IBN ଓଡ଼ିଶା ବ୍ୟୁରୋ

ରାତିରେ ଶୋଇବା ପୂର୍ବରୁ ଖୋଲି ଦିଅନ୍ତୁ ବ୍ରା: ଶରୀରକୁ ରଖନ୍ତୁ ସୁସ୍ଥ ଓ ସତେଜ, ପଢନ୍ତୁ ପୁରା ଖବର

ରାତିରେ ଶୋଇବା ପୂର୍ବରୁ ବ୍ରା ଖୋଲିକି ଶୋଇବେ କି ନାହିଁ ଏନେଇ ପ୍ରାୟତଃ ମହିଳାମାନେ ଦ୍ବନ୍ଦ୍ୱରେ ଥା’ନ୍ତି। କିଛି ମହିଳା କୁହନ୍ତି ବ୍ରା ପିନ୍ଧି ଶୋଇଲେ ଦେହ ଖରାପ ହୋଇପାରେ। ସେହିପରି ଆଉ କିଛି ଭାବନ୍ତି ରାତିରେ ଅନ୍ତଃବସ୍ତ୍ର ପିନ୍ଧିଲେ ବ୍ରେଷ୍ଟର ସାଇଜ୍ ଖରାପ ହୋଇଯିବ। ଯଦି ଆପଣ ବି ଏନେଇ କନଫ୍ୟୁଜ ଅଛନ୍ତି ତେବେ ଆସନ୍ତୁ ଜାଣିବା ଏକ୍ସପର୍ଟ କଣ କୁହନ୍ତି…

ଏକ୍ସପର୍ଟଙ୍କ ମତରେ ରାତିରେ ଟାଇଟ୍ ବ୍ରା ପିନ୍ଧି ଶୋଇବା ଅନୁଚିତ। ଏହା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଏଭଳି ସ୍ଥିତିରେ ରାତିରେ ମୂଳୁରୁ ବ୍ରା ନ ଏକ୍ସପର୍ଟଙ୍କ ମତରେ ରାତିରେ ଟାଇଟ୍ ବ୍ରା ପିନ୍ଧି ଶୋଇବା ଅନୁଚିତ। ଏହା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଏଭଳି ସ୍ଥିତିରେ ରାତିରେ ମୂଳୁରୁ ବ୍ରା ନ ପିନ୍ଧିବା ହିଁ ସବୁଠୁ ଭଲ। ଯଦି ଆପଣ ଏହାକୁ ପିନ୍ଧିବାକୁ ଚାହୁଁଛନ୍ତି ତେବେ ଢିଲା ବ୍ରା ପିନ୍ଧନ୍ତୁ।

ରାତିରେ ବ୍ରା ପିନ୍ଧି ଶୋଇଲେ ଦେଖାଦିଏ ଏସବୁ ସମସ୍ୟା:

  • ରାତିରେ ବ୍ରା ପିନ୍ଧି ଶୋଇଲେ ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା ରହିଛି।
  • ଟାଇଟ୍ ବ୍ରା ପିନ୍ଧି ଶୋଇବା ଫଳରେ ନର୍ଭସ ସିଷ୍ଟମ୍ ଉପରେ କୁପ୍ରଭାବ ପଡ଼ିଥାଏ। ବ୍ରେଷ୍ଟର ଟିସ୍ୟୁ ବି ନଷ୍ଟ ହେବା ଆଶଙ୍କା ରହିଛି।
  • ଅଧିକ ସମୟ ଅନ୍ତଃବସ୍ତ୍ର ପିନ୍ଧିଲେ ଛାତି ଆଖପାଖରେ ଝାଳ ଜମା ହୋଇଯାଏ। ଫଳରେ ଫଙ୍ଗଲ ଇନଫେକ୍ସନର ଆଶଙ୍କା ବଢ଼ିଯାଏ।
  • ଉଭୟ ଦିନରେ ଓ ରାତିରେ ବ୍ରା ପିନ୍ଧିଲେ ଛାତି ଓ ଇଲାଷ୍ଟିକ ଲାଗି ପିଠି କୁଣ୍ଡାଇ ହୁଏ।
  • ରାତି ସାରା ଟାଇଟ୍ ବ୍ରା ପିନ୍ଧି ଶୋଇଲେ ରକ୍ତ ସଞ୍ଚାଳନ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ।

ମତରେ ରାତିରେ ଟାଇଟ୍ ବ୍ରା ପିନ୍ଧି ଶୋଇବା ଅନୁଚିତ। ଏହା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଏଭଳି ସ୍ଥିତିରେ ରାତିରେ ମୂଳୁରୁ ବ୍ରା ନ ପିନ୍ଧିବା ହିଁ ସବୁଠୁ ଭଲ। ଯଦି ଆପଣ ଏହାକୁ ପିନ୍ଧିବାକୁ ଚାହୁଁଛନ୍ତି ତେବେ ଢିଲା ବ୍ରା ପିନ୍ଧନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button