ସ୍ୱାସ୍ଥ୍ୟ

ପେଟ କମାଇବା ପାଇଁ ଡାଏଟ୍‌, ଜାଣନ୍ତୁ କଣ ଖାଇବେ ଏବଂ କଣ ଖାଇବେ ନାହିଁ

ବନ୍ଧୁଗଣ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କର କାର୍ଯ୍ୟଶୈଳୀ ଏପରି ହୋଇଥାଏ ଯେ ଅଧିକ ସମୟ ଆମକୁ ବସିରହିବା ପାଇଁ ପଡେ ସେହି ମାନଙ୍କ ଠାରେ ପେଟ ଅଧିକ ବାହାରକୁ ବାହାରିବା ସମସ୍ୟା ଦେଖାଦିଏ । ଶରୀରକୁ ୱାକଆଡ କରିବା ବା ଠିକ୍ ସମୟରେ ଖାଇବା ଆଦି କାମ ଆମେ ସଠିକ୍ ଭାବରେ କରି ପାରୁ ନାହିଁ । ଯାହାର କୁପ୍ରଭାବ ସିଧାସଳଖ ଆମ ଶରୀର ଉପରେ ପଡେ। ଶରୀରକୁ ଯେତିକି ପରିମାଣରେ ନ୍ୟୁଟ୍ରିସିଅନ ଆବଶ୍ୟକ ହୋଇଥାଏ ତା ଠାରୁ ଅଧିକ ହୋଇଯାଏ । ସେହି ସବୁ ଜିନିଷ ଆମ ଶରୀରରେ ଫ୍ୟାଟ ହୋଇ ବାହାରେ ।

ପେଟର ଚର୍ବି କେମିତି କମିବେ।
ବନ୍ଧୁଗଣ ଯେଉଁ ମାନେ ରେସିଡେଣ୍ଟାଲି ୱାର୍କର ସେମାନେ 1600 କ୍ୟାଲେରୀ ର ଖାଦ୍ୟ ଖାଇପାରିବେ । ସେମାନେ ବେଲି ଫ୍ୟାଟ ଏକ୍ସାସାଇଜ କରିବା ନିହାତି ଜରୁରୀ । ପ୍ରତ୍ୟେକ ଦିନ 30 ରୁ 40 ମିନିଟ ନରମାଲ ୱାର୍କ କରିଲେ ଭଲ । ତାହେଲେ ମଧ୍ୟ ଆପଣଙ୍କ ଶୀରୀରରେ ମେଟାବୋଲିଜିମ୍ ଇନକ୍ରିଜ୍ ହୋଇଥାଏ ।

ଅଳ୍ପ ପରିମାଣରେ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଆବଶ୍ୟକ ପରିମାଣରେ ପାଣିର ସେବନ କରନ୍ତୁ । ଯେଉଁମାନେ ଅଧିକ ଟାଇମ ଅଫିସରେ ବସୁଛନ୍ତି । ସେମାନେ ଯେତେବେଳେ ଲଞ୍ଚ ଖାଉଛନ୍ତି ବା ବ୍ରେକଫାଷ୍ଟ ଖାଉଛନ୍ତି । ତେବେ ଖାଇ ସାରି ତୁରନ୍ତ ବସି କାମ କରନ୍ତୁ ନାହିଁ । 10 ରୁ 15 ମିନିଟ ଏପଟ ସେପଟ ଯିବା ଆସିବା କରିବା ଉଚିତ ।

To walk

ସକାଳର ଆରମ୍ଭ ଗୋଟିଏ ଲିକୁଇଡ ରୁ ଆରମ୍ଭ କରିବା ଜରୁରୀ ହାଲ୍କା ନଖ ଉଷମ ପାଣି ଆପଣ ମାନେ ଏକ ଗ୍ଲାସ ଏବଂ ସେଥିରେ ଏକ ଚାମଚ ମେଥି ପାୱଡର ସେବନ କରିପାରିବେ । ଜଦି ଆପଣ ୱାକ୍ କରିବା ପାଇଁ ଜାଉଛନ୍ତି। ତେବେ ଖାଲିପେଟରେ ଏକ୍ସାସାଇଜ କରିବେ ନାହିଁ । ଏଥିପାଇଁ ଆପଣ ମାନେ ଗୋଟିଏ କଦଳୀ ଖାଇପାରିବେ ବା ବ୍ରାଉନବେଡ ବଟର ମିଶେଇ ଖାଇପାରିବେ ।

ବ୍ରେକଫାଷ୍ଟରେ ଉଡ୍ସ , ମାଣ୍ଡିଆ , ଛତୁଆ , ଇଟିଲି ଓ ଘର ତିଆରି ଯୁସ୍ ମଧ୍ୟ ସେବନ କରି ପାରିବେ । ଲଞ୍ଚରେ ରୁଟି କିମ୍ୱା ଭାତ ନେଇ ପାରିବେ ହେଲେ ଏକା ସହିତ ରୁଟି କିମ୍ୱା ରାଇସ୍ ଖାଆନ୍ତୁ ନାହିଁ । ଇଭନିଙ୍ଗରେ ଗୋଟିଏ ଗ୍ରୀନ ଟି ନିଅନ୍ତୁ ।

Green tea

ଗୋଟେ କିମ୍ୱା 2 ଟି ଏଗ୍ ୱାଇଟ୍ ନେଇପାରିବେ । ରାତିରେ ସବୁଠୁ ହାଲୁକା ମିଲ୍ ଖାଇବା ଜରୁରୀ ଯେତେ କମ୍ କମ ଖାଇପାରିବେ । ଖାଇସାରିବା ପରେ ବେଡ୍ କୁ ଯାଆନ୍ତୁ ନାହିଁ । ଏଥି ସହିତ 30 ରୁ 40 ମିନିଟ ୱାର୍କ କରନ୍ତୁ ଏବଂ 3 ରୁ 4 ଲିଟର ପାଣି ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button