ରାଜନୀତି

ଦଳ ଯଦି ନିଷ୍ପତ୍ତି ନେଇଛି, ଅସ୍ୱୀକାର କରିବାକୁ ମୁଁ କିଏ : ପ୍ରସନ୍ନ ପାଟ୍ଟଶାଣୀ – Ibnodisha

[ad_1]

ଭୁବନେଶ୍ୱର : ଚିଲିକା ବିଧାନସଭାରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ପାଟ୍ଟଶାଣୀ । ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା । ଗତକାଲି ନବୀନ ନିବାସରେ ମିଟିଂ ହୋଇଥିଲା । ଚିଲିକା ମୋ ଗାଁ, ପାକ୍ଷ ଖୋର୍ଦ୍ଧାରୁ ମୁଁ ୪ ଥର ବିଥାୟକ ହୋଇଛି । ଦଳ ମୋତେ ଯେଉଁଠି ଦାୟିତ୍ୱ ଦେବ ମୁଁ ରାଜି ବୋଲି କହିଲେ ପାଟ୍ଟଶାଣୀ । ଦଳ ଯଦି ନିଷ୍ପତ୍ତି ନେଇଛି, ଅସ୍ୱୀକାର କରିବାକୁ ମୁଁ କିଏ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button