IBN ଓଡ଼ିଶା ବ୍ୟୁରୋ

ଦୁର୍ବଳ, ପତଳା ଶରୀରକୁ 1 ମାସରେ ସୁସ୍ଥ ସବଳ କରିବାର ବେଷ୍ଟ ଉପାୟ ! ଥରେ ଟ୍ରାଏ କରି ଦେଖନ୍ତୁ 100 ରେଜଲ୍ଟ

ଯେଉଁ ମାନେ ନିଜର କମ୍ ଓଜନ ବା ପତଳା ଶରୀର ପାଇଁ ଚିନ୍ତିତ ରହୁଛନ୍ତି । ଶରୀର ବହୁତ ଦୁର୍ବଳ ଲାଗୁଥାଏ । ତେବେ ଶରୀରର ଓଜନ ବଢାଇବା ପାଇଁ ଏହି ଏକ ଘରୋଇ ଉପଚାର ନିହାତି ଭାବେ କରି ଦେଖନ୍ତୁ । ମାତ୍ର 1 ମାସ ମଧ୍ୟରେ 6 ରୁ 10 କିଲୋ ଓଜନ ବଢାଇବାରେ ଏହି ରେମିଡି ବହୁତ ଲାଭକାରୀ ହୋଇବ । ତେବେ ଏହି ରେମିଡି ଘରେ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଚଣାର ଆବଶ୍ୟକତା ପଡିବ ।

ଚଣାରୁ ପ୍ରୋଟିନ ବହୁତ ଭଲ ମାତ୍ରାରେ ମିଳିଥାଏ । ଯାହା ବ୍ୟକ୍ତିର ଶରୀରର ଓଜନ ବଢାଇବା ସହ ଶରୀରକୁ ଶକ୍ତିଶାଳୀ ମଧ୍ୟ କରିଥାଏ । ପ୍ରଥମେ ଏକ ପାତ୍ରରେ 3 ରୁ 4 ଚାମଚ ରଖନ୍ତୁ । ତାପରେ 1 ରୁ 2 ଚାମଚ ଚୀନାବାଦାମ ଚଣା ରଖିଥିବା ପାତ୍ରରେ ରଖନ୍ତୁ । ତୃତୀୟରେ 5 ରୁ 6 ଟି ଖିସମିସକୁ ମିଶାନ୍ତୁ । ଖିସମିସ ଶରୀରରେ ଆଇରନ ମାତ୍ରା ବଢାଇବାରେ ସାହାଜ୍ଯ କରିଥାଏ । ଏହା ପ୍ରାକୃତିକ ଭାବେ ଓଜନ ବଢାଇବାରେ ବହୁତ ଭଲ କମ କରିଥାଏ ।

ତାପରେ ସେହି ସମସ୍ତ ସାମଗ୍ରୀରେ ପାଣି ମିଶାଇ ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ ସେଥିରେ ଅଧା ଗ୍ଳାସ ପାଣି ଦେଇ ଭେଦାଇ ରଖି ଦିଅନ୍ତୁ । ରାତି ସାରା ପାଣିରେ ଭେଦାଇ ସକାଳୁ ଏହାକୁ ସେବନ କରିବାକୁ ପଡିବ । ସର୍ବପ୍ରଥମେ ସକାଳୁ ଉଠି ବାସୀ ମୁହଁରେ 1 ଗ୍ଳାସ ପାଣି ପିଅନ୍ତୁ । କାରଣ ବାସୀ ମୁହଁରେ ପାଣି ପିଇବା ଦ୍ଵାରା ଶରୀର ମଧ୍ୟରେ ଥିବା ସମସ୍ତ ଟକ୍ସିନ ବା ବିଷକ୍ତ ପଦାର୍ଥ ସଫା ହୋଇଯାଇଥାଏ ।

ତାପରେ ନିଜର ନିତ୍ୟକର୍ମ ସାରି ସକାଳର ବ୍ରେକଫାଷ୍ଟରେ ରାତିରେ ପ୍ରସ୍ତୁତ କରି ରଖିଥିବା ରେମିଡି ସେବନ କରନ୍ତୁ । ନିୟମିତ ଭାବେ 1 ମାସ ପର୍ଯ୍ୟନ୍ତ ଏହି ରେମିଡି ପ୍ରସ୍ତୁତ କରି ତାହାକୁ ସକାଳେ ସେବନ କରନ୍ତୁ । 1 ମାସ ମଧ୍ୟରେ ହିଁ ଏହାର ପ୍ରଭାବ ଦେଖିବାକୁ ମିଳିବ । ଯେଉଁ ବ୍ୟକ୍ତିଙ୍କର ଦୁର୍ବଳ, ପତଳା ଶରୀର ହୋଇଥିବ ।

ଏହି ରେମିଡି ପ୍ରସ୍ତୁତ କରି ତାହାର ସେବନ କରିବା ପରେ ଶରୀରକୁ ଭଲ ପୁଷ୍ଟି ମିଳିଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତିର ଓଜନ ବଢିଥାଏ । ଏଥିସହ ଦୁର୍ବଳ ଓ ପତଳା ଶରୀର ସୁସ୍ଥସବଳ ହୋଇ ଗଢି ଉଠିଥାଏ । ସେହି ବ୍ୟକ୍ତିର ଚେହେରା ମଧ୍ୟ ଦେଖିବାକୁ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ ହୋଇଯାଇଥାଏ । ଏଥିସହ ବ୍ୟକ୍ତି ମଧ୍ୟରେ ଏକ ନୂଆ ଆତ୍ମବିଶ୍ବାସ ମଧ୍ୟ ସବୁ କାର୍ଯ୍ୟ ପାଇଁ ଆସିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button