IBN ଓଡ଼ିଶା ବ୍ୟୁରୋ
ଆସନ୍ତା କାଲିଠାରୁ ଆହୁରି ତିନିଦିନ ପ୍ରବଳ ବର୍ଷିବ କାଳବୈଶାଖୀ ବର୍ଷା ,ଘଡ଼ଘଡ଼ି ଏବଂ ପବନ ଲାଗି ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା IMD

ଉତ୍ତର ପୂର୍ବ ବଙ୍ଗୋପସାଗରରେ ଚଳିତ ବର୍ଷର ପ୍ରଥମ ବାତ୍ୟା ଦାନା ବାନ୍ଧି ସାରିଛି ତାହା ଘନୀଭୂତ ଭୟଙ୍କର ରୂପ ନେବାର ସମ୍ଭାବନା ରହିଛି ସେଥିପାଇଁ ଓଡ଼ିଶାରେ ଗୋପାଳପୁର, ଧାମରା ଓ ପାରାଦ୍ୱୀପ ବନ୍ଦରରେ 3 ନମ୍ବର ବିପଦ ସଂକେତ ଦିଆଯାଇଛି ଭାରତୀୟ ପାଣିପାଗ ବିଭାଗ ବା IMD ଏନେଇ ବାତ୍ୟାର ଗତି ପଥ ରିପୋର୍ଟ ସାର୍ବଜନୀନ କରିଛି ।
IMD କହିଛି ଯେ, ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ସନ୍ଧ୍ୟା ସୁଦ୍ଧା ଖେପୁପାରା ଠାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସହ ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି ଅନ୍ୟ ପକ୍ଷରେ ଜଏଣ୍ଟ ଟାଇଫନ ୱାର୍ନିଙ୍ଗ ସେଣ୍ଟର
ବାତ୍ୟା ସମ୍ପଦ ରେ କହିଛି ଯେ ସକ୍ରିୟ ମୌସୁମୀ ଋତୁରେ ପ୍ରଥମ ଅବପାତ |ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ଏହାରି ପ୍ରବାହ ସ୍ୱରୂପ ଓଡ଼ିଶାର ଉପକୂଳ ବର୍ତ୍ତି ୬ ଟି ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ମଧ୍ୟ ଦେଖିବାକୁ ମିଳିବ