IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସକାଳୁ ଉଠୁ ଉଠୁ କହି ଦିଅନ୍ତୁ ଚମତ୍କାରୀ ଏହି 2 ଶବ୍ଦ ! ଜୀବନ ସାରା ସୁଖରେ ରହିବେ

ବନ୍ଧୁଗଣ ସକାଳର ସମୟ ସବୁ ଲୋକଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ସମୟ ହୋଇଥାଏ । କାରଣ ଏହି ସମୟରେ ଆମେ ଆମର ପୁରା ଦିନର ଆରମ୍ଭ କରିଥାଉ । ତେଣୁ କଥାରେ ଅଛି, ଯେଉଁ ବ୍ୟକ୍ତିର ସକାଳର ସମୟ ଭଲରେ ବିତିଥାଏ । ସେହି ବ୍ୟକ୍ତିର ସଂପୂର୍ଣ୍ଣ ଦିନଟି ଭଲରେ ବୀତିଥାଏ । ତେବେ ସକାଳୁ ସକାଳୁ ଉଠୁ ଉଠୁ କେବଳ ଯଦି ଆପଣ ଏହି 2 ଟି ଶବ୍ଦ କହି ଦିଅନ୍ତି । ତେବେ ଆପଣଙ୍କ ସମ୍ପୂର୍ଣ୍ଣ ଦିନଟି ଭଲରେ ଯାଇଥାଏ । ଏଥିସହ ଭଗବାନଙ୍କ ଆଶ୍ରୀବାଦ ମଧ୍ୟ ସେହି ବ୍ୟକ୍ତି ଉପରେ ଅବୁବେଳେ ରହିଥାଏ ।

ତେବେ ସେହି 2 ଟି ଚମତ୍କାରୀ ଶବ୍ଦ କଣ ଚାଲନ୍ତୁ ଜାଣିବା । ବନ୍ଧୁଗଣ ଆମେ ଯେଉଁ 2 ଟି ଶବ୍ଦ ବିଷୟରେ ବିଷୟରେ ଆପଣଙ୍କୁ କହିବୁ । ଏହି ଶବ୍ଦକୁ ପିଲା ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ କହିପାରିବେ । ଏହାକୁ ସକାଳର ସମୟରେ କହିବା ଦ୍ଵାରା ହିଁ ଅଧିକ ଲାଭ ମିଳିଥାଏ । ପିଲା ମାନେ ନିଜର ପାଠ ପଢାରେ ଉନ୍ନତି କରିବାକୁ ଚାହୁଁଥିଲେ । ଏହାକୁ ନିହାତି ଭାବେ କହିବା ଉଚିତ । ଯେଉଁ ଝିଅ ମାନେ ନୂଆ ନୂଆ ବିବାହ ହୋଇ ନିଜ ଶାଶୁଘରକୁ ଆସିଥାନ୍ତି ।

ସେମାନେ ମଧ୍ୟ ଏହି ଶବ୍ଦକୁ ସକାଳୁ ଉଠି କହିପାରିବେ । ଯାହା ଦ୍ଵାରା ସେମାନଙ୍କର ବୈବାହିକ ଜୀବକ ବହୁତ ଭଲରେ ବିତିଥାଏ । ଏଥିସହ ସେମାନଙ୍କର ଶାଶୁଘରେ ତାଙ୍କର ସମସ୍ତଙ୍କ ସହ ଭଲ ସମ୍ପର୍କ ଗଢି ଉଠିଥାଏ । ଯେଉଁ ମାନେ ନିଜର ବ୍ୟବସାୟରେ ଲାଭବାନ ହେବାର ସ୍ଵପ୍ନ ରଖିଥାନ୍ତି । ସେମାନେ ମଧ୍ୟ ନିହାତି ଭାବେ ପ୍ରତ୍ଯେକ ଦିନ ସକାଳୁ ଏହି 2 ଟି ଶବ୍ଦ ବୋଲିବା ଉଚିତ ।

ଯେଉଁ ଲୋକମାନେ ଏକ ଭଲ ଚାକିରୀର ଆଶାରେ ରହିଛନ୍ତି । ସେମାନେ ନିଜ ମନ ପସନ୍ଦ ମୁତାବକ ଏକ ଭଲ ଚାକିରୀଟିଏ ପାଇବା ପାଇଁ ମଧ୍ୟ ଆପଣ ମାନେ ଏହି ଶବ୍ଦକୁ ସକାଳୁ ଉଚ୍ଚାରଣ କରନ୍ତୁ । ତେବେବନ୍ଧୁଗଣ ସେହି ଶବ୍ଦ ବିଷୟରେ ଚାଲନ୍ତୁ ଜାଣିବା । ତେବେ ଆପଣ ମାନେ ସକାଳୁ ଉଠୁ ଉଠୁ ନିଜର 2 ହାତକୁ ଯୋଡି ଓମ୍ ସଂଭବେ ନମଃ କହି ଦିଅନ୍ତୁ । ଏହି ମନ୍ତ୍ର ଜପ କରିବା ଦ୍ଵାରା ବ୍ୟକ୍ତିର କୁଣ୍ଡଳୀରେ ଯାହା ସବୁ ଦୋଷ ରହିଥାଏ । ତାହା ସବୁ ଦୂର ହୋଇଯାଇଥାଏ । ଏହି ମନ୍ତ୍ର କହି ନିଜର ସକାଳର ଆରମ୍ଭ କରନ୍ତୁ ।

ଆପଣଙ୍କର ଦିନଟି ଭଲ ଯିବା ସହ ଆପଣ ନିଜ ଲକ୍ଷ ସ୍ତଳରେ ବହୁତ ଶୀଘ୍ର ପହଞ୍ଚିବା ସହ ସେଥିରେ ଆପଣଙ୍କୁ ସଫଳତା ମଧ୍ୟ ମିଳିଥାଏ । ଯାହାକି ଆପଣଙ୍କ ଭାଗ୍ୟକୁ ଚମକାଇ ଦେଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button