ରାଜ୍ୟ

ମହିଳାଙ୍କ ମୃତ ଦେହ ଉଦ୍ଧାର – Ibnodisha

[ad_1]

ରାୟଗଡା : ରାୟଗଡା ଜିଲ୍ଲା ଗୁଣପୁର ଥାନା ବାୟାଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ସନ୍ଦେହଜନକ ଅବସ୍ଥାରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଦାଫାସ କରିଛି ଗୁଣପୁର ପୋଲିସ । ମୃତ ମହିଳା ଜଣଙ୍କ ସନ୍ତୋଷି ବାଉରୀ ବୋଲି ଜଣାପଡିଛି । ତେବେ ପାରିବାରିକ ଅଶାନ୍ତି ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତ ମହିଳାଙ୍କ ସ୍ୱାମୀ ସୁରେନ୍ଦ୍ର ଶବର ନିଜ ସ୍ତ୍ରୀକୁ ହତ୍ୟା କରିଥିବା ନିଜେ ସ୍ୱିକାର କରିଛି । ଏବଂ ଆଜି ହତ୍ୟାକାରୀ ସ୍ୱାମୀ ସୁରେନ୍ଦ୍ର କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button