15+ GK Quiz – କେଉଁ ଫଳ ଖାଇବା ଦ୍ଵାରା ଚୁଟି ଝଡିବା ବନ୍ଦ ହୋଇଯାଏ ?
ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।
1- ଏମିତି କେଉଁ ଜୀବ ଅଛି ଯାହାର ଜିଭରେ ଦାନ୍ତ ମଧ୍ୟ ଅଛି ?
ଉତ୍ତର- ହଂସ ।
2- ତଳେ ଶୋଇବା ଦ୍ଵାରା କେଉଁ ରୋଗ ଠିକ ହୋଇଯାଏ ?
ଉତ୍ତର- ହାର୍ଟ ଆଟାକ ।
3- ଭାରତରେ କାହାର ଗାଡି ରେ ନମ୍ବର ପ୍ଳେଟ ନାହିଁ ?
ଉତ୍ତର- ରାଷ୍ଟ୍ରପତି ।
4- ଫ୍ରିଜ ପାଣି ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?
ଉତ୍ତର- କବଜ ।
5- ଏମିତି କେଉଁ ଜୀବ ଅଛି ଯାହାକୁ ମୃତ୍ୟୁ ଆସିବା ପୂର୍ବରୁ ଜଣା ପଡିଥାଏ ?
ଉତ୍ତର- ବିଛା ।
6- ଦୁନିଆରେ ସବୁଠୁ ତୀବ୍ର ଗତି କାହାର ହୋଇଥାଏ ?
ଉତ୍ତର- ପ୍ରକାଶ ବା ଜ୍ଯୋତି ।
7- ସବୁଠୁ ଅଧିକ ପ୍ରୋଟିନ କେଉଁ ଜିନିଷରେ ରହିଥାଏ ?
ଉତ୍ତର- ମୁଗ ଡାଲି ।
8- ବିଶ୍ଵର ସବୁଠୁ ପୁରୁଣା ରେଲୱେ ଷ୍ଟେସନ କେଉଁ ଠାରେ ଅଛି ?
ଉତ୍ତର- ଲିବରପୁଲ ।
9- ଏମିତି କେଉଁ ପକ୍ଷୀ ଅଛି ଯାହାକୁ ରାତିରେ ଦେଖାଯାଏ ?
ଉତ୍ତର- ପେଚା ।
10- କେଉଁ ଫଳ ଜଲ୍ଦି ଖରାପ ହୋଇଯାଏ ?
ଉତ୍ତର- ପିଜୁଳି ।
11- ଏମିତି କେଉଁ ପଶୁ ଅଛି ଯିଏ ଡେଇଁପାରେ ନାହିଁ ?
ଉତ୍ତର- ହାତୀ ।
12- କେଉଁ ଫଳକୁ ଫ୍ରିଜରେ ରଖିବା ଦ୍ଵାରା ବିଷ ହୋଇଯାଏ ?
ଉତ୍ତର- ତରଭୁଜ ।
13- ଭାରତରେ ସର୍ବ ପ୍ରଥମେ ଇଂରେଜ ମାନେ କାହାକୁ ଫାଶୀ ଦଣ୍ଡ ଦେଇଥିଲେ ?
ଉତ୍ତର- ଦୁଖୀରାମ ବୋଷ ।
14- ଦୁନିଆରେ ସବୁଠୁ ଅଧିକ କେଉଁ ଜୀବ ଙ୍କ ସଂଖ୍ୟା ରହିଛି ?
ଉତ୍ତର- ମାଛ ।
15- ଭାରତର କେଉଁ ରାଜ୍ୟରେ ଲୁଣର ଅଧିକ ଉତ୍ପାଦନ କରାଯାଏ ?
ଉତ୍ତର- ଗୁଜୁରାଟ ।
16- କେଉଁ ଗଛ ତଳେ ଶୋଇବା ଦ୍ଵାରା ମଣିଷ ମରି ଯାଇପାରେ ?
ଉତ୍ତର- ନିମ ।
17- ଷଣ୍ଢ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?
ଉତ୍ତର- ସ୍ପେନ ।
18- କେଉଁ ଫଳ ଖାଇବା ଦ୍ଵାରା ଚୁଟି ଝଡିବା ବନ୍ଦ ହୋଇଯାଏ ?
ଉତ୍ତର- ଆମଲା ।