IBN ଓଡ଼ିଶା ବ୍ୟୁରୋ

ମାତ୍ର 7 ଦିନରେ ଚେହେରାକୁ କାଚ ଭଳି ଚମକାଇବା ପାଇଁ 1 ଉପାୟ ! ସ୍କିନ କରିବ ପ୍ରାକୃତିକ ଭାବେ ଗ୍ଲୋ

ନମସ୍କାର ବନ୍ଧୁଗଣ, ନିଜ ସ୍କିନକୁ ଗ୍ଲୋଇଙ୍ଗ କରିବାର ଇଛା ସମସ୍ତଙ୍କର ରହିଛି ଏଥିପାଇଁ ବହୁତ ଝିଅ ବହୁତ ପଇସା ଖର୍ଚ୍ଚ କରୁଛନ୍ତି ଯାଇ ପାର୍ଲର କିମ୍ବା ଡାକ୍ତରଙ୍କ ପରାମର୍ଶରେ ମଧ୍ୟ କିଛି ଜଣ ଗ୍ଲୋଇଙ୍ଗ ସ୍କିନ ପାଇବାର ଉପାୟ ମାନ କରୁଛନ୍ତି । ଯାହାର ଦାମ ବହୁତ ଅଧିକ ହୋଇଥାଏ । ଯେଉଁଥି ପାଇଁ ସାଧାରଣ ଲୋକ ନିଜ ସ୍କିନକୁ ଚମକାଇବାର ଯେଉଁ ଇଛା ଥାଏ ତାହାକୁ ମନ ଭିତରେ ମାରି ଦିଅନ୍ତୁ । କିନ୍ତୁ ଆଜି ଆମର ଏକ ଘରୋଇ ରେମିଡି ଆପଣଙ୍କ ସ୍କିନ ଗ୍ଲାସ୍ ସ୍କିନ ବନାଇଦେବ ଭିତରୁ ଚମକିବ ଆପଣଙ୍କ ମୁହଁ ।

ଏଥିପାଇଁ ଆପଣଙ୍କୁ ଏକ ଚାମଚ ବେସନ ପ୍ରଥମେ ଆବଶ୍ୟକ । ଦିତୀୟରେ ଆପଣ ହଳଦୀ ପାଉଡର ଅଧ ଚାମଚର ଅଧା ଦରକାର। ତୃତୀୟରେ ଆପଣଙ୍କୁ ଏକ ଚାମଚ ଦହି ଆବଶ୍ୟକ । ଚତୁର୍ଥରେ ଆପଣଙ୍କୁ ଦରକାର ଅଧ ଚାମଚ ମହୁ । ଏବେ ଆପଣ ନେଇଥିବା ସମସ୍ତ ସାମଗ୍ରୀକୁ ଏକା ସାଙ୍ଗରେ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ନିଜ ମୁହଁକୁ ପୁରା ଭଲ ଭାବରେ ସଫା କରନ୍ତୁ ।

ଏହାପରେ ଯାଇ ଆପଣ ପ୍ରସ୍ତୁତ କରିଥିବା ରେମିଡିକୁ ଅଳ୍ପ ଆପଣଙ୍କ ହାତରେ ସରକୁଲାର ମୋଶନରେ ଆପଣଙ୍କ ମୁହଁକୁ ମସାଜ କରନ୍ତୁ । ଯେଉଁଠାରେ ଆପଣଙ୍କର ଅଧିକ କଲାଦାଗ ରହିଥିବ ଯେମିତିକି ନାକ ପାଖ ଜାଗା, ଓଠ ପାଖ ଏହିସବୁ ଜାଗାରେ ଟିକେ ଅଧିକ ପ୍ୟାକ ନେଇ ମସାଜ କରନ୍ତୁ ଭଲ ଭାବରେ ।

ଟିକିଏ ଅଧିକ ସମୟ ଧରି ଆପଣ ପତଳା ଲେୟାର ଆପଣ ଏହାକୁ ପ୍ରଥମେ ମସାଜ କରିସାରିବା ପରେ ଆପଣ ଆଉ ଥରେ ଅଧିକ ପ୍ୟାକ ନେଇ ମୋଟା ଲେୟାରରେ ଆପଣଙ୍କ ମୁହଁ ଏବଂ ବେକର ସବୁଆଡେ ଲଗାନ୍ତୁ । ଯେହେତୁ ଏହା ମୋଟା ଲେୟାରରେ ଲାଗିଛି ଏହାକୁ ସୁଖିବା ପାଇଁ ଟିକିଏ ସମୟ ଲାଗିବ କିନ୍ତୁ ପୁରା ସୁଖିବା ପାଇଁ ମଧ୍ୟ ଦେବେ ନାହିଁ ଅଧା ସୁଖିଯିବା ପରେ ଆପଣ ନିଜ ମୁହଁକୁ ଏକ ଓଦା ଟାଓଏଲ ସାହାର୍ଯ୍ୟ ପୋଛିଦେବେ ।

ଏବେ ଆପଣ ନିଜ ପୁରା ଚେହେରାକୁ ଭଲ ଭାବରେ ପୋଛିବା ପରେ କମାଲ ତ ଦେଖିପାରିବେ । ଏହାପରେ ଆପଣ ନିଜ ମୁହଁରେ ଭଲ ଭାବରେ ଗୋଲାପ ଜଳ ଲଗାନ୍ତୁ । ଗୋଲାପ ଜଳ ପରେ ଆପଣ ଏକ ସନକ୍ରିମ ଆପଣଙ୍କ ମୁହଁ ଲଗାଇବା ଆବଶ୍ୟକ ।  ଆପଣଙ୍କ ମୁହଁ ଏହାର ବ୍ୟବହାର ପରେ ବହୁତ ଅଧିକ ସପ୍ଟ ଏବଂ ସ୍ମୁଥ ହେବା ସହ ଆପଣଙ୍କ ମୁହଁ ଗ୍ଲୋଇଙ୍ଗ ମଧ୍ୟ ହୋଇଯିବ ।

ଏହିଭଳି ଭାବରେ ଆପଣ ପ୍ରତ୍ୟକ ଦିନ ସକାଳେ ଗାଧୋଇବା ପୂର୍ବରୁ ନିଜ ମୁହଁରେ ଲଗାନ୍ତୁ । ସାତଦିନ ଆପଣ ଏହାକୁ କରିବା ଦ୍ଵାରା ନିଜେ ହିଁ ଏହାର ରେଜଲ୍ଟ ଦେଖି ବିଶ୍ଵାସ କରିପାରିବେ ନାହିଁ । ଏହା ଏତେ ଅଧିକ ଫାଇଦା ଆଣିଦେଇଥାଏ ସ୍କିନକୁ ଯାହାକି ବିଶ୍ଵାସ ମଧ୍ୟ ହୋଇନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button