IBN ଓଡ଼ିଶା ବ୍ୟୁରୋ

ମହିଳା ମାନେ ଏହି ପ୍ରକାରର ଗହଣା ପିନ୍ଧିବା ଉଚିତ ନୁହେଁ। ନଚେତ ତାଙ୍କ ସ୍ଵାମୀଙ୍କର ମୃତ୍ୟୁ ସୁନିଶ୍ଚିତ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ମହିଳା ମାନଙ୍କର କିଛି ଖାସ ରହସ୍ୟ ବିଷୟରେ କହିବାକୁ ଯାଉଛୁ। କୁହାଯାଉଛି, ବିବାହ ପରେ ପତ୍ନୀଙ୍କ ଭାଗ୍ୟର ପ୍ରଭାବ ତାଙ୍କ ପତିଙ୍କ ଉପରେ ପଡ଼ିଥାଏ। ଏହାର ପରିଣାମ ସ୍ବରୂପ କିଛି ଲୋକଙ୍କର ବିବାହ ପରେ ଜୀବନ ସୁଧୁରି ଯାଇ ଥାଏ ଆଉକିଛି ଲୋକଙ୍କର ବର୍ବାଦ ହୋଇ ଯାଇଥାଏ। ଏହାର ମୁଖ୍ୟତଃ କାରଣ ହେଉଛି ପତ୍ନୀ ମାନଙ୍କ ଦ୍ଵାରା କରାଯାଉଥିବା କିଛି ଭୁଲ।

ପ୍ରାୟତଃ ଅଧିକାଂଶ ପତ୍ନୀ ମାନେ ବିବାହ ପରେ ତାଙ୍କ ସ୍ଵାମୀଙ୍କର ଭାଗ୍ୟ ଖରାପ ରହିଥିବା ସମୟରେ ୫ ଗୋଟି ଭୁଲ କରିଥାନ୍ତି। ପତ୍ନୀ ମାନଙ୍କର ଏହି ଖରାପ ଅଭ୍ୟାସ ତାଙ୍କୁ ସନ୍ତାନହୀନ ମଧ୍ୟ କରି ଦେଇଥାଏ। ବିବାହ ପରେ ପ୍ରତ୍ୟେକ ସ୍ତ୍ରୀ ମାନଙ୍କୁ ମର୍ଯ୍ୟଦାରେ ରହିବାକୁ ପଡିଥାଏ। ମହିଳା ମାନଙ୍କର ପ୍ରଥମ ଭୁଲ ହେଉଛି ବିବାହ ପରେ ସେମାନେ ଅନ୍ୟ ପୁରୁଷଙ୍କ ସହିତ ଆଖିରେ ଆଖି ମିଶାଇ କଥା ହେବା। ଏଭଳି ହେବା ଦ୍ଵାରା ପରିବାର ନଷ୍ଟ ହେବା ଆରମ୍ଭ ହୋଇ ଯାଇଥାଏ।

ଦ୍ଵିତୀୟରେ ହେଉଛି, ଶାସ୍ତ୍ରରେ ଠାକୁର ଘରକୁ ସଫାସୁତୁରା ରଖିବାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଯଦି ମହିଳା ମାନେ ସକାଳୁ ଉଠି ସ୍ନାନ କରି ପୂଜା କାର୍ଯ୍ୟ ସମାପନ ନ କରନ୍ତି ଅଥବା ଠାକୁର ଘରକୁ ମଇଳା ଓ ଅପରିଷ୍କାର ରଖନ୍ତି, ତାହେଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ସେହି ଘରୁ ପଳାଇ ଥାଆନ୍ତି। ଏହାସହିତ ସେହି ଘରେ ନକାରାତ୍ମକ ଶକ୍ତି ଓ ଦାରିଦ୍ର୍ୟତା ବାସ କରିଥାଏ।

ତୃତୀୟରେ ହେଉଛି, ଯଦି କୌଣସି ମହିଳା ଗୁରୁବାର ଦିନ ମୁଣ୍ଡ ଧୋଇବା, ନଖ କାଟିବା ଆଦି କାର୍ଯ୍ୟ କରିଥାଏ, ତାଙ୍କ କୁଣ୍ଡଳୀରେ ବୃହସ୍ପତି ଅଶୁଭ ସ୍ଥିତିରେ ରହିଥାନ୍ତି ଏବଂ ତାଙ୍କ ସ୍ଵାମୀଙ୍କର ବର୍ବାଦି ଆରମ୍ଭ ହୋଇ ଯାଇଥାଏ। ଏହାସହିତ ପରିବାର ନଷ୍ଟ ହେବା ଆରମ୍ଭ ହୋଇ ଯାଇଥାଏ। ଏହି ସଂକେତ ଗୁଡ଼ିକ ଆପଣଙ୍କୁ ସୂଚାଇ ଥାଏ କି, ଆପଣଙ୍କ ପରିବାର ଲୋକେ କେଉଁ ସଂକଟରେ ରହିଛନ୍ତି।

ପ୍ରତ୍ୟେକ ବିବାହିତ ସ୍ତ୍ରୀ ଏହି ତିନୋଟି ଜିନିଷ କଦାପି ପିନ୍ଧିବା ଉଚିତ ନୁହେଁ। ନଚେତ ଆପଣଙ୍କ ସ୍ବାମୀଙ୍କ ଜୀବନ ଉପରେ ସଙ୍କଟ ମାଡି ଆସି ପାରେ। ଆଜିର ଆଧୁନିକ ଯୁଗରେ ମହିଳା ମାନେ କୌଣସି ପରମ୍ପରାକୁ ପାଳନ କରୁ ନାହାନ୍ତି। ତେଣୁ ଆସନ୍ତୁ ଜାଣିବା। ବିବାହିତା ନାରୀ ମାନଙ୍କୁ କେଉଁ ବସ୍ତୁ ପରିଧାନ କରିବା ଉଚିତ ନୁହେଁ। ମହିଳା ମାନଙ୍କୁ ଧଳା ରଙ୍ଗର ବସ୍ତ୍ର କଦଳୀ ପିନ୍ଧିବା ଉଚିତ ନୁହେଁ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହା ବିଧବା ମହିଳାଙ୍କ ଚିହ୍ନ ଅଟେ। ଏହା ବିବାହିତ ଲୋକଙ୍କ ପାଇଁ ଅତ୍ୟନ୍ତ ଅଶୁଭ ଅଟେ।

ବିବାହିତ ମହିଳା ମାନଙ୍କୁ ଷୋହଳ ଶୃଙ୍ଗାର ପିନ୍ଧିବା ପାଇଁ ଶାସ୍ତ୍ରରେ ଉଲ୍ଲେଖ ରହିଛି। କେବେବି ପାଦରେ ସୁନା ପାଉଁଜି ପିନ୍ଧିବା ଉଚିତ ନୁହେଁ। ପାଦରେ ରୂପା ଓ ଗଳାରେ ସୁନା ଧାତୁର ଗହଣା ପିନ୍ଧିବା ଉଚିତ। ଏହାସହିତ ବିବାହିତ ମହିଳା ମାନେ କେବେବି ଅନ୍ୟ ମାନଙ୍କର ଗହଣା ପରିଧାନ କରିବା ଉଚିତ ନୁହେଁ।

ଆଜିର ଆଧୁନିକ ଯୁଗରେ ବିବାହିତ ମହିଳା ମାନେ ଗଳାରେ ମଙ୍ଗଳସୂତ୍ର ଓ ମଥାରେ ସିନ୍ଧୁର ପିନ୍ଧିବା ପାଇଁ ପସନ୍ଦ କରୁ ନାହାନ୍ତି। କିନ୍ତୁ ଏହା ତାଙ୍କ ସ୍ବାମୀଙ୍କ ଜୀବନ ସଙ୍କଟରେ ପକାଇ ଦେଇଥାଏ। ପ୍ରତ୍ୟେକ ହିନ୍ଦୁ ନାରୀ ସିନ୍ଦୂର ଓ ମଙ୍ଗଳସୂତ୍ର ପିନ୍ଧିବା ଉଚିତ ଏବଂ ନିଜ ମଙ୍ଗଳସୂତ୍ର ଓ ସିନ୍ଦୂରକୁ ଅନ୍ୟମାନଙ୍କୁ ଦାନ କରିବା ଉଚିତ ନୁହେଁ, ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button