IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଯଦି ଆପଣଙ୍କ ଆଖି ବି ରାତ୍ର ୩ରେ ଖୋଲିଥାଏ, ତେବେ ହୋଇଯାନ୍ତୁ ସତର୍କ ! ଏହି ସମୟ ଅଟେ ଅଶୁଭ… ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଯଦି ଆପଣଙ୍କ ଆଖି ରାତି ୧ରୁ ୩ ଟା ମଧ୍ୟରେ ଖୋଇଥାଏ ତାହାଲେ ଏହି କଥା ଜାଣିଲେ ନିଶ୍ଚିତ ଭାବରେ ଭୟଭୀତ ହୋଇଯିବେ। ଆସନ୍ତୁ ଜାଣିବା ଭୟବିତ କେଉଁ କାରଣରୁ ହୋଇଥାନ୍ତି । ପୃଥିବୀ ପୃଷ୍ଠରେ ବହୁତ ରହସ୍ୟ ମୟ କାର୍ଯ୍ୟ ହୋଇଥାଏ । ସେଥିମଧ୍ୟରୁ ରାତି ୧ରୁ ରାତି ୩ଟା ପର୍ଯ୍ଯନ୍ତ ସମୟ କଣ ପାଇଁ ଅଶୁଭ ହୋଇଥାଏ । ଏହି ସମୟରେ ଯଦି ନିଦ ଭାଙ୍ଗି ଜାୟ ନକରାତ୍ମକ ଶକ୍ତି ପ୍ରବେଶ ହୁଏ ।

ଆପଣଙ୍କୁ ଆଜି ଜଣେଇବୁ ଯଦି ରାତି ୧ରୁ ୩ ଟା ଭିତରେ ଯଦି ଆପଣଙ୍କର ନିଦ ଭାଙ୍ଗି ଯାଇଥାଏ ତାହାଲେ ମନ ଭିତରେ କିଛି ଭୟଙ୍କର କଥା ଜାଗ୍ରତ ହୋଇଥାଏ । ଶରୀରରେ ଚାଲୁଥିବା ସକାରାତ୍ମକ ପ୍ରଭାବରେ ବାଧା ସୃଷ୍ଟି ହୋଇଥାଏ ।  ରାତି ୧ରୁ ୩ ଟା ପର୍ଯ୍ଯନ୍ତ ସମୟକୁ କଣ ପାଇଁ ଆମେ ଅଶୁଭ କହିଥାଉ ଓ ଏହି ସମୟରେ କଣ ହୋଇଥାଏ ଆସନ୍ତୁ ଜାଣିବା । ରାତ୍ରିର ମଧ୍ୟାନ ସମୟରେ କୌଣସି ଦେବୀ ,ଦେବତାଙ୍କର ପୂଜା କରାଜାୟ ନାହିଁ। କୌଣସି ମନ୍ଦିର ଖୋଲିନଥାଏ ଏବଂ ସୂର୍ଯ୍ୟ ଉଦୟ ହୋଇନଥାନ୍ତି ।

ତେଣୁ ଏହି ସମୟରେ ନକାରତ୍ମକ ଶକ୍ତି ବଢି ଥାଏ । ଏହି ସମୟରେ ନକାରତ୍ମକ ଶକ୍ତି ୧୦୦ ଗୁଣ ଶକ୍ତି ଶାଳି ହୋଇଯାଇଥାଏ । ଏହି ସମୟରେ ସିଦ୍ଧିକି ପ୍ରାପ୍ତ କରିବା ପାଇଁ ତାନ୍ତ୍ରିକ ବିଭିନ୍ନ ପ୍ରକାର ସାଧନା କରିଥାଏ । ସେଥିରେ ସେ ବଳି ଏବଂ କିଛି ଗୁପ୍ତ ସାଧନା କରିଥାଏ । ତନ୍ତ୍ର ବିଦ୍ୟା ଅନୁସାରେ ରାତି ୧ରୁ୩ଟା ପର୍ଯ୍ୟନ୍ତ ହଉଥିବା ବଳି କିମ୍ବା କିଛି ଗୁପ୍ତ ସାଧନା ଅତ୍ୟନ୍ତ ଶକ୍ତି ଶାଳି ହୋଇଥାଏ ।ତେଣୁ ଏକ ତାନ୍ତ୍ରିକ ପାଇଁ ଏହି ସମୟଟି ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଏହି ସମୟରେ ଅଧିକ ସଇତାନ ଶକ୍ତି ଘୁରି ବୁଲନ୍ତି ।  ତେଣୁ ତାନ୍ତ୍ରିକ ପାଇଁ ଏହି ସମୟ ବହୁତ ଶୁଭ ହୋଇଥାଏ । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହି ସମୟଟି ବହୁତ ଖରାପ ହୋଇଥାଏ ।

ଆପଣ ମାନେ ଜାଣିଥିବେ ଯଦି କିଛି ଖରାପ କାର୍ଯ୍ୟ ହୋଇଥାଏ ରାତ୍ର ୩ ଟା ଭିତରେ ହୋଇଥାଏ । ଏମିତିରେ ବି ୩ ସଂଖ୍ୟାକୁ ଅଶୁଭ ବୋଲି କୁହାଜାୟ । ଏକ ସତର୍କ କଥା ମନେରଖନ୍ତୁ ରାତିରେ ଶୋଇଲା ବେଳେ କେବେ ଭୁତ,ପ୍ରେତ , ଆତ୍ମାଏନକେ ବିଷୟରେ କଥାହେବେ ନାହିଁ । ଯଦି ରାତିରେ ଏହି ସମୟ ଭିତରେ ବାହାରକୁ ଯାଉଛନ୍ତି ତାହାଲେ ଯେଉଁ ଜାଗାରେ ବଳି ଦିଆଜାୟ , ଶ୍ମଶାନ୍ନ , ନଦୀ, ଜଙ୍ଗଲ ଏହି ରାସ୍ତା ଦେଇଯିବେ ନାହିଁ । ଯଦି ରାତି ୩ଟାରେ ନିଦ ଭାଙ୍ଗି ଯାଉଛି ତାହାଲେ ଭଗବାନଙ୍କ ସ୍ମରଣ କରିବେ । ଦେଖିବେ ଶରୀରରେ ସକାରତ୍ମକ ଶକ୍ତି ବୃଦ୍ଧି ହବ । ଏହି କାରଣରୁ ରାତ୍ର ୩ଟାରେ ନିଦ ଭାଙ୍ଗିଲେ ଭୟବିତ ହେବେ ।

Related Articles

Leave a Reply

Your email address will not be published. Required fields are marked *

Back to top button