ଭଗବାନ ଶିବଲିଙ୍ଗ ଉପରେ ଚଢା ଯାଇଥିବା ବେଲପତ୍ର ଖାଇଲେ କ’ ଣ ହୋଇଥାଏ ? ଜାଣନ୍ତୁ ଏହି ଜରୁରୀ ଆଧ୍ୟାତ୍ମିକ ସୂଚନା

ନମସ୍କାର ବନ୍ଧୁଗଣ, ଭଗବାନ ଶିବଙ୍କୁ ବେଲପତ୍ର ବହୁତ ପ୍ରିୟ ହୋଇଥାଏ । ତେଣୁ ତାଙ୍କୁ ସର୍ବଦା ବେଲପତ୍ର ହିଁ ଚଢାଯାଏ । ଆଉ ଆମେ ଯେତେବେଳେ ଶିବ ମନ୍ଦିର ଯାଉଥାଉ ଭଗବାନ ଉପରେ ବେଲପତ୍ର ଚଢାଇ ଥାଉ । ଏବଂ ଶିବ ଲିଙ୍ଗ ଉପରେ ଚଢା ଯାଇଥିବା ବେଲ ପତ୍ରକୁ ମଧ୍ୟ ଆମେ ପ୍ରସାଦ ଭାବରେ ଗ୍ରହଣ କରିଥାଉ । ତେବେ ଏହା ତ ବହୁ କାଳରୁ ଚାଲି ଆସୁଛି କିନ୍ତୁ କଣ ଆପଣ ଜାଣନ୍ତି ଶିବଲିଙ୍ଗ ଉପରେ ଚଢାଯାଇଥିବା ବେଲ ପତ୍ର ଖାଇବା ଦ୍ଵାରା କଣ ହୋଇଥାଏ ? ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।
ମହାଦେବଙ୍କ ଉପରେ ବେଲପତ୍ର ଚଢାଇବା ପରେ ଜଳ ଅର୍ପଣ କରିବା ଜରୁରୀ ହୋଇଥାଏ । ଏହାଦ୍ୱାରା ଭଗବାନଙ୍କୁ ଶୀତଳତା ମିଳିଥାଏ । ଏବଂ ତାଙ୍କ ଆଶୀର୍ବାଦ ମଧ୍ୟ ଆମକୁ ପ୍ରାପ୍ତ ହୋଇଥାଏ । ବେଲପତ୍ରକୁ ଭଗବାନ ଶିବଙ୍କ ପାଖରେ ଚଢାଇବା ଦ୍ଵାରା ତାହା କେବଳ ସାଧାରଣ ବେଲପତ୍ର ହୋଇ ରହିନଥାଏ ତାହା ଭଗବାନଙ୍କ ପ୍ରସାଦ ବନିଯାଏ ।
ଶିବଲିଙ୍ଗ ଉପରେ ଚଢା ଯାଇଥିବା ବେଲପତ୍ର ଆପଣ ପ୍ରତ୍ୟକଦିନ ଖାଇବା ଦ୍ଵାରା ଆପଣଙ୍କ ସମସ୍ତ ମନକାମନା ପୁରା ହୋଇଥାଏ । ବହୁତ ଲୋକଙ୍କ ଆଗରେ ଥିବା ଜଣେ ସଫଳ ମଣିଷକୁ ଦେଖିବା ପରେ ମନରେ ନିହାତି ଭାବରେ ଆସିଥାଏ କାଶ ମୁଁ ବି ସେମିତି ବଡଲୋକ ହୋଇଯାନ୍ତି ଆପଣଙ୍କ ମନରେ ଥିବା ଏହିଭଳି ଇଛା ଗୁଡିକ ମଧ୍ୟ ପୁରା ହୋଇଥାଏ ।
ଏହାଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ ଆପଣଙ୍କୁ କୌଣସି ପ୍ରକାର ସମସ୍ୟାର ଆଉ ସାମ୍ନା କରିବାକୁ ପଡିବ ନାହିଁ । ଯେଉଁ ବେଲପତ୍ର ଭଗବାନ ନୀଳକଣ୍ଠ ଶିବ ଶଙ୍କରର ବିଷ ପାନର କଷ୍ଟକୁ କମାଇଥିଲା ସେହି ବେଲ ପତ୍ରର ସେବନ ଯଦି ଆପଣ ସେବନ କରିବା ପାଇଁ ଲାଗିବେ ତେବେ ଭାବନ୍ତି ଆପଣଙ୍କ ଜୀବନ କେତେ ସୁଖମୟ ଏବଂ ସ୍ଵାସ୍ଥ୍ୟକର ରହିବ ଏହା ସହିତ ଆପଣଙ୍କୁ ଭଗବାନ ଶିବଙ୍କ କୃପା ମଧ୍ୟ ମିଳିବ ।
ତେଣୁ ଜୀବନରେ ସୁଖରେ ରହିବା ସହ ସମସ୍ୟାକୁ ଦୂରେଇବା ପାଇଁ ଚାହୁଁଥିଲେ ଶିବଲିଙ୍ଗ ଉପରେ ଚଢା ଯାଇଥିବା ବେଲପତ୍ର ନିହାତି ଭାବରେ ଖାଇବା ଉଚିତ ଏହା ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।