IBN ଓଡ଼ିଶା ବ୍ୟୁରୋ

ଏଥିରୁ କେବଳ ଚିମୁଟାଏ ଖାଇ ନିଅନ୍ତୁ, ଅଜୀର୍ଣ୍ଣ, ଗ୍ୟାସ, ଏସିଡ଼ିଟି, କବ୍ଜ ଭଳି 1000 ପ୍ରକାର ପେଟ ରୋଗ ଥରକରେ ଭଲ ହେଇଯିବ

ନମସ୍କାର ବନ୍ଧୁଗଣ ତେବେ ଅନେକ ସମୟରେ କିଛି ବ୍ୟକ୍ତିଙ୍କ ଠାରେ ଗ୍ଯାସ, ଏସିଡିଟି ବା ଇନଡାଇଜେସନ ଭଳି ସମସ୍ଯା ଦେଖା ଯାଇଥାଏ । ତେଣୁ ପ୍ରତେକ ବ୍ୟକ୍ତିର ପେଟ ସଫା ରହିବା ଉଚିତ । ନଚେତ ହଜାର ପ୍ରକାର ରୋଗ ପେଟରେ ହୋଇଥାଏ । ଗ୍ଯାସ ହେବା ଦ୍ଵାରା ବ୍ୟକ୍ତି ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଗ୍ଯାସ ବା ଏସିଡିଟି ସମସ୍ଯା ହେବା ସହ ପଚନ କ୍ରିୟା ଠିକ ଭାବେ ହୋଇ ପାରିବ ।

ତେବେ ଅଜିର୍ଣ୍ଣ ବା ଗ୍ଯାସ ସମସ୍ଯା ଦୂର କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଜୁଆଣୀ । ଯାହା ଦ୍ଵାରା ଗ୍ଯାସ ସମସ୍ଯା ସହଜରେ ଭଲ ହୋଇଥାଏ । ଏଥିପାଇଁ ଚାରି ଚାମଚ ଜୁଆଣୀ ନିଅନ୍ତୁ । ଏହା ପରେ ଏକ ଲେମ୍ବୁ ନିଅନ୍ତୁ । ଗ୍ଯାସ ବା ଏସିଡିଟି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲେମ୍ବୁର ବିଶେଷ ସହାୟକ ରହିଛି । ଏଥିପାଇଁ ୨ଟି ଲେମ୍ବୁ ର ଆବଶ୍ୟକତା ରହିଛି । ଏହା ପରେ ଜୁଆଣୀ ସହ ଲେମ୍ବୁ ରସ ମିଶ୍ରଣ କରନ୍ତୁ । ଏହା ପରେ ଯେଉଁ ସ୍ମାଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ସେନ୍ଧା ନାମକ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ ।

ତେବେ ଏହା ପରେ ରହିଛି ବିଟ ଲୁଣ ଯାହାର ଏହାର ସ୍ଵାଦକୁ ବଢାଇ ଦେବ । ଏହା ପରେ ଆପଣ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହି ହୋମ ରେମେଡି ଦ୍ଵାରା ଇନଡାଇଜେସନ ବା ଗ୍ଯାସ ବା ଏସିଡିଟି ବା ବାନ୍ତି ହେବା ବା ଅଧିକ ଝାଡା ହେଉଛି ତାହା ଦୂର ହୋଇ ପାରିବ । ଏହା ସହ ଏହି ମିଶ୍ରଣର ସେବନ ଦ୍ଵାରା ଭୋକ ମଧ୍ୟ ଅଧିକ ଲାଗିବ । ଗ୍ଯାସ ବା ଏସିଡିଟି ସମସ୍ୟାକୁ ଦୂର କରିବା ପାଇଁ ଏକ ଆୟୁର୍ବେଦିକ ଘରୋଇ ଚମତ୍କାରୀ ଉପଚାର ଅଟେ ।

ତେବେ ଏହା ଏକ ପ୍ରାକୃତିକ ଉପଚାର ଅଟେ ଯାହାର ପ୍ରୟୋଗ ଦ୍ଵାରା କୌଣସି କ୍ଷତି ଶରୀରର ହେବ ନାହି । ଏହି ହୋମ ରେମେଡିର ସେବନ ଦ୍ଵାରା ପେଟଶା ସହ ଜଡିତ ସବୁ ସମସ୍ଯାରୁ ମୁକ୍ତି ପାଇ ପାରିବେ । ଏହା ବ୍ଯତୀତ ପାଚନ କ୍ରିୟା ଠିକ ଭାବେ ହେବା ସହ ଖାଦ୍ଯ ଠିକ ଭାବେ ଜୀର୍ଣ୍ଣ ହେବ । ଏହି ମିଶ୍ରଣକୁ ଖରା ବା ଘରେ ଫ୍ୟାନ୍ସ ତଳେ ଶୁଖାଇ ଦିଅନ୍ତୁ । ଏହାକୁ ଏକ କାଚ ପାତ୍ରରେ ଷ୍ଟକ କରି ରଖନ୍ତୁ । ଏହି ରେମେଡିର ପ୍ରୟୋଗ ଖାଦ୍ୟ ଖାଇବା ପରେ ସେବନ କରନ୍ତୁ ।

ଯଦି ଠିକ ଭାବେ ଭୋକ ହେଉ ନାହିଁ ବା ଝାଡା ହେଉଛି ବା ବାନ୍ତି ହେଉଛି ସବୁର ନିରାକରଣ ପାଇଁ ଏହା ଏକ ପ୍ରାକୃତିକ ଉପାୟ ଅଟେ । ଏହାର ପ୍ରୟୋଗ କରିବା ଦ୍ଵାରା ଜୀବନରେ କେବେ ବି ଗ୍ଯାସ ବା ଏସିଡିଟି ଭଳି ସମସ୍ଯା ଭୋଗିବାକୁ ପଡିବ ନାହି । ଏହା ଏକ ସହଜ ଓ ସରଳ ଘରୋଇ ଉପାୟ ଅଟେ ଯାହାର ପ୍ରୟୋଗ ଥରେ କରିଲେ ଆପଣ ଏହାର ଫାଇଦା ଜାଣି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button