IBN ଓଡ଼ିଶା ବ୍ୟୁରୋ

ରୂପା ମୁଦି କେଉଁ ଆଙ୍ଗୁଠିରେ ଧାରଣ କରିଲେ କାର୍ଯ୍ୟସିଦ୍ଧି ହୋଇଥାଏ ? ଜାଣନ୍ତୁ ବାସ୍ତୁ ଶାସ୍ତ୍ରସମ୍ମତ ମତ!

ସକାଳୁ ଉଠି ନିଜ ୨ ହାତର ପାପୁଲିକୁ ଦେଖିଲେ । ବହୁତ ହିଁ ଶୁଭ ହୋଇଥାଏ । ଚୁଚୁନ୍ଦ୍ରା ଘରେ ଦେଖିଲେ, ଲକ୍ଷ୍ମୀ ଆଗମନର ସୂଚନା ମିଳିଥାଏ । ଘରେ ବୁଢିଆଣୀ ଜାଲ ହେଲେ ତାହା ଅଶୁଭ ହୋଇଥାଏ । ବେଙ୍ଗ ବୋବାଇଲେ ବର୍ଷା ହେବାର ସୂଚନା ମିଳିଥାଏ । ଅମାବାସ୍ୟା ଦିନ ଅଦରକାରୀ ଜିନିଷ ବାହାରେ ଫୋପାଡିଲେ ଶୁଭ ହୋଇଥାଏ । ପକ୍ଷୀ ଫଳ ଖାଇ ଘର ଉପରେ ପକାଇଲେ ଭଲ ସମୟ ଆସିବାର ସୂଚନା ମିଳିଥାଏ । ସୂର୍ଯ୍ୟ ଉଦୟ ସମୟରେ ଘରର ପୂର୍ବ କିମ୍ବା ପଶ୍ଚିମରେ କାଉ ବୋବାଇଲେ, ଶୁଭ ହୋଇଥାଏ ।

ଜନ୍ମ ମାସ ଓ ଜନ୍ମ ସମୟ ଓ ଜନ୍ମ ନକ୍ଷତ୍ରରେ ପୁଅ କିବା ଝିଅ ବାହା ଘର କଲେ ଅଶୁଭ ହୋଇଥାଏ । ମନ୍ଦିରକୁ ଗଲେ ପ୍ରଥମେ ବାହନକୁ ମୁଣ୍ଡିଆ ମାରନ୍ତୁ । ତାପରେ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତୁ । ପ୍ରତିଦିନ ୮ ଗ୍ଳାସ ପାଣି ପିଅନ୍ତୁ । ଏବଂ ତାହାକୁ ବସି କରି ପିଅନ୍ତୁ । ରାତିରେ ଶୋଇବା ବେଳେ ଦର୍ପଣ ଘୋଡାଇ ରଖିଲେ, ଶୁଭ ହୋଇଥାଏ । ଗାଧେଇବା ପରେ ସୂର୍ଯ୍ୟଙ୍କୁ ନମସ୍କାର କଲେ ଶୁଭ ହୋଇଥାଏ । ଏବଂ ତେଲ ସ୍ପର୍ଶ କରନ୍ତୁ ନାହିଁ ।

ବାରମ୍ବାର ଚର୍ମ ରୋଗ ହେଉଥିଲେ । ମଙ୍ଗଳବାର ଦିନ ମାଟିରେ ମୁଣ୍ଡ ଲଗେଇ ମୁଣ୍ଡିଆ ଦୂର ହୋଇଥାଏ । ବାସନ ମଜିବା ବେଳେ ବାସନ ମାଜିବାର ଶବ୍ଦ ଅଧିକ ହେଲେ । ଅଶୁଭ ହୋଇଥାଏ । ବାରମ୍ବାର କ୍ରୋଧ ଆସୁଥିଲେ, ଦିନକୁ ୫ ଥର ପାଦ ଧୋଇଲେ, ତାହା ଦୂର ହୋଇଥାଏ । ଶେଯରୁ ଉଠିବା ପରେ ବିଛଣା ଅସଜଡା ରଖିଲେ । ରାହୁଙ୍କ କୁଦ୍ରୁଷ୍ଟି ପଡିଥାଏ ।

ଖାଇ ବସିବା ବେଳେ ଲୁଣ ତଳେ ପକାଇବା ଲୁଗାରେ ପୋଛିବା ଭଲ ନୁହେଁ । ଏପରି କରିବା ଦ୍ଵାରା ରୁଣ ବଢିଥାଏ । ଠାକୁର ଘରେ ପ୍ରତିଦିନ ଝୁଣା, ଧୂପ କିମ୍ବା କର୍ପୁର ଧୂପ ଦେଲେ ଅଶୁଭତ୍ଵ ଦୂର ହୋଇଥାଏ । ରୂପା ମୁଦି ଡାହାଣ ହାତରେ ପିନ୍ଧିଲେ କାର୍ଯ୍ୟସିଦ୍ଧି ହୋଇଥାଏ ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button