IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପିରିୟଡ୍ସ ସମୟରେ ସେକ୍ସ କେତେ ହାନିକାରକ

ପିରିୟଡ୍ସ ସମୟରେ ମହିଳାମାନଙ୍କ ଠାରେ ପେଟ କାଟିବା, ବାନ୍ତି ଲାଗିବା ଭଳି ବିଭିନ୍ନ ସମସ୍ୟ ଦେଖାଦେଇଥାଏ। ଏହାସତ୍ତ୍ୱ ଅଧିକାଂଶ ମହିଳାଙ୍କର ଧାରଣା ରହିଛି ଏହି ସମୟରେ ସେକ୍ସ କରିବା ସୁରକ୍ଷିତ। ହେଲେ ପିରିୟଡ୍ସ ସମୟରେ ସେକ୍ସ ଶରୀର ପ୍ରତି ହାନିକାରକ ବୋଲି ଜଣାପଡିଛି।

ପିରିୟଡ୍ସ ସମୟରେ ସେକ୍ସ କଲେ ଗର୍ଭଧାରଣର ଅସମ୍ଭାବନା ନ ଥାଏ ବୋଲି ଅଧିକାଂଶ ମହିଳା ଭାବିଥାନ୍ତି। ହେଲେ ଏହା ଠିକ୍‌ ନୁହେଁ। ଏହି ସମୟରେ ଗର୍ଭାଶୟ ଖୋଲା ରହୁଥିବାରୁ ଗର୍ଭ ରହିବାର ଅଧିକ ସମ୍ଭାବନା ଥାଏ।

ପିରିୟଡ୍ସ ସମୟରେ ସେକ୍ସ କରିବାକୁ ମହିଳାମାନଙ୍କର ଅଧିକ ଇଚ୍ଛା ହୋଇଥାଏ। ତେଣୁ ବିଶେଷ ସାବଧାନତା ଦରକାରା। ଯଦି ଏହି ସମୟରେ ସେକ୍ସ କରୁଥାନ୍ତି ତେବେ ବିଭିନ୍ନ ପ୍ରକାର ପ୍ରିକସନ ବ୍ୟବହାର ନିତ୍ୟାନ୍ତ ଆବଶ୍ୟକ।

ପିରିୟଡ୍ସ ସମୟରେ ସେକ୍ସ ଦ୍ୱାରା ମହିଳାଙ୍କ ଉପରେ ପ୍ରଭାବ ପକାଇ ଥାଏ। ଏହି ସମୟରେ ସେକ୍ସ କଲେ ପେଟ କାଟିବା, ବାନ୍ତି ଲାଗିବା ଭଳି ସମସ୍ୟା ଅଧିକ ଦିନ ଯାଏଁ ରହିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button