ରାଜନୀତି

ମିଛ କହିଥିଲେ ନବୀନ : ଦେବାଶିଷ – Ibnodisha

[ad_1]

ଭୁବନେଶ୍ୱର : ବିଜେଡିକୁ କଡା ସମାଲୋଚନା କଲେ ବିଜେପି ନେତା ଦେବାଶିଷ ନାୟକ । ମିଛ , ଗୁଜବ ଭିଡିଓ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମିଛ କହିଥିଲେ କହିଲେ ଦେବାଶିଷ । ରାଜ୍ୟସଭା ପଠାଇବେ ବୋଲି ଆମକୁ ମିଛ କହିଥିଲେ ମୁଖ୍ୟମନ୍ତ୍ରୀ । ରମେଶ ଚ୍ୟାଉପଟ୍ଟନାୟକ , ପ୍ରସନ୍ନ ପାଟ୍ଟଶାଣୀ ଓ ମୋତେ ମିଛ କହିଥିଲେ । ଏଇ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା, କାମ ସରିଗଲା ପରେ ଛାଡିଦେଲେ । ଯେତେବେଳେ ଅବସ୍ଥା ଖରାପ ହେଲା , ପୁଣି ମେଣ୍ଟ ପାଇଁ ଦୌଡିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button