ରାଜ୍ୟ
ଓଡଗାଁ ଥାନା ଘେରିଲେ ବିଜେପି କର୍ମୀ – Ibnodisha

[ad_1]
ନୟାଗଡ : ସରପଞ୍ଚଙ୍କ ସ୍ୱାମୀ ନାଁରେ ଦୁଷ୍କମ ଅଭିଯୋଗ ମାମଲା । ଓଡଗାଁ ଥାନା ଅଞ୍ଚଳରେ ଦୁଷ୍କମ ମାମଲାରେ ତାତିରେ ବିଜେପି କର୍ମୀ । ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଥାନା ଘେରିଲେ ବିଜେପି କର୍ମୀ । ଥାନା ଭିତରକୁ ଧସେଇ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ।
ଟେଲିଗ୍ରାମ୍ ମଧ୍ୟମରେ ଲୋକଙ୍କୁ ଠକିବା ପଡିଲା ମହଙ୍ଗା, ୪ ଗିରଫ
The post ଓଡଗାଁ ଥାନା ଘେରିଲେ ବିଜେପି କର୍ମୀ appeared first on ONA KHABAR.
[ad_2]