IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସେକ୍ସ ନିଶା: ବିନା ବ୍ରେକ୍ ଲଗାତର ପାଞ୍ଚ ଘଣ୍ଟା ଧରି ଗଢ଼ିଲେ ଶାରୀରିକ ସମ୍ପର୍କ, ଆଉ ତାପରେ ଯାହା ହେଲା ଜାଣି ହେବେ ତାଜୁବ୍

ନିଜର ସେକ୍ସ ଲାଇଫକୁ ନେଇ ଖୋଲାଖୋଲି ଭାବରେ ପରିପ୍ରକାଶ କରୁଥିବା ଆମେରିକାର ମଡେଲ୍ ଅମାଣ୍ଡା ନିକୋଲ୍ ଏବେ ଆଉ ଏକ ରୋଚକ କଥା କହିଛନ୍ତି । ଅଡଲ୍ଟ ସାଇଟ OnlyFans ରେ ନିଜର ହଟ୍ ଫଟୋ ପୋଷ୍ଟ କରିବା ସହିତ ଏକ ଅତ୍ୟନ୍ତ ଲଜ୍ଜାଜନକ କଥା ସେୟାର କରିଛନ୍ତି । ଯେଉଁଥିରେ ଅମାଣ୍ଡା ନିଜର ପ୍ରଥମ ସେକ୍ସ ଷ୍ଟୋରୀ ବିଷୟରେ ଖୋଲା ଖୋଲି ପରିପ୍ରକାଶ କରିଛନ୍ତି ।

ଅମାଣ୍ଡାଙ୍କ କହିବା ମୁତାବକ ପ୍ରଥମ ଥର ନିଜ ପ୍ରେମିକ ସହିତ ସେକ୍ସ କରିବା ପାଇଁ ସେ ବେସ୍ ଉତ୍ସାହିତ ରହିଥିଲେ । ଏପରିକି ସେହିଦିନ ସେ ନିଜ ରୁମକୁ ସଜାଇ ରଖିଥିଲେ ଏବଂ ଏକ ସେକ୍ସି Lingerie ପୋଷାକ ପିନ୍ଧିଥିଲେ । ଅମାଣ୍ଡାଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କ ପ୍ରେମିକ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ଏବଂ ଉଭୟେ ସେକ୍ସ କରିବାକୁ ଲାଗିଥିଲେ । ସବୁଠାରୁ ବଡ଼ କଥା ହେଉଛି ଉଭୟେ ଦୀର୍ଘ ୫ ଘଣ୍ଟା ଧରି ଲଗାତାର ସେକ୍ସ କରିଥିଲେ ବୋଲି ଅମାଣ୍ଡା କହିଛନ୍ତି ।

ଅମାଣ୍ଡା ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ଦିନ ରାତି ୩ଟା ସମୟରେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ନିଦରୁ ଉଠାଇଥିଲେ । ସେହି ସମୟରେ ତାଙ୍କର ପ୍ରାଇଭେଟ ପାର୍ଟରେ ଭୀଷଣ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରେ ତାଙ୍କ ପ୍ରାଇଭେଟ ପାର୍ଟ ସମ୍ପୂର୍ଣ୍ଣ ବାଇଗେଣୀ ରଙ୍ଗର ହୋଇଯାଇଥିବା ଦେଖାଯାଇଥିଲା ।

ତେବେ, ଡାକ୍ତର ତୁରନ୍ତ ପ୍ରାଇଭେଟ ପାର୍ଟରୁ ସିରିଂଜ୍ ସାହାଯ୍ୟରେ ରକ୍ତ ବାହାର କରି ନେଇଥିଲେ । ଯାହା ଫଳରେ ଅମାଣ୍ଡାଙ୍କ ପ୍ରେମିକଙ୍କୁ ଆରାମ ଅନୁଭବ ହୋଇଥିଲା । ଏହି ଘଟଣାର ୩ ବର୍ଷ ପରେ ଉଭୟଙ୍କର ବ୍ରେକଅପ୍ ହୋଇଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button