ତେନ୍ତୁଳୀ ଖାଇବା ଦ୍ଵାରା କେଉଁ ରୋଗ ଭଲ ହୋଇଯାଇଥାଏ ? ଏହା ସହ ଆହୁରି 15+ GK Question with Answer

1; – କେଉଁ ପଶୁର ସଂଖ୍ୟା ଭାରତରେ ସବୁଠାରୁ ଅଧିକ ରହିଛି ?
ଉତ୍ତର;- ମାଛର ସଂଖ୍ୟା ସବୁଠାରୁ ଅଧିକ ରହିଛି ।
2; – କେଉଁ ପକ୍ଷୀ ରାତିରେ ଜମାରୁ ନଜର ଆସନ୍ତି ନାହିଁ ?
ଉତ୍ତର;- କୁକୁଡା ରାତିରେ ଜମାରୁ ନଜର ଆସନ୍ତି ନାହିଁ ।
3; – ଭାରତର ସବୁଠାରୁ ଚଉଡା ନଦୀର ନାମ କ’ ଣ ଅଟେ ?
ଉତ୍ତର;- ଭାରତର ସବୁଠାରୁ ଚଉଡା ନଦୀର ନାମ ହେଉଛି ବ୍ରହ୍ମପୁତ୍ର ।
4; – କେଉଁ ଜୀବଙ୍କୁ କାରୋନା ଭାଇରସ ହୁଏ ନାହିଁ ?
ଉତ୍ତର;- ମୂଷାଙ୍କୁ କାରୋନା ଭାଇରାନ ହୁଏ ନାହିଁ ।
5; – କେଉଁ ଦେଶରେ ମୋବାଇଲକୁ ଦୂରକୁ ଫୋପାଡିବାର ଖେଳ ଖେଳିବାରର ପ୍ରଥା ରହିଛି ?
ଉତ୍ତର;- ଫିନଲ୍ୟାଣ୍ଡ ଦେଶରେ ମୋବାଇଲକୁ ଦୂର ଫିଙ୍ଗିବାର ଖେଳର ନିୟମ ରହିଛି ।
6; – କେଉଁ ବୃକ୍ଷ ସବୁଠାରୁ ଅଧିକ ଅମ୍ଳଜାନ ଦେଇଥାଏ ?
ଉତ୍ତର;- ଓସ୍ତ ଗଛ ସବୁଠାରୁ ଅଧିକ ଅମ୍ଳଜାନ ଦେଇଥାଏ ।
7; – ସୌରମଣ୍ଡଲରେ କେଉଁ ଗ୍ରହକୁ ନୀଳ ଗ୍ରହ କୁହାଯାଏ ?
ଉତ୍ତର;- ସୌରମଣ୍ଡଲରେ ପୃଥିବୀକୁ ନୀଳ ଗ୍ରହ କୁହାଯାଏ ।
8; – କେଉଁ ଫୁଲ 36 ବର୍ଷରେ ଥରେ ଫୁଟିଥାଏ ?
ଉତ୍ତର;- ନାଗପୁଷ୍ପ 36 ବର୍ଷରେ ଥରେ ଫୁଟିଥାଏ ।
9; – କେଉଁ ଭାରତୀୟ ବ୍ଯାଙ୍କର ସବୁଠାରୁ ଅଧିକ ଶାଖା ବ୍ଯାଙ୍କ ରହିଛି ?
ଉତ୍ତର;- ଭାରତୀୟ ରିଜର୍ଭ ବ୍ଯାଙ୍କର ସବୁଠାରୁ ଅଧିକ ଶାଖା ବ୍ଯାଙ୍କ ରହିଛି ।
10; – କେଉଁ ଜିନିଷ ଗରମ କରିବା ଦ୍ଵାରା ଜମିଯାଇଥାଏ ?
ଉତ୍ତର;- ଅଣ୍ଡାକୁ ଗରମ କରିବା ଦ୍ଵାରା ଜମି ଯାଇଥାଏ ।
11; – କେଉଁ ଦେଶରେ ମୋଟାପଣ ଅଧିକ ବଢିବାକୁ ଅପରାଧ କୁହାଯାଇଥାଏ ?
ଉତ୍ତର;- ଜାପାନ ଦେଶରେ ମୋଟାପଣ ଅଧିକ ବଢିବାକୁ ଅପରାଧ କୁହାଯାଇଥାଏ ।
12; – ଧଳା ସାପ କେଉଁ ଦେଶରେ ଦେଖିବାକୁ ମିଳିଥାନ୍ତି ?
ଉତ୍ତର;- ଅଷ୍ଟ୍ରେଲିଆ ଦେଶରେ ଅଧିକ ଧଳା ସାପ ଦେଖିବାକୁ ମିଳନ୍ତି ।
13; – କେଉଁ ଦେଶରେ ଲୋକ ପଇସା ଦେଇକି ନିଜ ବଦଳରେ ଅନ୍ୟଙ୍କୁ ଜେଲ୍ ପଠାଇ ପାରନ୍ତି ?
ଉତ୍ତର;- ଚୀନ ଦେଶର ଲୋକ ପଇସା ଦେଇକି ନିଜ ବଦଳରେ ଅନ୍ୟଙ୍କୁ ଜେଲ୍ ପଠାଇ ପାରନ୍ତି ।
14; – ମଣିଷର କେତେ ବର୍ଷ ପରେ ମସ୍ତିଷ୍କ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ ?
ଉତ୍ତର;- ମଣିଷର 40 ବର୍ଷ ପରେ ମସ୍ତିଷ୍କ ଦୁର୍ବଳ ହେବାକୁ ଲାଗେ ।
15; -ତେନ୍ତୁଳୀ ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଯାଇଥାଏ ?
ଉତ୍ତର;- ହାର୍ଟ ରୋଗ ତେନ୍ତୁଳୀ ଖାଇବା ଦ୍ଵାରା ଭଲ ହୋଇଯାଇଥାଏ ।