IBN ଓଡ଼ିଶା ବ୍ୟୁରୋ

ବାପା ଘରୁ ଝିଅ ମାନେ ଭୁଲରେ ନିଜ ଶାଶୁଘରକୁ ଆଣନ୍ତୁ ନାହିଁ ଏହି 5 ଟି ଜିନିଷ ! ନଚେତ ଶାଶୁଘରକୁ ମାଡି ଆସିଥାଏ ବର୍ବାଦି ! Vastu Tips

ଜୀବନରେ ଭଲରେ ଚଳିବା ପାଇଁ ସବୁ ଲୋକ ଚାହିଁଥାନ୍ତି । ହେଲେ ଅନେକ ସମୟରେ ସ୍ଵାମୀ ମାନେ ବହୁତ ପରିଶ୍ରମ କରି ଟଙ୍କା ଅର୍ଜନ କରିଥାନ୍ତି । ହେଲେ ସେହି ଘରେ ସବୁବେଳେ ଅଭାବ ଅନାଟନ ଲାଗି ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ । ଯେ ସ୍ତ୍ରୀ ମାନଙ୍କର କେଉଁ ଭୁଲ ପାଇଁ ସ୍ଵାମୀ ମାନଙ୍କୁ ବର୍ବାଦିର ସାମ୍ନା କରିବାକୁ ପଡିଥାଏ । ଝିଅ ନିଜ ବାପା ଘରୁ ବାହାଘରେ ସମୟରେ କଣ ଆଣିବା ଦ୍ଵାରା ସ୍ଵାମୀର ଦୁର୍ଭାଗ୍ୟ ଚାଲି ଆସିଥାଏ ?

ସବୁ ବାପା, ମାଆ ନିଜ ଝିଅ ମାନଙ୍କୁ ବାହାଘର ସମୟରେ ଅନେକ ପ୍ରକାର ଘର କରଣା ଜିନିଷ ଦେଇଥାନ୍ତି । ଯେମିତିକି ଶାଶୁ ଘରେ ଝିଅର ଚଳିବାରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ହେଲେ ବାପା, ମାଆ ମାନେ ନିଜ ଝିଅକୁ ଭୁଲରେ କିଛି ଏଭଳି ଜିନିଷ ଦେଇ ତା’ ର ଶାଶୁ ଘରକୁ ପଠାଇ ଦେଇଥାନ୍ତି । ଯାହାକି ଝିଅର ଶାଶୁ ଘରେ ଝିଅର ସ୍ଵାମୀ ଉପରେ ଏହାର ଖରାପ ପ୍ରଭାବ ପକାଇଥାଏ ।

1- ବିବାହିତ ମହିଳା ମାନେ ନିଜ ବାପା ଘରୁ ଭୁଲରେ ବି ଆଚାର ଆଣନ୍ତୁ ନାହିଁ । ନଚେତ ଝିଅର ଶାଶୁଘରେ ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ । ତେଣୁ ଭୁଲରେ ମଧ୍ୟ ଝିଅ ତା’ ର ବାପା ଘରୁ ଆଚାର ଭଳି ଖଟା, ମିଠା ମିଶ୍ରଣର ଆଚାର ଆଣିବା ଅନୁଚିତ ।

2- ବିବାହିତ ମହିଳା ମାନେ ନିଜ ବାପା ଘରୁ ନିଜ ଶାଶୁଘରକୁ ଛୁଞ୍ଚି ଓ ସୂତା ଆଣନ୍ତୁ ନାହିଁ । ଏହା ଆଣିବା ଦ୍ଵାରା ଝିଅର ସ୍ଵାମୀ ନିଜ ଜୀବନରେ କେବେବି ସଫଳ ହୋଇପାରିନଥାଏ । 3- ମହିଳା ମାନେ ନିଜ ବାପା ଘରୁ ଶାଶୁଘରକୁ ଲଙ୍କା ଗୁଣ୍ଡ, ମସଲା ଓ ଲୁଣ ନେଇକି ଆସନ୍ତୁ ନହିଁ । ନଚେତ ସେହି ଝିଅର ଶାଶୁ ଘରେ ପରିବାରରେ ମନୋମାଳିନ୍ୟ ଦେଖା ଦେବା ସହ ସମ୍ପର୍କରେ ଫାଟ ପଡିଯାଏ । ଯାହା ପରିବାର ଉନ୍ନତିରେ ବାଧା ସୃଷ୍ଟି କରିଥାଏ ।

4- ମହିଳା ମାନେ ବାପା ଘରୁ ଚକଟା ଅଟା ଶାଶୁଘରକୁ ନେଇକି ଆସନ୍ତୁ ନାହିଁ । ଏପରି ଜିନିଷ ଆଣିବା ଦ୍ଵାରା ଶାଶୁଘରର ବହୁ କ୍ଷତି ଘଟିଥାଏ । ଶାଶୁଘର ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ପଡିଯାଇଥାଏ । 5- ମହିଳା ମାନେ ନିଜ ବାପା ଘରୁ ନିଜ ଶାଶୁଘରକୁ କେବେବି ଚୁଲହା, ସିଲିଣ୍ଡର ଭଳି ଜିନିଷ ଆଣନ୍ତୁ ନାହିଁ । କାରଣ ଏହି ସାମଗ୍ରୀ ଯଦି କୌଣସି ଝିଅ ନିଜ ବାପାଘରୁ ଶାଶୁଘରକୁ ନେଇଥାଏ । ତେବେ ଏହା ଝିଅର ଶାଶୁଘର କୁ ଉଜାଡି ଦେଇଥାଏ ।ତେଣୁ ଏହି 5 ଟି ଜିନିଷ ଝିଅ ମାନେ ନିଜ ବାପାଘରୁ ଶାଶୁଘରକୁ ଆଣନ୍ତୁ ନାହିଁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button