ଏହି ଜାଗାରେ ଫିଟିକିରି ରଖନ୍ତୁ ରାତା ରାତି ହୋଇଯିବେ ମାଲା ମାଲ- Vastu Tips

ନମସ୍କାର ବନ୍ଧୁଗଣ । ଯଦି ଆପଣଙ୍କର ଘରେ ବାସ୍ତୁ ଦୋଷ ଦେଖା ଯାଉଛି ତାହାଲେ ଆପଣ ଏହି ଜାଗାରେ ଫିଟିକିରି ରଖିଦିଅନ୍ତୁ ଦେଖିବେ ଆପଣଙ୍କର ଘରେ ବାସ୍ତୁ ଦୋଷ ଦୂର ହୋଇଯିବ। ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ଅଛି ତାହାକୁ ଆପଣ ଦୂର କରିବା ପାଇଁ 50 ଗ୍ରାମର ଫିଟିକିରି ଆଣି ତାହାକୁ ସମସ୍ତ ଘରର କୋଣରେ ତାହାର ଖଣ୍ଡକୁ ରଖିଦିଅନ୍ତୁ । ଦେଖିବେ ଆପଣଙ୍କର ବାସ୍ତୁ ଦୋଷ ଦୂର ହୋଇଯିବ ।
ଯଦି ଆପଣଙ୍କର ଅଫିସରେ କିଛି ବାସ୍ତୁ ଦୋଷ ଥିବ ତାହାଲେ ଆପଣ ଫିଟିକିରିର କିଛି ଖଣ୍ଡକୁ ନେଇ ଅଫିସର କୋଣରେ ରଖିଦିଅନ୍ତୁ ଦେଖିବେ ଆପଣଙ୍କର ସମସ୍ତ ସମସ୍ଯା ଦୂର ହୋଇଯିବ ।ଦେଖିବେ ଧନ ବୃଦ୍ଧି ହେବ । ଦୋକାନରେ ନିଜର ବେବସାୟ ବୃଦ୍ଧି ପାଇଁ ଲାଭ ବାନ ହେବା ପାଇଁ ଏକ କଳା କପଡାରେ କିଛି ଫିଟିକିରି ବାନ୍ଧି ଦୋକାନ ଆଗରେ ଥିବା କବାଟରେ ଝୁଲେଇଦିଅନ୍ତୁ ଦେଖିବେ ଦୋକାନରେ ବ୍ୟବସାୟ ବୃଦ୍ଧି ହେବ । ଅଧିକ ଲାଭବାନ ହେବେ । ଯଦି ଆପଣ ଖରାପ ସୋପ୍ନ ଦେଖୁଛନ୍ତି ତାହାଲେ ଆପଣ ଶୋଇବା ପୂର୍ବରୁ ଗୋଟେ କଳା କପଡାରେ ଫିଟିକିରି ବାନ୍ଧି ତକିଆ ତଳେ ରଖି ସୋଇବେ ଦେଖିବେ ଆଉ ଖରାପ ସ୍ଵପ୍ନ ଦେଖିବେ ନାହିଁ ।
ଶାନ୍ତିରେ ସୋଇବେ । ଯଦି ଆପଣଙ୍କ ଘରେ ଝଗଡା ହଉଛି ଘରେ ଅଶାନ୍ତି ଦେଖା ଦଉଛି ତାହାଲେ ରାତିରେ ଏକ ତମ୍ବା ଢାଳରେ ପାଣି ନେଇ ଘରର ଖଟତଳେ ରଖିଦିଅନ୍ତୁ ଓ ଫିଟିକିରି ଖଣ୍ଡେ ପକେଇ ଦିଅନ୍ତୁ ଏବଂ ତାହାପରଦିନ ସକାଳେ ସେହି ପାଣିକି ନେଇ ଭଗବାନଙ୍କ ନାମ ନେଇ ଅଶୋସ୍ତ ଗଛ ମୂଳରେ ଢାଳନ୍ତୁ ଏହିପରି ୨୧ ଦିନ ପର୍ଯ୍ୟନ୍ତ କରନ୍ତୁ ଏହା କରିବା ଦ୍ଵାରା ଘରେ ହଉଥିବା ଝଗଡା ଦୂର ହୋଇଯିବ । ଘରେ ଦେଖା ଦେଇଥିବା ଅଶାନ୍ତି ଦୂର ହୋଇଯିବ । ଘରେ ଶାନ୍ତି ଦେଖା ଦବ । ଧନ ବୃଦ୍ଧି ହେବ । ପରିବାରରେ ସୁଖ ଶାନ୍ତି ଦେଖା ଦେବ ।
ଯଦି ଘରେ ନକାରତ୍ମକ ଶକ୍ତି ପ୍ରବେଶ କରିଛି ତାହଲେ ସକାଳେ କିଛି ପାଣିରେ ଗୋଟାଲୁଣ , ଗୋ ମୁତ୍ର , ଆଉ କିଛି ଫିଟିକିରି ମିଶାଇ ଘର ପୋଛା କରନ୍ତୁ ଏହା କରିବା ଦ୍ଵାରା ଘରେ ଥିବା ନକାରତ୍ମକ ଶକ୍ତି ନଷ୍ଟ ହୋଇଯିବ । ସକାରତ୍ମକ ଶକ୍ତି ପ୍ରବେଶ ହବ । ତାହା ସହିତ ଆପଣଙ୍କର ଘରେ କାହାର ଯଦି କିଛି ଶାରୀରିକ ସମସ୍ଯା ଥିବ ତାହା ଦୂର ହୋଇଯିବ । ଯଦି ଘରର ସ୍ନାନଘରେ ଫିଟିକିରି କିମ୍ବା ଲୁଣର ଏକ ବୋତଲ ରଖିବେ ଦେଖିବେ ଏହା କରିବା ଦ୍ଵାରା ଘରେ ନକାରତ୍ମକ ଶକ୍ତି ନଷ୍ଟ ହୋଇଯିବ । ଘରେ ସୁଖ ଶାନ୍ତି ଦେଖା ଦବ । ତେଣୁ ବନ୍ଧୁଗଣ ଜାଣିଲେତ ଘରେ ଫିଟିକିରି ରଖିଲେ ଆମର କିପରି ଲାଭ ହୋଇଥାଏ ।