IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ଭାଗ୍ୟଶାଳୀ ରାଶିରେ କାଲି ଠାରୁ ଖାଲି ଟଙ୍କା ବୃଷ୍ଟି ! ଦୀର୍ଘ ୧୭୧ ବର୍ଷ ପରେ ମହାଦେବ ହୋଇଲେ ପ୍ରସନ୍ନଚିତ୍ତ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବାର ଟି ରାଶି  ନେଇକି ବ୍ୟକ୍ତି ରେ ଜାତକ ର ଶୁଭ ଏବଂ ଅଶୁଭ ଫଳ ନିର୍ଣ୍ଣୟ କରାଯାଇଥାଏ । ଯେଉଁ ରାଶିମାନଙ୍କ ଉପରେ ଗ୍ରହ ମାନଙ୍କ ସ୍ଥିତି ଅନୁକୂଳ ରହିଥାଏ ତେବେ ତାହା ବ୍ୟକ୍ତିମାନଙ୍କ ଜୀବନ ରେ ଭଲ ପ୍ରଭାବ ପକାଏ । ଯେଉଁ ରାଶିମାନଙ୍କ ଉପରେ ଗ୍ରହ ପ୍ରତିକୂଳ ହୋଇଥାଏ ଏହା ଖରାପ ପ୍ରଭାବ ପକାଏ ।  ଜ୍ୟୋତିଷ ମାନଙ୍କ ଗଣନା ଅନୁସାରେ ଏହି ବର୍ଷ କୁ ବହୁତ ଶୁଭ ବର୍ଷ କୁହ ଯାଇଛି ।

ପ୍ରାୟ ୧୭୧ ବର୍ଷ  ପରେ ହେବାକୁ ଯାଉଅଛି ଏମିତି ଏକ ସଂଯୋଗ ମହାଦେବ ଭୋଳାନାଥଙ୍କ ଆର୍ଶୀବାଦ ଏହି ଆଠ ଟି ରାଶିମାନଙ୍କ ଜୀବନକୁ କରିଥାଏ ସଂପୂର୍ଣ୍ଣ ପରିବର୍ତ୍ତନ ।   ପ୍ରଭୁ ଭୋଳାନାଥ କୃପା ଦୃଷ୍ଟି ରୁ ଏହି ମାସ ରେ ଆଠ ଟି  ରାଶିମାନଙ୍କ ର ଭାଗ୍ୟ ଖୋଲିବାକୁ ଯାଉଛି । ଏହି ରାଶି ର ବ୍ୟକ୍ତିମାନଙ୍କ ପାଇଁ ଅନେକ ନୂତନ ସୁଯୋଗ ପ୍ରାପ୍ତ କରିଥାନ୍ତି , ଧନ ପ୍ରାପ୍ତି ଯୋଗ ହେବାକୁ ଯାଉ ଅଛି ।

ଆପଣଙ୍କୁ ବୁଦ୍ଧିମତା କାରଣ ରୁ ଅଧିକ ରୁ ଅଧିକ ଧନ ଲାଭ କରିଥାନ୍ତି । ବ୍ୟବସାୟ , ବାଣିଜ୍ୟ , ଶିଳ୍ପ , ଘର ନିର୍ମାଣି କ୍ଷେତ୍ରରେ  ବାଲି  ଗୋଡି ଏବଂ ସିମେଣ୍ଟ ବ୍ୟାପାରୀମାନଙ୍କୁ ଖୁବ୍ ଲାଭବାନ ହୋଇଥାନ୍ତି , ଏହି ରାଶି ର ବ୍ୟକ୍ତିମାନଙ୍କ ଉପରେ ଭୋଳାନାଥଙ୍କ କୃପା କାରଣ ରୁ ଜୀବନରେ ଉନତି ପାଇଁ ନୂଆ ନୂଆ ସୁଯୋଗ ପାଇଥାନ୍ତି । ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଥିବା ବ୍ୟକ୍ତି ର ବାଣ ତାହାରି ଉପର କୁ ଫେରିଯାଇଥାଏ ।

ସମୟରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହୋଇଥାଏ , ମହିଳାମାନେ ସୁଖ ରେ ଜୀବନଯାପନ କରିବେ , ଛାତ୍ର ଛାତ୍ରୀମାନେ ଶିକ୍ଷା ରେ ଉନତ ସ୍ଥାନ ହାସଲ କରିଥାନ୍ତି । ଏହି ରାଶି ର ଲୋକମାନେ ଯେଉଁ ବି କର୍ମ କ୍ଷେତ୍ର ରେ ଥିଲେ ମଧ୍ୟ ସଫଳତା ପ୍ରାପ୍ତ କରିଥାନ୍ତି । ବନ୍ଧୁମାନଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବେ କିମ୍ବା କୋଣସି ବନ୍ଧୁଙ୍କ ଠାରୁ ଅତି ଶୀଘ୍ର ଶୁଭ ବାର୍ତ୍ତା ପ୍ରାପ୍ତି ହୋଇଥାନ୍ତି ।

ପାରିବାରିକ ସମସ୍ୟା ଦୂର ହେବା ସହ ନୂତନ ଯନ୍ତ୍ର କୁ କ୍ରୟ କରିବେ , ଆପଣ ମାନସିକ , ଓ ଭୌତିକ ସୁଖ ପ୍ରାପ୍ତ କରିଥାନ୍ତି । ଆପଣଙ୍କ ଅଧୁରା କାମ ପୁରା ହୋଇଥାଏ ସାମାଜିକ କ୍ଷେତ୍ର ରେ ନାମ ଅର୍ଜନ କରିଥାନ୍ତି । ଆପଣ ଧାର୍ମିକ କାର୍ଯ୍ୟ   ସର୍ବଦା ଆଗ୍ରହୀ ରହିବେ ଆପଣଙ୍କ ମନ ପବିତ୍ର ଶୁଦ୍ଧ ରହେ । ଏକ ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଅଛି , ତେଣୁ ଆସିଥିବା କୋଣସି ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ ।

ଏହି ମାସ ରେ ଆପଣଙ୍କ ଶାରୀରିକ ସ୍ଵାସ୍ଥ ମଧ୍ୟ ସୁଖ ସମବୃଦ୍ଧିରେ ରହୁ ଅଛି । ତେବେ ଆସନ୍ତୁ ଜାଣିବା ଏହି ଆଠ ଗୋଟି ରାଶିମାନଙ୍କ ବିଷୟ ରେ ମେଷ , ମକର , କର୍କଟ , ସିଂହ , ବିଛା , ବୃଷ , କନ୍ୟା ଓ କୁମ୍ଭ ଏହି ଆଠ ଟି ରାଶିମାନଙ୍କ ଜୀବନ ଭଗବାନ ଭୋଳାନାଥ ଙ୍କ ଦୟା ରୁ ଭାଗ୍ୟ ର ତାଲା ଫିଟିବାକୁ ଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button