IBN ଓଡ଼ିଶା ବ୍ୟୁରୋ

ହନୁମାନଙ୍କ ଏହି ଶକ୍ତିଶାଳୀ ଗୁପ୍ତ ମନ୍ତ୍ର, ଯାହାକୁ ଥରେ ମନେ ମନେ କହିଦେଲେ 1 ଘଣ୍ଟାରେ ନିଜେ ଦେଖିବେ ଚମତ୍କାର

ନମସ୍କାର ବନ୍ଧୁଗଣ । ଆଜିର ଏହି କଳିଯୁଗରେ ହନୁମାନ ହେଉଛନ୍ତି ଆମର ଦେବତା । କାରଣ ତାଙ୍କୁ ମରତ୍ଵ ବାର ପ୍ରାପ୍ତ ହୋଇଥିବଳା । ତାହାଛଡା ଶିବ ପୁରାଣ ରେ ମଧ୍ୟ ଏହା ବର୍ଣ୍ଣିତ ହୋଇ ଅଛି କି ଦେବ ଦେବ ମହାଦେବ ଙ୍କର ଏକାଦଶ ଅବତାର ହେଉଛନ୍ତି ପ୍ରଭୁ ଶ୍ରୀ ରାମ ଭକ୍ତ ହନୁମାନ । ହନୁମାନ ଙ୍କୁ ସମସ୍ତ ଦେବୀ ଦେବତା ମାନଙ୍କର ମଧ୍ୟ ବର ପ୍ରାପ୍ତ ହୋଇଥିଲା । ଏହା କାରଣ ରୁ ଆଜିର ଏହି କଳିଯୁଗ ରେ ହନୁମାନ ଙ୍କୁ ହିଁ ଶ୍ରେଷ୍ଠ ଦେବତା ବୋଲି କୁହାଯାଉଛି ।

ଏହାଛଡା ମହାବୀର ବଜରଙ୍ଗ ବାଲି ନିଜ ଭକ୍ତ ମାନଙ୍କର ଦୁଃଖ କଷ୍ଟ କୁ ଖୁବ ଶୀଘ୍ର ହିଁ ଦୂର କରି ଦେଇଥା’ନ୍ତି । ଏକଦା ହନୁମାନ ପିଲା ଦିନରେ ସୂର୍ଯ୍ୟ ଙ୍କୁ ଏକ ପାଚିଲା ଫଳ ଭାବି ଖାଇବାକୁ ଯାଇଥିଲେ । ସେହି ସମୟରେ ଦେବ ରାଜ ଇନ୍ଦ୍ର ତାଙ୍କୁ ଅଟକାଇବାକୁ ଯାଇ ତାଙ୍କ ବଜ୍ର ରେ ପ୍ରହାର କରିଥିଲେ ।

ସେ ବଜ୍ର ର ପ୍ରହାର ରେ ସେ ଅଚେତ ହୋଇ ଯାଇଥିଲେ । ସେହି ସମୟରେ ତାଙ୍କ ପିତା ବାୟୁ ଦେବ ହନୁମାନଙ୍କର ଏପରି ପରିସ୍ଥିତି ଦେଖି ଅତ୍ୟଧିକ କ୍ରୋଧ ରେ ଜର୍ଜରିତ ହୋଇ ସଂସାର ରେ ପ୍ରବାହିତ ସମସ୍ତ ବାୟୁର ଗତି କୁ ରୋକୀ ଦେଇ ହନୁମାନ ଙ୍କ ଏକ ଗୁମ୍ଫା ମଧ୍ୟରେ ପ୍ରବେଶ କରି ଯାଇଥିଲେ ।

ଏହା ଦେଖି ସମସ୍ତେ ଭୟ ରେ ହାହାକାର ହୋଇ ପବନ ଦେବା ଙ୍କୁ ମନାଇବାକୁ ଯାଇ ଅନେକ ପ୍ରାର୍ଥନା କରି ଥିଲେ ଓ ନାନା ପ୍ରକାରର ଶକ୍ତି ଦାନ ଦେଇ ହନୁମାନ ଙ୍କୁ ଠିକ ମଧ୍ୟ କରିଥିଲେ । ବଜ୍ର ଦ୍ଵାରା ପ୍ରହାର ଖାଇ ଥିବାରୁ ହନୁମାନ ସେହି ଦିନ ଠାରୁ ବଜରଙ୍ଗ ବାଲି ଙ୍କ ନାମରେ ନାମିତ ହୋଇଥିଲେ । ଏହା ବ୍ଯତୀତ ହନୁମାନ ଙ୍କର ଜୀବନ ର ସମସ୍ତ କୀର୍ତ୍ତି ଗୋସ୍ଵାମୀ ତୁଳସୀ ଦାସ ଙ୍କ ଦ୍ଵାରା ବିରଚିତ ହନୁମାନ ଚାଳିଶା ମଧ୍ୟରେ ବର୍ଣ୍ଣିତ ହୋଇଛି ।

ଯେଉଁ ବ୍ୟକ୍ତି ପ୍ରତ୍ଯେକ ଦିନ ହନୁମାନ ଚାଳିଶା ର ପଥ ଅକରିଥାଏ ଡ଼ଟ ଉପରେ ପ୍ରଭୁ ହନୁମାନ ଙ୍କର ଆଶୀର୍ବାଦ ସବୁବେଳେ ଲାଗି ରହିଥାଏ । ତାହାଛଡା ହନୁମାନ ଚାଳିଶା ର ମୁଖ୍ୟ ଚୌତିଶା ଗୁଡିକୁ ମାନେ ରଖିବେ ତେବେ ଆପଣଙ୍କୁ ଜୀବନ ରେ କୌଣସି ପ୍ରକାର କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ସେଥି ମଧ୍ୟରୁ ଆଜି ଆମେ ଆପଣ ମାନଙ୍କ ସମ୍ମୁଖରେ 5 ଟି ଏପରି ଚୌତିଶା କୁ ନେଇ କରି ଆସିଛୁ ଯାହାକୁ ନିତ୍ୟନ୍ତ ପଥ କରି ଆପଣ ଅନେକ ପ୍ରକାରର ବିପଦ ରୁ ରକ୍ଷା ପାଇ ପାରିବେ । ଯଦି ଆପଣ ଭୁତ ପିଶାଚ ମାନଙ୍କୁ ନେଇ ଭୟ କରୁଥାନ୍ତି, ତେବେ ହନୁମାନ ଚାଳିଶା ର ଏହି ଧାଡି ଟି କୁ 108 ଥର ଜପ କରନ୍ତୁ । ତାହାହେଲା, ” ଭୂତ ପିଶାଚ ନିକଟ ନହି ଆଵୈ । ମହାଵୀର ଜବ ନାମ ସୁନାଵୈ || 24 || “।

ଅଧିକ ରୋଜଗାର କରି ମଧ୍ୟ ଯଦି ଆପଣ ସବୁବେଳେ ରୋଗ ଗ୍ରସ୍ତ ହୋଇ ରହୁଥା’ନ୍ତି, ତେବେ ଆପଣ ପ୍ରତ୍ଯେକ ଦିନ ଏହି ମନ୍ତ୍ର ଟି କୁ ଜପ କରନ୍ତୁ । ” ନାସୈ ରୋଗ ହରୈ ସବ ପୀରା । ଜପତ ନିରଂତର ହନୁମତ ଵୀରା || 25 || ” । ଜୀବନ ରେ ସବୁଠାରୁ ଶକ୍ତିଶାଳୀ ହେବାକୁ ଚାହୁନଥିଲେ ଏହି ମନ୍ତ୍ର ଟିର ନିୟମିତ ଜପ କରନ୍ତୁ । ତାହାହେଲା, ” ଅଷ୍ଠସିଦ୍ଧି ନଵ ନିଧି କେ ଦାତା । ଅସ ଵର ଦୀନ୍ହ ଜାନକୀ ମାତା || 31 || ” ।

ପିଲା ମାନେ ବା ଯେଉଁ ମାନେ ନିଅଜର ବୁଢୀ ବାଡାଇବା କୁ ଚାହୁଁ ଥାନ୍ତି ସେମାନେ ପ୍ରତ୍ଯେକ ଦିନ ଏହି ମନ୍ତ୍ର ଟି ର ଜପ କରନ୍ତୁ । ମନ୍ତ୍ର ଟି ହେଲା, ” ଵିଦ୍ୟାଵାନ ଗୁଣୀ ଅତି ଚାତୁର । ରାମ କାଜ କରିଵେ କୋ ଆତୁର || 7 || ” । ଅସୁବିଧା ଲାଗି ରହିଥିଲେ ବା ଶତ୍ରୁ ପିଛା ଛାଡୁ ନଥିଲେ ଏହି ମନ୍ତ୍ର ଟି କୁ ଜପ କରନ୍ତୁ । ମନ୍ତ୍ର; ” ଭୀମ ରୂପଧରି ଅସୁର ସଂହାରେ । ରାମଚଂଦ୍ର କେ କାଜ ସଂଵାରେ || 10 || ” । ଯଦି ଆପଣ ହନୁମାନ ଙ୍କର ଏହି ପାଞ୍ଚଟି ଅନ୍ତର କୁ ନିୟମିତ ଜପ କରନ୍ତି, ତେବେ ଆପଣ ଙ୍କ ଜୀବନ ରେ ଆଉ କୌଣସି ଅସୁବିଧା ମଧ୍ୟ ରହିବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button