ମଧ୍ୟ ଆପଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button