IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଘରର ଏହି ୩ ଟି ଜାଗାରେ ମୟୁରପୁଙ୍ଖ ରଖିଲେ ଅନେକ ଗୁଣା ଧନ ବୃଦ୍ଧି ହୋଇଥାଏ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ଏହି ୩ ଟି ଜାଗାରେ ମୟୁରପୁଙ୍ଖ ରଖିଲେ ଅନେକ ଗୁଣା ଧରନ ବୃଦ୍ଧି ହୋଇଥାଏ।

ବନ୍ଧୁଗଣ ମୟୁରପୁଙ୍ଖ ବହୁତ ଶୁଭ ହୋଇଥାଏ। ଆଜିକାଲି ଲୋକେ କେତେବି ରୋଜଗାର କରନ୍ତୁ ନାଁ କାହିଁକି ଟଙ୍କାର ଅଭାବ ଲାଗିରହିଥାଏ ତ କାହା ପାଖରେ ଟଙ୍କାର ଅଭାବ ଦେଖା ଦେଇନଥାଏ। ଯଦି କାହା ପାଖରେ ଚଳିବା ପାଇଁ ଅଧିକ ଟଙ୍କା ଥାଏ ତଥାପି ତାକୁ ଆହୁରି ଟଙ୍କାର ଲୋଭ ଥାଏ। ପ୍ରତ୍ୟକ ଲୋକ ଦିନରାତି ଟଙ୍କା ରୋଜଗାର କରିବାର ଚକରରେ ଲାଗି ରହିଥାନ୍ତି। ଅନେକଥର ବହୁତ କଠିନ ପରିଶ୍ରମ କରିବା ପରେ ମଧ୍ୟ ଆଶା ଅନୁସାରେ ଟଙ୍କା ମିଳିନଥାଏ ଏବଂ ଯଦି ବି ଟଙ୍କା ଆସିଥାଏ ବେସି ଦିନ ପର୍ଯ୍ୟନ୍ତ ଘରେ ରହିପାରେ ନାହିଁ।

ଏମିତି ମାନାଯାଏ ଖରାପ ସମୟ ଆମର ସହିତ ଚାଲିଥାଏ। ଆଜି ଆମେ ଏମିତି ଉପାୟ ବିଷୟରେ ଜଣେଇବୁ ଯାହାକୁ ଚମତ୍କାରି ବୋଲି ମାନାଯାଏ। ଯାହାକୁ କରିବା ଦ୍ୱାରା ମାନାଯାଏ ଘରେ ଟଙ୍କା ଅନେକ ଗୁଣା ବଢିଯାଇଥାଏ ଏବଂ ଏହି ଉପାୟ କରିବା ପାଇଁ ମାତ୍ର ୩ ଟି ମୟୁରପୁଙ୍ଖର ବ୍ୟବହାର କରିବାକୁ ପଡିବ। ଏହା ଆପଣଙ୍କ ସମସ୍ୟାକୁ କରିପାରେ ଦୂର। ଗରିବିର ହୋଇଥାଏ ଅନ୍ତ।

ବନ୍ଧୁଗଣ ମୟୁରପୁଙ୍ଖକୁ ବହୁତ ଶୁଭ ଶକ୍ତିଶାଳୀ ଚମତ୍କାରରୀ ଯନ୍ତ୍ର ହୋଇଥାଏ। ତାନ୍ତ୍ରିକ ପୂଜାରେ ଏହାର ବହୁତ ମହତ୍ୱ ଥାଏ। ଏହାକୁ ପ୍ରାଚୀନ କାଳରୁ ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଛି। ମୟୁରକୁ ବହୁତ ପୂଜନୀୟ ମାନାଯାଏ। ଭଗବାନ ଶ୍ରୀକୃଷ୍ଣଙ୍କୁ ମୟୁରପୁଙ୍ଖ ବିନା ଅଧୁରା ମାନାଯାଏ। ଭଗବାନ ଶ୍ରୀକୃଷ୍ଣ ସର୍ବଦା ମୟୁରପୁଙ୍ଖକୁ ନିଜ ମୁଣ୍ଡରେ ଧାରଣ କରିଥାନ୍ତି। ମୟୁରପୁଙ୍ଖକୁ ଘରେ ରଖିଲେ ଅନେକ ଫାଇଦା ମିଳିଥାଏ। ମୟୁରପୁଙ୍ଖରେ ଅନେକ ପ୍ରକାରର ଉପାୟ କରାଯାଏ ଯାହା ଦ୍ୱାରା ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଯାଏ। ଆଜି ଆମେ ଆପଣଙ୍କୁ ଏମିତି ଅନେକ ଉପାୟ ବିଷୟରେ ଜଣେଇବୁ ଯାହାକୁ କରିବା ପରେ ଆପଣ ମାଲାମାଲ ହୋଇଯିବେ। ଧନ ଅଚାନକ ଆସିବା ଆରମ୍ଭ ହୋଇଯିବ। ଗରିବୀର ହୋଇଥାଏ ଅନ୍ତ। କରଜରୁ ମିଳିଥାଏ ମୁକ୍ତି। ଆସନ୍ତୁ ଜାଣିବା ମୟୁରପୁଙ୍ଖର ଚମତ୍କାରୀ ଲାଭ।

କୌଣସି ବି ଶୁଭ ଦିନରେ ମୟୁରପୁଙ୍ଖ ଆଣି ଘରର ସାମ୍ନାରେ ଏମିତି ଜାଗାରେ ଲଗେଇ ଦିଅନ୍ତୁ ଯେମିତି ଯିବା ଆସିବା ଲୋକଙ୍କର ନଜର ସେହି ମୟୁରପୁଙ୍ଖ ଉପରେ ପଡିବ। ଏହା ଦ୍ବାରା ଘରେ ସୁଖ ଏବଂ ସମୃଦ୍ଧି ବନି ରହିଥାଏ। ଏହି ଉପାୟ କୌଣସି ବି ଶୁଭ ଦିନରେ କରିବେ।

ଯେଉଁମାନେ ବିଦ୍ୟାର୍ଥୀ ସେମାନେ ବହି ଭିତରେ ମୟୁରପୁଙ୍ଖକୁ ଅଭିମନ୍ତ୍ରିତ କରି ରଖିଦେବେ ତ ପୁରା ଲାଭ ମିଳିଥାଏ।

ଘରର ଅଲଗା ଅଲଗା ରୁମରେ ମୟୁରପୁଙ୍ଖ ଲଗାଇଲେ ଘରର ବାସ୍ତୁକୁ ବଦଳାଇ ପାରିବେ।

ସର୍ବଦା ନିଜ ପାଖରେ ମୟୁରପୁଙ୍ଖ ରଖିଲେ ଭାଗ୍ୟ ଚମକି ଉଠିଥାଏ। ରାହୁକେତୁ ଗ୍ରହ ଦୋଷ ବି ଦୂର ହୋଇଥାଏ।

ଯଦି ଘରେ କୌଣସି ପିଲା ବହୁତ ଜିଦଖୋର ହୋଇଯାଇଛି ତ ମୟୁରପୁଙ୍ଖରେ ତାକୁ ପବନ ଦେଲେ ତାର ଜିଦ ଧୀରେ ଧୀରେ ଶେଷ ହୋଇଥାଏ।

ମୟୁରପୁଙ୍ଖକୁ ଚାନ୍ଦିର ତାବିଜିର ପୁରାଇ ନବଜାତ ଶିଶୁର ମୁଣ୍ଡ ପାଖରେ ରଖିଲେ ନଜର ଦୋଷ ଏବଂ କୌଣସି ପ୍ରକାରର ସଙ୍କଟରୁ ରକ୍ଷା ମିଳିଥାଏ।

ମୟୁରପୁଙ୍ଖ ରଖନ୍ତୁ ତକିଆ ତଳେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତକିଆ ତଳେ କିମ୍ବା ତକିଆର କଭର ଭିତରେ ଗୋଟେ ମୟୁରପୁଙ୍ଖ ରଖି ଶୋଇବା ଦ୍ୱାରା ବିନା ବାଧାରେ ଲାଭର ପ୍ରାପ୍ତି ହୋଇଥାଏ। ତକିଆ ତଳେ ମୟୁରପୁଙ୍ଖ ରଖିବା ପାଇଁ ଆପଣ ମୟୁରପୁଙ୍ଖକୁ ଅଳ୍ପ କାଟିନିଅନ୍ତୁ। ଏହାକୁ ତକିଆ ତଳେ ରଖି ଶୋଇଲେ ବ୍ୟକ୍ତିକୁ ସଫଳତା ମିଳିଥାଏ। ଅଚାନକ ଧନ ଆସିବାରେ ଲାଗିଥାଏ। ବ୍ୟକ୍ତି ହୋଇଯାଏ ଧୀରେ ଧୀରେ ମାଲା ମାଲ। ପିଜିଟିଭ ପ୍ରଭାବ ପଡିଥାଏ। ଖରାପ ସ୍ୱପ୍ନବି ଆସିନଥାଏ।

କୋଟିପତି ବନିବା ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁଠି ପୁରା ପରିବାର ଏକା ସହିତ ବସିଥାନ୍ତି ସେହି ସ୍ଥାନରେ ୩ ଟି ମୟୁରପୁଙ୍ଖ ରଖିଲେ ବ୍ୟକ୍ତି ଧୀରେ ଧୀରେ କୋଟିପତି ହୋଇଯାଏ। ମୟୁରପୁଙ୍ଖକୁ ପ୍ରତିଦିନ ଦର୍ଶନ କଲେ ସକରାତ୍ମକ ଉର୍ଜା ପ୍ରାପ୍ତ ହୋଇଥାଏ। ଧୀରେ ଧୀରେ ଘରର ସମସ୍ତ ସଦସ୍ୟ ସଫଳତା ହୋଇଥାନ୍ତି।

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେବେବି ହୋଇନଥାଏ ତଲାକ ଲଢେଇ ଝଗଡା ହୋଇନଥାଏ। ଦୁଇଟି ମୟୁରପୁଙ୍ଖର ଯୋଡାକୁ ସ୍ୱାମୀ ସ୍ତ୍ରୀଙ୍କ ରୁମରେ ପୂର୍ବ ପଶ୍ଚିମ ଦିଗରେ ଲଗେଇଲେ ପ୍ରେମ ଆହୁରି ବଢିଯାଇଥାଏ ଲଢେଇ ଝଗଡା କେବେବି ହୋଇନଥାଏ। ଏମିତିକି କଥା ତଲାକ ପର୍ଯ୍ୟନ୍ତ ବି ଯାଇନଥାଏ। ସ୍ୱାମୀଙ୍କର ପର ସ୍ତ୍ରୀ ସହିତ ବି ସମ୍ବଦ୍ଧ ହୋଇନଥାଏ। ସମ୍ପର୍କ ମଜବୁତ ହୋଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆହୁରି ପ୍ରେମ ବଢିଯାଏ।

ଯେଉଁଠାରେ ହୋଇଥାଏ ଦେବୀ ଦେବତାଙ୍କ ବାସ ସେ ଘର କେବେବି ଗରିବ ହୋଇନଥାଏ। ସର୍ବଦା ଧନ କେଉଁଠୁ ନାଁ କେଉଁଠୁ ଆସିଥାଏ। ସମସ୍ତଙ୍କ ଘରେ ବନାହୋଇଥିବା ମନ୍ଦିରରେ ଗୋଟିଏ ମୟୁରପୁଙ୍ଖ ନିଶ୍ଚୟ ରଖିବା ଦରକାର। ଏହା ଦ୍ବାରା ବ୍ୟକ୍ତି ମାଲାମାଲ ହୋଇଯାନ୍ତି। ସଫଳତାର ରାସ୍ତା ଖୋଲିଥାଏ।

ଯଦି ଆପଣ ଚାହାଁନ୍ତି ମା ଲକ୍ଷ୍ମୀ ଦୌଡ଼ି ଦୌଡ଼ି ଚାଲି ଆସନ୍ତୁ ତ ଗୋଟେ ମୟୁରପୁଙ୍ଖ ଘରର ମୁଖ୍ୟ ଦ୍ୱାରରେ ନିଶ୍ଚୟ ଲଗାଇ ଦିଅନ୍ତୁ। ଆପଣ ତାହାକୁ ଫୋଟ ଫ୍ରେମ ବି କରିପାରନ୍ତି। ଘରର ମୁଖ୍ୟ ଦ୍ୱାରରେ ମୟୁରପୁଙ୍ଖ ଲଗାଇଲେ ପଇସା ଚୁମ୍ବକ ଭଳି ଆସିଥାଏ।

ଦୁକାନରେ ବି ଆପଣ ମୟୁରପୁଙ୍ଖ ଲଗେଇ ପାରିବେ। କାମ କାର୍ଯ୍ୟ ବହୁତ ସହଜରେ ଚାଲିବାକୁ ଲାଗିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button