IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସକାଳୁ ଉଠି ଏହି କାର୍ଯ୍ୟ କରିବା ଦ୍ଵାରା ଘରକୁ ଆସି ନ ଥାଏ ଦାରିଦ୍ର୍ୟତା

ନମସ୍କାର ବନ୍ଧୁଗଣ , ଆମେ ସକାଳ  ସମୟରେ ଏମିତି କିଛି ଭୁଲ କରିଥାଉ ଯାହା ଦ୍ଵାରା ଘର କୁ ଆସିଥାଏ ଗରିବତା । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ପାଞ୍ଚିଟି ଭୁଲ କେବେ ବି କରିବେ ନାହିଁ । 1- ଘରେ ଏକ ରୁ ଅଧିକ  ଛୁରୀ ରଖିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ସବୁ ଦିନ ଝଗଡା ହୋଇଥାଏ । କାରଣ ଛୁରୀ ନାକାରାତ୍ମକ ଶକ୍ତି କୁ ବୃଦ୍ଧି କରିଥାଏ । ସକାଳେ ଉଠିଲା ପରେ ଛୁରୀ କୁ ଦେଖିବା ଅଶୁଭ ହୋଇଥାଏ ଘରେ ଧନ ର ହାନୀ ହୋଇଥାଏ ।

2- ଘର ର ଭିତରେ ଯଦି କଣ୍ଟା ଜାତୀୟ ଗଛ ରହିଥାଏ ତେଵେ ଏହା ଅକାଳ ମୃତ୍ୟୁ ର ସଂକେତ ଦେଇଥାଏ । ତେଣୁ ଘରର ଭିତରେ କଣ୍ଟା ଜାତୀୟ ଫୁଲ ହେଉ ବ ଗଛ କୁ ଲଗେଇବେ ନାହିଁ । ଏହି ସବୁ ଗଛ କୁ ଘର ର ବାହାରେ ଲଗେଇବେ । ଘର ର ଭିତରେ ସୁଭାସିତ ଫୁଲ ଗଛ କୁ ଲଗେଇବା ଅଶୁଭ ହୋଇଥାଏ । କଣ୍ଟା ଗଛ ଅଶୁଭ ଏବଂ କଷ୍ଟ ର ପ୍ରତୀକ ହୋଇଥାନ୍ତି ଏହା ଦ୍ଵାରା ଘରେ ଅଶାନ୍ତି ବ୍ୟାପୀ ଥାଏ ଏବଂ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥାଏ ।

ତୁଲସୀ ଗଛ ର ପାଖ ରେ କଣ୍ଟା ଗଛ କୁ ଲଗେଇବେ ନାହିଁ ଏହା ଅଶୁଭ ମାନା ଯାଇଥାଏ । 3- ମାସିକ ଧର୍ମ ହେଉଥିବା ସମୟରେ ଘରର ସ୍ତ୍ରୀମାନେ ଯଦି ଗଛ ରେ ପାଣି ଦେଇଥାନ୍ତି , ତେବେ ଏହା ଦ୍ଵାରା ଘରେ ଗରିବତା ବୃଦ୍ଧି ହୋଇଥାଏ । ବିଶେଷ କରି ଋତୁସ୍ରାବ  ହେଉଥିବା ସମୟରେ ତୁଲସୀ ଗଛ କୁ କେବେ ବି ପାଣି ଦେବେ ନାହିଁ ।

ଏହା ବଡ ପାପ ହୋଇଥାଏ ଏହା ଦ୍ଵାରା ଆପଣଙ୍କ ଘରେ ଗରିବତା ଆସିଥାଏ ଏହି ସମୟରେ ସ୍ତ୍ରୀମାନଙ୍କୁ ବିଶ୍ରାମ କରିବା ଉଚିତ୍ । 4- ଯଦି ଆପଣ ଘରେ ଭାଙ୍ଗି ଯାଇଥିବା ଇଟା , କାଚ ରହିଥାଏ  । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଅଶୁଭ ହୋଇଥାଏ ଏହା ଯୋଗୁ ଘରେ ଝଗଡା ହୋଇଥାଏ । ତେଣୁ ଭାଙ୍ଗି ଯାଇଥିବା ଜିନିଷ ତୁରନ୍ତ ଘରୁ ବାହାରକୁ ଫୋପାଡି ଦେବା ଉଚିତ୍ ହୋଇଥାଏ ।

5- ଯଦି ଆପଣଙ୍କ ଘରେ ମେହେନ୍ଦି ତ ଗଛ ରହିଥାଏ ବା ପୁଜୁଳି ର ଗଛ ଲଗେଇଥାନ୍ତି । ତେବେ ତୁରନ୍ତ ଏହାକୁ ଘରୁ ବାହାର କରି ଘରର ବାହାରେ ଏହାକୁ ଲଗେଇବା ଠିକ ହୋଇଥାଏ । କାରଣ ଏହା ଦ୍ଵାରା ନାକାରାତ୍ମକ ଶକ୍ତି ଘର ଭିତର କୁ ପ୍ରବେଶ କରିଥାଏ ।

ଅଶ୍ଵତଥ ଗଛ କୁ ମଧ୍ୟ ଘରେ ଭିତରେ ଲଗେଇବା କଥା ନୁହେଁ କାରଣ ଏହା ଅଶୁଭ ହୋଇଥାଏ । ଯଦି ଆପଣଙ୍କ ଘରେ ଏହି ଗଛ ରହିଥାଏ ତୁରନ୍ତ ଏହାକୁ ପାଣି ରେ ବିସର୍ଜନ କରିବା ଉଚିତ୍ । ଏହି ପାଞ୍ଚିଟି ବିଷୟ କୁ କରିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button