୨ଟି ଜିନିଷ ଦ୍ଵାରା କରନ୍ତୁ ରକ୍ତସଫା, ଯାଦୁ, କାଛୁ, କୁଣ୍ଡିଆ ହବ ଭଲ
ଆପଣ ମାନେ ଜାଣିଛନ୍ତି ଯେ ସମସ୍ତଙ୍କ ଚର୍ମ ଏକା ଭଳି ହୋଇନଥାଏ ତେବେ କିଛି ଲୋକଙ୍କୁ କିଛି ଜିନିଷ ଦ୍ଵାରା ଏଲାର୍ଜି ହୋଇଥାଏ ।ଆଉ କିଛି ଲୋକଙ୍କ ଜାଦୁ କାଛୁ କୁଣ୍ଡିଆ ବହୁତ ପୁରୁଣା ହୋଇଥାଏ ଯାହା ବଢିବା ଦ୍ଵାରା ଲୋକଙ୍କୁ ବହୁତ ପ୍ରକାର ଅସୁବିଧା ସମ୍ମୁଖୀନ ହବାକୁ ପଡିଥାଏ । ଯଦି ଆପଣଙ୍କୁ କୌଣସି ଜିନିଷ ଦ୍ଵାରା ଏଲାର୍ଜି ଦେଖା ଦେଉଛି ତେବେ ଆପଣ ଜାଣି ପାରିବେ କାରଣ କଣ ଆଉ ଆପଣ ସେହି ଜିନିଷ ସେବନ କରିବା ବନ୍ଦ କରି ପାରିବେ କିନ୍ତୁ ଯଦି ବି ଆପଣଙ୍କୁ ଏଲାର୍ଜି ମୁଖ୍ୟ କାରଣ ଜଣା ନାହିଁ ତେବେ ବି ଆଜିର ଏହି ଉପାୟ ଆପଣଙ୍କୁ ବହୁତ ଭଲ ଲାଭ ଦବ ।
ଏଲାର୍ଜି ପାଇଁ ସବୁଠାରୁ ପ୍ରଥମ ଜିନିଷ ଆପଣଙ୍କୁ ନିଜ ରକ୍ତ ସଫା କରିବାକୁ ହବ ଆଉ ତାହା କେମିତି ହବ ଆଜି ଆମେ ଆପଣଙ୍କୁ କହିବୁ । ତେବେ ଆଜି ଆମେ ଆପଣଙ୍କୁ ୩ଟି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ପୁରୁଣାରୁ ପୁରୁଣା ଜାଦୁ କାଛୁ କୁଣ୍ଡିଆ ଭଲ ହୋଇଯିବ ଆଉ ଆପଣ ବହୁତ ଭଲ ଅନୁଭବ କରିବେ ।
୧. ଯଦି ଆପଣଙ୍କ ଚର୍ମ ନାଲି ପଡି ଯାଉଛି ଆଉ ଆପଣଙ୍କୁ ବହୁତ କୁଣ୍ଡିଆ ଲାଗୁଛି ତେବେ ଆପଣ ସବୁ ଦିନ ରାତିରେ ଶୋଇଲା ବେଳେ ସେହି ଜାଗାରେ ହାଲ୍କା ହାତରେ ନଡିଆ ତେଲ ଲଗାଇ ସୋଇ ପଡନ୍ତୁ । ତେବେ ନଦୀ ତେଲରେ ବହୁତ ଭଲ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ହୋଇଥାଏ ଯାହା ଆପଣଙ୍କ ଚର୍ମରେ ଥିବା ଟିକି ଟିକି ଜୀବାଣୁ ମାନଙ୍କୁ ମାରିବାରେ ସାହାଯ୍ୟ କରିଥାଏ ଆଉ ଆପଣଙ୍କ ଚର୍ମକୁ ମଇଶ୍ଚର ଦେଇଥାଏ ଯାହା ଦ୍ଵାରା ଆପଣଙ୍କ ସ୍କିନ ଡ୍ରାଇ ହେଇ ନଥାଏ ଆଉ ଆପଣଙ୍କୁ କୁଣ୍ଡିଆ ଲାଗି ନଥାଏ ।
୨. ବହୁତ ଲୋକଙ୍କ ଚର୍ମ ରୋଗ ଏତେ ବଢି ଯାଇଥାଏ ଯେ ସେ ତାକୁ କୁଣ୍ଡେଇ କୁଣ୍ଡେଇ ଘା କରିଥାନ୍ତି କିନ୍ତୁ ଆପଣଙ୍କୁ ଗୋଟେ ସରଲ କାମ କରିବାର ଅଛି ସୁଧ ନଡିଆ ତେଲ ନିଅନ୍ତୁ ସେଥିରେ ଦେଶୀ କର୍ପୁର ପକାନ୍ତୁ ଆଉ ଏହାକୁ ଭଲ ଭାବରେ ମିଶାଇ ଶୋଇଲା ବେଳେ ରାତିରେ କୁଣ୍ଡିଆ ଜାଗାରେ ଲଗାଇ ସୋଇ ପଡନ୍ତୁ ଆରମ୍ଭରେ ଆପଣଙ୍କୁ ପିନପୁଡି କାମୁଡିଲା ଭଳି ଲାଗିବେ କିନ୍ତୁ ଆପଣଙ୍କୁ ସମ୍ଭାଳିବାକୁ ହବ ହାତ ମାରିବେ ନାହିଁ ଜମା ତା କିଛି ସମୟ ପରେ ଆପଣଙ୍କୁ ଆରାମ ଲାଗିବ ଆଉ କିଛି ଦିନ ପରେ ଆପଣଙ୍କ ଜାଦୁ କଚୁ କୁଣ୍ଡିଆ ଦୂର ହୋଇଯିବ ।
୩. ସବୁ ଚର୍ମ ରୋଗର ମୁଖ୍ୟ କାରଣ ରକ୍ତରେ ଥିବା ଅଶୁଦ୍ଧି ହୋଇଥାଏ, ତେବେ ରକ୍ତକୁ ସଫା କରିବା ଦ୍ଵାରା ଚର୍ମ ରୋଗରୁ ଆପଣ ବଞ୍ଚି ପାରିବେ । ଏହା ପାଇଁ ଆପାଙ୍କୁ ଗାଈ ର ଦେଶୀ ଶିୟା ନବାର ଅଛି ସେଥିରେ ଅଧା ଚାମଚ ହଳଦୀ ମିଶାଇ ରଖନ୍ତୁ ଏହା ପରେ ଆପଣ ଉଷୁମ କ୍ଷୀରରେ ଏହାକୁ ମିଶାଇ ଦିଅନ୍ତୁ ଅଳପ ଚିନୀ ପକାଇବେ ନଚେତ ନ ପକାଇଲେ ଆହୁରି ଭଲ ଏହାକୁ ଚା ଭଳି ସେବନ କରନ୍ତୁ ଆଉ ମନେ ରଖିବେ ଶୋଇବା ଆଗରୁ ଆପଣଙ୍କୁ ଏହା କରିବାକୁ ହବ । ତେବେ ଏହି ମିଶ୍ରଣ ଆପଣଙ୍କ ଶରୀର ରକ୍ତ ସଫା କରିବାରେ ବହୁତ ସାହାଯ୍ୟ କରିଥାଏ ଯାହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାର ଚର୍ମ ରୋଗ ହେଇ ନଥାଏ ।