ରାଜ୍ୟ

୧୧ରେ ପାଳନ ହେବ ଇଦ୍‌-ଉଲ-ଫିତର – Ibnodisha

[ad_1]

କଟକ : ଓଡ଼ିଶାରେ ଆସନ୍ତା ୧୧ତାରିଖ ଗୁରୁବାର ପବିତ୍ର ଇଦ୍‌-ଉଲ-ଫିତର ପାଳନ ହେବ । ରାଜ୍ୟର ମୁସଲିମ୍ ସମୁଦାୟର ଲୋକମାନେ ୧୧ତାରିଖରେ ଇଦ୍ ପାଳିବେ ବୋଲି କଟକସ୍ଥିତ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି ଘୋଷଣା କରିଛନ୍ତି । ଆଜି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଅଞ୍ଜୁମନ ଇସଲାମିୟା ·ନ୍ଦ କମିଟି କହିଛନ୍ତି ଯେ, ମଙ୍ଗଳବାର ·ନ୍ଦ (ଚନ୍ଦ୍ର) ଦେଖାନଯିବା କାରଣରୁ ଗୁରୁବାର ଇଦ୍‌ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ଇସଲାମିକ ପରମ୍ପରା ଅନୁସାରେ ଇଦ୍‌ ପର୍ବ ପାଳନ ପାଇଁ ·ନ୍ଦ ଦୃଶ୍ୟମାନ ହେବା ଜରୁରୀ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button