IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମନ୍ଦାର ଫୁଲ 24 ଘଣ୍ଟାରେ ବଦଳାଇଦେବ ଆପଣଙ୍କ ଭାଗ୍ୟ ! ଧନକୁ ଚୁମ୍ବକ ପରି ଟାଣିଥାଏ ଏହି ଫୁଲ

ବିଶାଳକାୟ ପୃଥିବୀରେ ଅନେକ ପ୍ରକାରର ଗଛ ରହିଛି । ସବୁ ଗଛର କିଛି ନା କିଛି ଗୁଣ ରହିଥାଏ । ଫୁଲ ଗଛ ହେଉ ବା ଫଳ ଗଛ । ସବୁ ଗଛରେ ଉପକାରିତା ମଧ୍ୟ ରହିଥାଏ । ଫୁଲ ଗଛ ତାର ସୌନ୍ଦର୍ଜ୍ୟ ବଢାଇବା ସହ ଫୁଲକୁ ଆପେ ପୂଜା କରିବା ସମୟରେ ମଧ୍ୟ ବ୍ୟବହାର କରିଥାଉ  । ସବୁ ଫୁଲ କିଛି ଦେବା ଦେବୀଙ୍କୁ ମଧ୍ୟ ସମର୍ପିତ ଅଟେ । ଆଜି ଆସନ୍ତୁ ଜାଣିବା ମନ୍ଦାର ଫୁଲ ଦ୍ଵାରା କିପରି ଆମ ଭାଗ୍ୟ ବଦଳିଯାଉଛି ।ମନ୍ଦାର ଗଛ ଘରେ ଲଗାଇବା ଦ୍ଵାରା ବହୁତ ଶୁଭ ହୋଇଥାଏ ।

ଯେଉଁ ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଦେବ ଦୁର୍ବଳ ଥାନ୍ତି ବା ସୂର୍ଯ୍ୟ ଦେବଙ୍କ ପ୍ରଭାବ ଭଲ ରହୁନାହିଁ । ତ ଘରେ ମନ୍ଦାର ଗଛ ଲଗାଇବା ବହୁତ ଭଲ ହୋଇଥାଏ । ଏହି ମନ୍ଦାର ଗଛରେ କିଛି ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି । ଯଦି ଆପଣଙ୍କ ପେଟ ବଥା ହେଉଥିଲେ ଏହି ମନ୍ଦାର ଗଛର ପାତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ଵାରା ପେଟ ବଥା ଦୂର ହୋଇଯାଇଥାଏ । ଧାର୍ମିକ ଅନୁସାରେ ମା ଲକ୍ଷ୍ମୀ ,ମା ଦୁର୍ଗ ଓ ମା ମଙ୍ଗଳା ଙ୍କୁ ଏହି ନାଲି ମନ୍ଦାର ବହୁତ ପ୍ରିୟ ହୋଇଥାଏ ।

ଯଦି ଆପଣଙ୍କୁ ମଙ୍ଗଳ ଦୋଷ ରହିଛି ତ ପ୍ରତେକ ଦିନ ଗୋଟିଏ ମନ୍ଦାର ଫୁଲ ଆଣି ହନୁମାନଙ୍କୁ ସମର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଲାଗିଥିବା ସବୁ ମଙ୍ଗଳ ଦୋଷ ଦୂର ହେବ । ଏହା ସହିତ ବିବାହରେ ବିଳମ୍ବ ହେଉଥଲେ ଏହା କରିବା ଦ୍ଵାରା ବିବାହ ବହୁତ ଶୀଘ୍ର ହୋଇଯିବ । ଦାଂପତ୍ଯ ଜୀବନରେ ସୁଖ ଶାନ୍ତି ଆସିବ । କୌଣସି ରୋଗରେ ପୀଡିତ ଥିଲେ ତାହା ମଧ୍ୟ ଦୂର ହେବ । ଆପଣଙ୍କ ମଙ୍ଗଳ ଦୋଷକୁ ଦୂର କରିବା ପାଇଁ ଘରେ ମନ୍ଦାର ଗଛ ଲଗାଇବା ବହୁତ ଜରୁରୀ । ଏବଂ ପ୍ରତିଦିନ ହନୁମାନଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଉଚିତ ।

ଏହି ଉପାୟ ପ୍ରାୟ ୩ ମାସ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ମଙ୍ଗଳ ଦୋଷ ଦୂର ହୋଇଯିବ । ମଙ୍ଗଳ ଦୋଷ ଲାଗିଥିବା ବ୍ୟକ୍ତିଙ୍କୁ କେବେବି ଆଧ୍ୟାତ୍ମିକ ଉନ୍ନତି ହୋଇନଥାଏ । ଯେଉଁ ମହିଳାଙ୍କୁ ମଙ୍ଗଳ ଦୋଷ ଲାଗିଥାଏ ବୈବାହିକ ଜୀବନରେ ବହୁତ ସମସ୍ଯା ଦେଖାଦେଇଥାଏ । ଯଦି କୌଣସି ବ୍ୟକ୍ତିଙ୍କର ଶନି ଦୋଷ ଲାଗିଥାଏ ତ ପାଞ୍ଚଟି ମନ୍ଦାର ଫୁଲକୁ ପ୍ରଭୁ ଶ୍ରୀରାମଙ୍କୁ ଧ୍ୟାନ କରି ହନୁମାନଙ୍କୁ ଅର୍ପଣ କରିଥାନ୍ତି ଯାହାବି ଶନିଙ୍କର ପୀଡା ରହିଛି ସବୁ ଦୂର ହୋଇଯିବ ।

ସବୁ ମନସ୍କାମନା ପୂର୍ଣା କରିବା ପାଇଁ ମା ଲକ୍ଷ୍ମୀଙ୍କୁ ୨୧ଟି ଫୁଲରେ ହାର କରି ଅର୍ପଣ କରନ୍ତୁ । ଏହା ଦ୍ଵାରା ସବୁ ମନସ୍କମାନ ପୂର୍ଣ ହୋଇଯିବ । ଯଦି ପରିବାରରେ କୌଣସି ବ୍ୟକ୍ତି ଅସୁସ୍ଥ ଅଛନ୍ତି ତାହେଲେ କିଛି କ୍ଷୀର ଆଣି ସେହି ବ୍ୟକ୍ତିଙ୍କ ଚାରିପାଖରେ ସାତଥର ବୁଲାଇ ମନ୍ଦାର ଗଛ ମୂଳରେ ଢାଲିଦିଅନ୍ତୁ । ଏହା ଦ୍ଵାରା ସବୁ ରୋଗରୁ ମୁକ୍ତ ହୋଇଯିବେ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ହଲ ଲାଗିଥାଏ । ଏହି ପେକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button