IBN ଓଡ଼ିଶା ବ୍ୟୁରୋ

କେବଳ 10 ମିନିଟରେ ମିଲବ ଆରାମ ! କ୍ୟାଲସିୟମ ଅଭାବ, ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧାରୁ ମିଳିବ ମୁକ୍ତି, ଶୀଘ୍ର ପ୍ରୟୋଗ କରି ଦେଖନ୍ତୁ ଏହି ଚମତ୍କାରୀ ରିମେଡି

ବନ୍ଧୁଗଣ ମାତ୍ର ୧୦ ମିନିଟ ଏହାକୁ ଲଗାନ୍ତୁ ଆଁଠୁ ଗଣ୍ଠି ବିନ୍ଧା ହେଉ ବା ଗୋଡ ହାତ ବିନ୍ଧା ହେବା ଅଣ୍ଟା ବିନ୍ଧା ତାହା ସଂପୂର୍ଣ୍ଣ ଭଲ ହୋଇଯିବ । ଆମ ଆଖପାଖରେ ହେଉ ବା ବାଡି ଘରେ ହେଉ ଏମିତି ବନସ୍ପତି ମିଳିଥାଏ ଯାହାର ପ୍ରୟୋଗ କରି ଆମେ ଅନେକ ପ୍ରକାରର ରୋଗ ଠିକ କରିପାରିବା । ଏହି ରେମେଡି ସଂପୂର୍ଣ୍ଣ ଆୟୁର୍ବେଦିକ ଅଟେ । କେବଳ ଆପଣଙ୍କୁ ଏହାର ପ୍ରୟୋଗ କରିବାର ବିଧି ଜାଣିବାର ଅଛି ।

ଆଜି ଆମେ ଆପଣଙ୍କୁ ସେମିତି ଏକ ପତ୍ର ବିଷୟରେ କହିବାକୁ ଯାଉଛ ଯାହାର ପ୍ରୟୋଗ କରି ଆପଣ ନିଜର ଜଏଣ୍ଟ ପେନ ଭଳି ସମସ୍ଯା ଦୂର କରିପାରିବେ । ଆମେ ଏଠାରେ ଯେଉଁ ପତ୍ର ବିଷୟରେ କହୁଛୁ ତାହାକୁ ଓଡିଶାରେ ଶିଶୁ ଗଛ କୁହାଯାଏ । ଆପଣ ମାନେ ଶିଶୁ କାଠ ବିଷୟରେ ଜାଣିଥିବେ । ଅନେକ ଥର ଆଁଠୁରେ ସ୍ଵେଲିଙ୍ଗ, ହାତରେ କଷ୍ଟ ଆସିଥାଏ । ଆପଣ ଏହି ପତ୍ରର ପ୍ରୟୋଗ କରି ଅନେକ ପ୍ରାକାରର ଔଷଧୀୟ ତିଆରି କରାଯାଏ ।

ଏହି ପତ୍ରରେ ଅନେକ ପ୍ରକାରର ଗୁଣ ମିଳିଥାଏ ଯାହା ବାତ ଭଳି ରୋଗ ଦୂର କରିଥାଏ । ପ୍ରଥମେ ଶିଶୁ ପାତ୍ର କିଛି ନେଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଧୋଇବା ପରେ ଆପଣ ଏହାକୁ ଭଲରେ ସୁଖନ୍ତୁ ଯେମିତି ଏଥିରୁ ପାଣି ବାହାରିବ । ଆପଣ ଏକ ଲୁହା ବା ଷ୍ଟିଲ ପାତ୍ର ନିଅନ୍ତୁ । ଏହା ପରେ ପତ୍ରରୁ ଡେମ୍ଫ ବାହର କରି ଏହାର ପାତ୍ର ପତ୍ରରେ ପକାନ୍ତୁ ।

ପତ୍ରରେ ସୋରିଷ ତେଲର ପ୍ରୟୋଗ କରନ୍ତୁ ଯାହାର ବ୍ୟାହାର ପୁରାତନ କାଳରୁ ହୋଇ ଆସୁଛି । ଏବେ ଆପଣ ଏହାକୁ ଧୀମା ଆଞ୍ଚରେ ବସାନ୍ତୁ ଆଉ ଫୁଟାନ୍ତୁ । ଏହା ଫୁଟିବା ପରେ ଅଧ ଚାମଚ ମେଥି ଦାନା ମିଶାନ୍ତୁ ଯାହା ଆଁଠୁ ଗଣ୍ଠି ବିନ୍ଧାରେ ଲାଭଦାୟକ ଅଟେ । ପରେ ଏଥିରେ ଅଧା ଚାମଚ ଜୁଆଣୀ ମିଶାନ୍ତୁ ଯାହା ଜଏଣ୍ଟ ପେନ ପାଇଁ ବହୁତ ଭଲ ହୋଇଥାଏ । ଏହା ପରେ ୩ରୁ ୪ଟି ରସୁଣ ପକାନ୍ତୁ ।

ଏଥିରେ ୧୫୦ରୁ ୨୦୦ ଏମଏଲ ସୋରିଷ ତେଲ ନିଅନ୍ତୁ । ଏହାକୁ ୫ରୁ ୭ ମିନିଟ ଯାଏଁ ଫୁଟାନ୍ତୁ ଯେଉଁ ଯାଏଁ ରସୁଣ ବ୍ରାଉନ ରଙ୍ଗ ନ ହୋଇଛି । ଏହା ପରେ ୨ରୁ ୩ ଘଣ୍ଟା ଯାଏଁ ଢାଙ୍କି ରଖନ୍ତୁ ଯେମିତି ତେଲ ସଂପୂର୍ଣ୍ଣ ଥଣ୍ଡା ହୋଇଯିବ । ଥଣ୍ଡା ହେବା ପରେ ତେଲକୁ ଏକ କାଚ ପାତ୍ରରେ ଛାଣି ଦିଅନ୍ତୁ । ଯେବେ ଆପଣଙ୍କୁ ଜଏଣ୍ଟ ପେନ ସମସ୍ଯା ହେଉଛି ଆପଣ ନିଜ ଶରୀରରେ ଏହାକୁ ମାଲିସ କରି ପାରିବେ ।

ଏହାକୁ ଲଗାଇବା ପୂର୍ବରୁ ଆପଣ ନିଜ ସ୍କିନରେ ଆଲୋଭେରା ବା ଘିଅ ଲଗାଇ ଏହି ତେଲକୁ ଲଗାନ୍ତୁ । ଗୋଟେ ଦିନରେ ଏହି ତେଲକୁ ୨ରୁ ୩ ଥର ମାଲିସ କରିପାରିବେ । ଆପଣ ତେଲ ଲାଗାଇ ସେଥିରେ କପଡା ବାନ୍ଧି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button