IBN ଓଡ଼ିଶା ବ୍ୟୁରୋ

ତୁଳସୀ ଗଛରେ ଝିଟିପିଟି ଦେଖିବା କେଉଁ ଲାଭ ପ୍ରାପ୍ତ ହୋଇଥାଏ ! ଏହା ସହ ଆହୁରି 20+ ଅନୁଚିନ୍ତା

ଜୀବନରେ ସବୁ କାର୍ଯ୍ୟରେ କିଛି ନା କିଛି ସମସ୍ଯା ଆସିଥାଏ । ସେହି ସମସ୍ୟାର କିଛି ସମୟ ପୂର୍ବରୁ ସଙ୍କେତ ମିଳିଯାଇଥାଏ । ଜୀବ ଜନ୍ତୁଙ୍କ ଠାରୁ ମଧ୍ୟ ଏହି ସଙ୍କେତ ମିଳିଥାଏ । ଜୀବନରେ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ମଧ୍ୟ ଏହି ଜୀବଜନ୍ତୁଙ୍କ ସଙ୍କେତ ଦ୍ଵାରା ହିଁ ଜାଣିହୁଏ । ଆଜି ଆସନ୍ତୁ ଜାଣିବା କିଛି ଏଭଳି ଅନୁଚିତ ବିଷୟରେ । ଯଦି ଘରୁ ବାହାରକୁ ଜୀବ ସମୟରେ ଯଦି ମୂଷା ଆପଣଙ୍କ ଆଗରେ ଚାଲିଯାଏ ଏହା ବହୁତ ଅଶୁଭ ହୋଇଥାଏ ।

କୌଣସି କାର୍ଯ୍ୟରେ ବାଧାବିଗ୍ନ ଆସିବାର ଏହା ସଙ୍କେତ ଦେଇଥାଏ । ଘରେ ଯଦି ମୂଷାଙ୍କ ସଂଖ୍ୟା ଅଧିକ ହୋଇଯାଇଥାଏ ଏହା ମଧ୍ୟ ବହୁତ ଅଶୁଭ ହୋଇଥାଏ । ଏହା ଦ୍ଵାରା ପରିବାର ଲୋକଙ୍କର ନକରାତ୍ମକ ଚିନ୍ତାଧାରା ବୃଦ୍ଧି ହେବ ସହିତ ବୁଢୀ ନଷ୍ଟ ହେବାର ମଧ୍ୟ ଏହା ମୁଖ୍ୟ କାରଣ ହୋଇଥାଏ । ରାତିରେ ଘରକୁ କଳା ମୂଷା ପଶିବା ମଧ୍ୟ ଅଶୁଭ ହୋଇଥାଏ । ଏହା ଦ୍ଵାରା କୌଣସି ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଥାଏ ଓ ଶତ୍ରୁ ବୃଦ୍ଧି ହେବାର ସଙ୍କେତ ପ୍ରଦାନ କରିଥାଏ ।

କୌଣସି କାର୍ଯ୍ୟରେ ଘର ବାହାରକୁ ଜୀବା ସମୟରେ ଝାଡୁ ମାରିବାର ଲୋକଙ୍କୁ ଦେଖନ୍ତି ଏହା ମଧ୍ୟ ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା କିଛି ଦିନ ମଧ୍ୟରେ ଧନବାନ ହେବାର ସଙ୍କେତ ଦେଇଥାଏ । ଯଦି ରାସ୍ତାରେ ଜୀବ ସମୟରେ କୌଣସି କୁକୁର ପାଟିରେ ରୁଟି ନେଇକି ଯିବାର ଦେଖନ୍ତି ଏହା ମଧ୍ୟ ବହୁତ ଶୁଭ ହୋଇଥାଏ । ଘର ଆଗରେ ସବୁଦିନ ପେଚ ରହିରିବାର ଦେଖିଲେ ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ହୋଇଥାଏ ।ସକାଳୁ ଉଠିବ ସମୟରେ ଶଙ୍ଖ ଧ୍ବୋନୀ ଶବ୍ଦ ଶୁଣିବାକୁ ମିଳେ ବହୁତ ଶୁଭ ହୋଇଥାଏ ।

ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ଚଢିଥିବାର ଦେଖିଲେ ଏହା ମଧ୍ୟ ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ଅପାର ଧନ ସମ୍ପତି ପ୍ରାପ୍ତ ହେବାର ସଙ୍କେତ ଅଟେ । ସକାଳୁ ଉଠି ଆଇନ ଦେଖିବା ମଧ୍ୟ ଅଶୁଭ ହୋଇଥାଏ । ସକାଳୁ ଉଠିବ ପରେ ନିଆଁ ,ହୋମ ,ଘାସ ,ଗୋବର , ସୁନା ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ସକାଳୁ ଉଠିବ ପରେ ଗାଈ ବା ସଧବା ନାରୀକୁ ଦେଖିବା ଶୁଭ ହୋଇଥାଏ ।ସକାଳୁ ଉଠିବା ପରେ ନିଜ ଦୁଇ ପାପୁଲି ଦେଖିବା ଉଚିତ ।

ନିଜ ନାକ ଯଦି ନିଜକୁ ଦେଖାନଯାଏ ଏହା ମଧ୍ୟ ଅଶୁଭ ହୋଇଥାଏ । ସୁନସାନ ରାସ୍ତାରେ ବା ଜଙ୍ଗଲରେ ପରିଶ୍ରା କରିବା ମଧ୍ୟ ଭଲ ହୋଇନଥାଏ । ଯଦି କୌନ ଆସି କୁକୁର ଘରର କାନ୍ଥକୁ ନଖରେ ଆମ୍ପୁଡେ ଏହା ମଧ୍ୟ ବହୁତ ଅଶୁଭ ହୋଇଥାଏ । କୁକୁର ଘର ଆଗରେ ଭୋକିବା ମଧ୍ୟ ଅଶୁଭ ହୋଇଥାଏ ।ଏହା ଦ୍ଵାରା ଧନହାନି ହେବାର ସଙ୍କେତ ଅଟେ । କୌଣସି ବିଲେଇ ଛୁଆ ଜନ୍ମ କରୁଥିବା ସମୟରେ ତାର ଫୁଲକୁ ଲାଲ କପଡାରେ ବାନ୍ଧି ହାତରେ ବାନ୍ଧିବା ଦ୍ଵାରା କାଳସର୍ପ ଡୋସା ଦୂର ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button