ରାଜ୍ୟ

କଲଭଟ ଉପରେ ଚଢିଗଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ – Ibnodisha

[ad_1]

ନୀଳଗିରି: ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ କଲଭଟର ଉପରେ ଚଢିଗଲା ଯାତ୍ରୀବାହୀ ବସ ଆଉ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ। ସୂଚନା ମୁତାବକ ନୀଳଗିରି ଏନଏସି ଅଧୀନ ଘାଟଘର ସାହି ଛକ ନିକଟରେ ବାସୁଦେବ ନାମକ ଯାତ୍ରୀବାହି ବସଟି ଭୁବନେଶ୍ବରରୁ ଯାତ୍ରୀମାନଙ୍କୁ ନେଇ ଆସୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଧଶିଯାଇଥିବା ବେଳେ ବସଟି ଅଳ୍ପକେ ଓଲଟିବାରୁ ବର୍ତ୍ତିଯାଇଛି। କୁହୁଡି ଓ ରାସ୍ତା କାର୍ଯ୍ୟ ଚାଲୁରହିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବାର ବସ ଯାତ୍ରୀମାନେ କହିଛନ୍ତି । ବସରେ ଥିବା ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ବିବାହ ଭୋଜି ଖାଇ ଗୋଟିଏ ପରିବାରର ଜଣେ ମୃତ,୪ ଗୁରୁତର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button