IBN ଓଡ଼ିଶା ବ୍ୟୁରୋ

ମାଁ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବା ପାଇଁ ଚାହାଁନ୍ତି ତ- ତେବେ ସନ୍ଧ୍ୟା ହେଉ ହେଉ କରନ୍ତୁ ଏହି ୨ଟି କାମ

ଆମେ ସମସ୍ତେ ଏହି କଥା ଜାଣିଛୁ ଯେ ହିନ୍ଦୁ ଧର୍ମ ରେ ଭଗବାନ ସୂର୍ଯ୍ୟଙ୍କୁ ବହୁତ ମହତ୍ଵ ଦିଆ ଯାଇ ଥାଏ, ସେଥିପାଇଁ ପୁରା ଦିନ ରେ ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟ ଅସ୍ତ ସମୟ ଦିନମାନ ରେ ସବୁ ଠାରୁ ମହତ୍ଵପୂର୍ଣ ବୋଲି କୁହା ଯାଇ ଥାଏ । ପ୍ରାୟତଃ ଆପଣ ଦେଖି ଥିବେ ଯେ ସୂର୍ଯ୍ୟ ଅସ୍ତ ବେଳେ ତାଙ୍କ ଆକାର ବଢି ଯାଇ ଥାଏ, କିନ୍ତୁ କଣ ଆପଣ କେବେ ଏହା ଭାବି ଛନ୍ତି ଯେ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତ ବେଳେ ସୂର୍ଯ୍ୟଙ୍କ ଆକାର କଣ ପାଇଁ ବଢି ଯାଇ ଥାଏ ।

ଏହା ଏଥିପାଇଁ କାହିଁକିନା ସେହି ସମୟରେ ସୂର୍ଯ୍ୟ କିରଣ କମ ହୋଇ ଯାଏ ଏବଂ ଆମେ ସୂର୍ଯ୍ୟଙ୍କୁ ପୂର୍ଣ ରୂପରେ ଦେଖି ପାରୁ ।

କୁହା ଯାଇଛି ଯେ ସୂର୍ଯ୍ୟଉଦୟ ଏବଂ ସୂର୍ଯ୍ୟଅସ୍ତ ଏହି ଦୁଇ କାଳ କୁ ସନ୍ଧି କାଳ ବୋଲି କୁହା ଯାଇଛି । ଶାସ୍ତ୍ର ଅନୁଯାଇ ଯଦି ଆପଣ ଏହି ସମୟ ରେ ବିଶ୍ରାମ କରୁଛନ୍ତି ବା ସୋଇଛନ୍ତି ତେବେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇ ଥାଏ ଏବଂ ଏହା ସହ ଆପଣଙ୍କ ଧନ ହାନି ମଧ୍ୟ ହୋଇ ଥାଏ । କିନ୍ତୁ ଯଦି ଆପଣ ମାଁ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବାକୁ ଚାହନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ ।

ଯାହାକୁ ଆପଣଙ୍କୁ ସନ୍ଧିକାଳ ରେ କରିବା ଉଚିତ ଅଟେ, ଯାହା ଦ୍ଵାରା ମାଁ ଲକ୍ଷ୍ମୀ ପ୍ରଶନ ହୋଇ ଥାନ୍ତି । ସନ୍ଧ୍ୟା ହେଲେ ଏହି କାମ କଲେ ଆପଣଙ୍କୁ ଧନ ଲାଭ ହୋଇ ଥାଏ କିନ୍ତୁ ଏହା କେବଳ ଧନ ଲାଭ ପାଇଁ ନୁହ ନିଜ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ମଧ୍ୟ କରା ଯାଏ । ଶାସ୍ତ୍ର ଅନୁଯାଇ ତୁଳସୀ ଗଛକୁ ବହୁତ ପବିତ୍ର ବୋଲି କୁହା ଯାଇ ଥାଏ ସେଥିପାଇଁ କୁହା ଯାଇଛି ଯାଉଥି ତୁଲସୀ ପୂଜା ହୋଇ ଥାଏ ଶେଠୀ ମାଁ ଲକ୍ଷ୍ମୀ ନିଜ କୃପା କରି ଥାନ୍ତି ।

ସେଥିପାଇଁ ସକାଳେ ସନ୍ଧ୍ୟାରେ ତୁଳସୀ ପୂଜା ଅବଶ୍ୟ କରନ୍ତୁ । ତୁଳସୀ ଗଛକୁ ସନ୍ଧ୍ୟାରେ ଛୁଇଁବା ଉଚିତ ନୁହେଁ ବୋଲି କୁହା ଯାଇଛି କାହିଁକିନା ଏହା କଲେ ମାଁ ଲକ୍ଷ୍ମୀ କ୍ରୋଧିତ ହୋଇ ଥାନ୍ତି । ପ୍ରତି ସନ୍ଧ୍ୟା ତୁଳସୀ ଗଛ ବା ଚଉରା ରେ ଦୀପ ଜାଲିଲେ ମାଁ ଲକ୍ଷ୍ମୀ ପ୍ରଶନ ହୋଇ ଥାନ୍ତି ଓ ମନଇଛା ଫଳ ଦେଇ ଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button