IBN ଓଡ଼ିଶା ବ୍ୟୁରୋ

କିଏ ଚାଲିଥାଏ ଥକି ପଡିଲେ ତାର ବେକ କଟା ହୁଏ ? ଏହା ସହ ଆହୁରି 10+ GK Quiz

ଆଜିକାଲି ଦୁନୂଆରେ ଶିକ୍ଷାର ଚାହିଦା ବହୁତ ଆଗକୁ ଗଲାଣି । ଯଦି ଆପଣ ଶିକ୍ଷାରେ କେଏଚଟିରରେ କମ ତ କୌଣସି ନା କୌଣସି କ୍ଷେତ୍ରରେ ହାରିଯିବେ । ଯଦି ଆପଣ ଶିକ୍ଷା କ୍ଷେତ୍ରରେ ପାରଙ୍ଗମ ତ କୌଣସି କ୍ଷେତ୍ରରେ ହାରିବେ ନହିଁ । ତେଣୁ ଆଜିକାଲି ଦୁନିଆରେ ଅଧିକ ଶିକ୍ଷା ହାସଲ କରିବା ହି ବୁଦ୍ଧିମାନର କାମ । ତ ଆସନ୍ତୁ ଜାଣିବା ଅନୁଚିନ୍ତା ବିଷୟରେ ।  ୧. ତାଜମହଲ କିଏ କେଉଁଠାରେ ନିର୍ମାଣ କରିଥିଲେ ? ଉତ୍ତର. ତାଜମହଲ ଆଗ୍ରାଠାରେ ଓ ଶାହାଜାହାନ ତିଆରି କରିଥିଲେ ।

୨. ଚାଣକ୍ୟଙ୍କୁ କୌଟିଲ୍ୟ କାହିଁକି କୁହନ୍ତି ? ଉତ୍ତର. ରାଜନୈତିକ କୂଟନୀତିରେ ପୂରଣ ହୋଇଥିବାରୁ ଚାଣକ୍ୟଙ୍କୁ କୌଟିଲ୍ୟ କୁହନ୍ତି ।  ୩. ଚାଣକ୍ୟ କେଉଁ ଶାସ୍ତ୍ର ରଚନା କରିଥିଲେ ଓ ତାଙ୍କର ପ୍ରକୃତ ନାମ କଣ ? ଉତ୍ତର. ଚାଣକ୍ୟ ଅର୍ଥଶସ୍ତ୍ର ରଚନା କରିଥିଲେ ଓ ତାଙ୍କ ପ୍ରକୃତ ନାମ ବିଷ୍ନୁଗୁପ୍ତ ଥିଲା ।  ୪. ପ୍ରଥମ ରେଳପଥ ଭାରତରେ କେବେ କେଉଁଠାରେ ସ୍ଥାପିତ ହୋଇଥିଲା ? ଉତ୍ତର. ପ୍ରଥମେ ୧୮୫୯ ମସିହାରେ ସ୍ଥାପିତ ହୋଇଥିଲା ଓ ବମ୍ବେ – ଥାନେ ମଧ୍ୟରେ ସ୍ଥାପିତ ହୋଇଥିଲା ।  ୫.ପୃଥିବୀର ବୃହତ୍ତମ ମହାଦେଶ କିଏ ? ଉତ୍ତର. ଏସିଆ

୬. ପୃଥିବୀର ବୃହତ୍ତମ ମହାସାଗର କିଏ ? ଉତ୍ତର . ବୃହତ୍ତମ ମହାସାଗର ହେଉଛି ପ୍ରଶାନ୍ତ ମହାସାଗର ।  ୭. ପୃଥିବୀର ବୃହତ୍ତମ ଦ୍ଵୀପ କିଏ ? ଉତ୍ତର. ବୃହତ୍ତମ ଦ୍ଵୀପ ହେଉଛି ଗ୍ରୀନଲାଣ୍ଡ  ୮. ମହାଭାରତ ଯୁଦ୍ଧରେ କେଉଁ କନିଷ୍ଠତମ ଯୋଦ୍ଧାଙ୍କୁ ରଣାଙ୍ଗନରେ ବଦ୍ଧ କରାଯାଇଥିଲା ?  ଉତ୍ତର. ବୀର ଅଭିମନ୍ୟୁ ଓ ତାଙ୍କ ବୟସ ଥିଲା ୧୨ ବର୍ଷ ।  ୯. ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ? ଉତ୍ତର. ମହିଳା ପ୍ରଧାନମନ୍ତ୍ରୀ ହେଉଛନ୍ତି ଇନ୍ଦିରାଗାନ୍ଧି ।  ୧୦. ମହାରାଣୀ ଭିକ୍ଟୋରିଆ କିଏ ? ଉତ୍ତର. ବ୍ରିଟେନର ର ରାଣୀ ଥିଲେ ଓ ସେ ୬୦ ବର୍ଷ କାଳ ଶାସନ କରିଥିଲେ ।

୧୧. ପ୍ରଥମ ମହିଳା ବିଶ୍ଵ ସୁନ୍ଦରୀ କିଏ ? ଉତ୍ତର. ମହିଳା ବିଶ୍ଵ ସୁନ୍ଦରୀ ହେଉଛନ୍ତି କି କି ହାକୋନ ।  ୧୨. କିଏ ଚାଲିଥାଏ ଥକିପଡିଲେ ବେକ କଟା ହୁଏ ? ଉତ୍ତର.  ସେ ହେଉଛି ପେନ୍ସିଲ ।  ୧୩. ଓଡିଶାରେ ସବୁଠାରୁ ବଡ ଗ୍ରାମ କିଏ ?  ଉତ୍ତର. ସବୁଠାରୁ ବଡ ଗ୍ରାମ ହେଉଛି ଭୁବନ (ଢେଙ୍କାନାଳ ) ୧୪. ଓଡିଶାରେ ସମୁଦାୟ ଗ୍ରାମ ସଂଖ୍ୟା କେତେ ? ଉତ୍ତର. ସମୁଦାୟ ଗ୍ରାମ ସଂଖ୍ୟା ୫୦୮୮୭ ଟି ଅଛି ।  ୧୫. ଓଡିଶାରେ ଗ୍ରାମାଞ୍ଚଳରେ କେତେ ଲୋକ ବାସ କରନ୍ତି ? ଉତ୍ତର. ଶତକଡା ୮୭ ଭାଗ ।

୧୬. କେଉଁ ମସିହାଠାରୁ ଓଡିଶାରେ ୩୦ଟି ଜିଲ୍ଲା ସୃଷ୍ଟି ହେଲା ?  ଉତ୍ତର. ୧୯୯୩ ମସିହାଠାରୁ ୧୭. ଆମ ଓଡିଶାରେ କେତେ ଲୋକ ଶିକ୍ଷିତ ? ଉତ୍ତର. ଶତକଡା ୭୫ % ୧୮. ଓଡିଶାରେ ସମୁଦାୟ କେତୋଟି ତହସିଲ ଓ ବ୍ଲକ ଅଛି ? ଉତ୍ତର. ୩୧୭ଟି ତହସିଲ ଓ ୩୧୪ଟି ବ୍ଲକ ରହିଛି ।  ୧୯. ବର୍ତମାନ ଓଡିଶାରେ ଲୋକ ସଂଖ୍ୟା କେତେ ? ଉତ୍ତର. ୪୧,୯୭୪,୨୧୮ ପ୍ରତିଶତ ।  ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ତ ଏହି ପେଜକୁ ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button