IBN ଓଡ଼ିଶା ଏକ୍ସକ୍ଲୁସିଭ୍

ହୃଦୟରୁ ବାଛନ୍ତୁ କୌଣସି ଗୋଟିଏ ଫଟୋ ଏବଂ ଜାଣନ୍ତୁ କିଏ ଥିଲେ ଆପଣଙ୍କ ପୂର୍ବଜନ୍ମର ସାଥୀ

ପ୍ରାୟତଃ ଅଧିକାଂଶ ଲୋକେ ନିଜର ପୂର୍ବଜନ୍ମ ବିଷୟରେ ଜାଣିବା ପାଇଁ ଇଚ୍ଛା ରଖିଥାନ୍ତି।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୩ ଗୋଟି କାର୍ଡର ଚିତ୍ର ଦେଖେଇବୁ। ଏଥିରୁ ଆପଣଙ୍କୁ ଯେକୌଣସି ଗୋଟିଏ କାର୍ଡ ଚୟନ କରିବାକୁ ପଡ଼ିବ। ଏଥିରୁ ଆପଣ ଜାଣିପାରିବେ ପୂର୍ବ ଜନ୍ମରେ ଆପଣଙ୍କର ସାଥି କିଏ ଥିଲେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଯଦି ଆପଣ ପ୍ରଥମ କାର୍ଡ ଚୟନ କରିଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଏବେ ଆପଣ ଯାହା ସହିତ ସମ୍ପର୍କରେ ଅଛନ୍ତି ବା ଯାହା ସହିତ ଆପଣଙ୍କୁ ଖୁସି ଅନୁଭବ ହେଉଛି ଏବଂ ତାଙ୍କର ଯତ୍ନ ନେବା, କଥା ହେବା, ସମୟ ବ୍ଯତୀତ କରିବା ପାଇଁ ଆପଣଙ୍କୁ ଭଲ ଲାଗୁଛି, ସେ ହିଁ ଆପଣଙ୍କର ପରଜନ୍ମର ସାଥୀ ହୋଇ ପାରନ୍ତି। ସେହି ସାଥି ଆପଣଙ୍କ ବନ୍ଧୁ ବା ଜୀବନସାଥୀ ହୋଇପାରନ୍ତି। ତାଙ୍କ ପ୍ରତି ଆପଣଙ୍କର ଆକର୍ଷଣ ଦିନକୁ ଦିନ ବଢିବାକୁ ଲାଗିଥାଏ। ଆପଣ ତାଙ୍କ ସହିତ ଯୋଡି ରହିବାର ଅନୁଭବ କରି ପାରନ୍ତି।

୨/ ଯଦି ଆପଣ ଦ୍ଵିତୀୟ କାର୍ଡ ଚୟନ କରିଛନ୍ତି, ତାହେଲେ ଆପଣ ନିଜ ଜୀବନରେ ଅନେକ ବିଶ୍ବାସଘାତକତାର ସାମ୍ନା କରିବେ। ଆପଣ ଯାହାକୁ ଭରସା କରିବେ, ସେଠାରେ ଧୋକା ଖାଇବେ। ବିବାହ କରିବା ପୂର୍ବରୁ ଆପଣଙ୍କୁ ଭଲଭାବରେ ବିଚାର କରିବା ଉଚିତ।କାରଣ ଆପଣ ଯାହାଙ୍କ ସହିତ ସମ୍ପର୍କରେ ବାନ୍ଧିବାକୁ ଯାଉଛନ୍ତି, ସେ ଆପଣଙ୍କ କଥା ବୁଝି ପାରିଛନ୍ତି କି ନାହିଁ। ଯଦି ଆପଣଙ୍କ ସହିତ ଏହିସବୁ ଘଟୁଛି, ତାହେଲେ ଆପଣ ବୁଝି ଯାଆନ୍ତୁ କି, ପୂର୍ବଜନ୍ମରେ ଆପଣ ନିଜ ସାଥିଙ୍କ ସହିତ ହୁଏତ ଏଭଳି ବ୍ୟବହାର କରିଛନ୍ତି । ତେଣୁ ଏହି ଜନ୍ମରେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଯଦି ଆପଣଙ୍କ ସାଥି ଆପଣଙ୍କୁ ବୁଝୁ ନାହାନ୍ତି, ତାହେଲେ ନୀରବ ରୁହନ୍ତୁ। ଆପଣ ଯେତେ ତାଙ୍କୁ ଅଣଦେଖା କରିବେ, ସେ ଆପଣଙ୍କର ଖୁବ୍ ଶୀଘ୍ର ନିକଟତର ହେବେ।

୩- ଯଦି ଆପଣ ତୃତୀୟ କାର୍ଡ ଚୟନ କରିଛନ୍ତି, ତାହେଲେ ଆପଣ ଏମିତି ଜଣେ ମଣିଷକୁ ପ୍ରେମ କରୁଛନ୍ତି, ଯିଏ ଆପଣଙ୍କୁ ଅଣଦେଖା କରୁଛନ୍ତି। ପୂର୍ବ ଜନ୍ମରେ ହୁଏତ ଆପଣଙ୍କର ତାଙ୍କ ସହିତ ଅଧିକାଂଶ ସମୟରେ ଝଗଡା ଲାଗି ରହୁଥିଲା, ସେଥିପାଇଁ ଏହି ଜନ୍ମରେ ସେ ଆପଣଙ୍କୁ ଅଣଦେଖା କରୁ ଥାଇ ପାରନ୍ତି। କିନ୍ତୁ ଆପଣ ନିଜର କର୍ତ୍ତବ୍ୟ କରି ଚାଲନ୍ତୁ, ପରିସ୍ଥିତି ଆପେ ଆପେ ସୁଧୁରି ଯିବ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button