IBN ଓଡ଼ିଶା ବ୍ୟୁରୋ

ଯେଉଁ ସ୍ତ୍ରୀର ଏହି 3ଟି ଗୁଣ ଥାଏ, ତାର ସ୍ଵାମୀ ନିଶ୍ଚୟ ଧନୀ ହୋଇଥାଏ- Chanakya Niti

ନମସ୍କାର ବନ୍ଧୁଗଣ । ଚାଣକ୍ୟନୀତି ରେ ଚତୃଥ ଅଧାୟରେ କୁହାଯାଇଛି ଗୋଟେ ମଣିଷ ଗର୍ଭରେ ଥିଲା ବେଳେ ଏହି ୫ଟି କଥା ସ୍ଥିର ହୋଇଥାଏ । ସେଗୁଡିକ ହେଲା ୧ରେ ଆୟୁ , ୨ରେ କର୍ମ , ୩ରେ ଧନ, ୪ରେ ବିଦ୍ୟା ,୫ରେ ମୃତ୍ୟୁ  ।  ମନୁଷ୍ୟର ଶରୀର ଯେ ପର୍ଯ୍ୟନ୍ତ ନିରୋଗ ଥାଏ ଯେ ପର୍ଯ୍ୟନ୍ତ ମୃତ୍ୟୁ ଆସିନଥାଏ ସେ ପର୍ଯ୍ୟନ୍ତ ମନୁଷ୍ୟ ସମସ୍ତ ପୁରଣ୍ୟ କାମ କରିବା ଉଚିତ ଅଟେ । କିନ୍ତୁ ଶେଷ ସମୟରେ କଣ କରିପାରିବା । ବିଦ୍ୟା ହେଉଛି କାମ ଧେନୁର ସମାନ ଅଟେ । ଏହି ବିଦ୍ୟା ଖରାପ ସମୟରେ ମଧ୍ୟ କାମ ଦେଇଥାଏ ।

ଏହା ବିଦେଶର ନିଜର ମା ପରି ରକ୍ଷା କରିଥାଏ । ତେଣୁକରି ବିଦ୍ୟାକୁ ଗୁପ୍ତ ଧନ କୁହାଯାଇଥାଏ । ୧୦୦ ଅଜ୍ଞାନୀ ପୁଅଙ୍କ ଠାରୁ ଗୋଟେ ଗୁଣବାନ ପୁଅ ଭଲ ହୋଇଥାଏ । ଏମିତି କି ରାତିର ଅନ୍ଧାରକୁ ଏକ ଚନ୍ଦ୍ର ଯେମିତି ଦୂର କରିଦେଇଥାଏ ।  ଏକ ମୂର୍ଖ ପୁଅ ଠାରୁ ଏକ ପୁତ୍ର ଜନ୍ମ ହେଇ ମରିଯିବା । କାରଣ ମୃତ୍ୟୁ ପୁତ୍ର କିଛି କ୍ଷୀଣ ପାଇଁ ଦୁଖ ଦେଇଥାଏ । କିନ୍ତୁ ଏକ ଖରାପ ପ୍ରକୂତିର ପୁତ୍ର ଜୀବନ ସାରା ଦୁଖ ଦେଇଥାନ୍ତି । ଏହି ୬ ଟି କାମ ବିନା ଅଗ୍ନିରେ ଆପଣଙ୍କୁ ଜଳେଇଥାଏ ।

୧ ରେ – ଖରାପ ଗ୍ରାମରେ ବାସ କରିବା , ୨ରେ – ଗଣ୍ଡୋଗଳ କରୁଥିବା ସ୍ତ୍ରୀ , ୩ରେ – ନିମ୍ନ ଜାତିରେ ସେବା ,୪ରେ – ଖରାପ ଭୋଜନ କରିବା , ୫ରେ – ମୂର୍ଖ ପୁଅ , ୬ରେ – ବିଧବା କନ୍ୟା ଏହି କାର୍ଯ୍ୟ ବୀନା ଅଗ୍ନି ରେ ଜଳେଇଥାଏ । ଗାଈ ଠାରୁ କଣ ଲାଭ ପାଇଥାନ୍ତି । ଯାହାକି ଛୁଆ ଜନ୍ମ କରିସାରିବା ପରେ କ୍ଷୀର ଦେଇଥାନ୍ତି । ସେହି ପରି ପୁଅ ଜନ୍ମ ହେଲା ପରେ ଯଦି ସେ ବିଦ୍ଵାନ ହଉକି ନହଉ ଠାକୁରଙ୍କୁ ଭକ୍ତି କରୁଥିବ  । ତାହା ଲାଭ ହୋଇଥାଏ । ଆମ ପୃଥିବିରେ ତାପରେ ଜଳୁଥିବା ୩ଟି ଜିନିଷ ଆରମ ଦେଇପାରିବ ସେଗୁଡିକ ହେଲା ୧ରେ – ସୁପୁତ୍ର , ୨ରେ – ପତିବ୍ରତା ସ୍ତ୍ରୀ ,୩ରେ ଭଲ ଲୋକ ମାନଙ୍କ ସହ ବନ୍ଧୁତ୍ଵ ସ୍ଥାପନ କରିବା ।

ଜାଣିଥିବେ ରାଜା ଗୋଟେ ଥର ଆଦେଶ ଦିଅନ୍ତି ,ପଣ୍ଡିତ ଗୋଟେ ଥର କହିଥାନ୍ତି  ,ଓ କନ୍ୟା ଦାନ ଏକ ଥର ହୋଇଥାଏ ଏହି ତିନୋଟି କାର୍ଯ୍ୟ ଗୋଟେ ଥର ହୋଇଥାଏ । ଯଦି ଆପଣ ତପସ୍ୟା ଏକା କରିବେ , ଅଧୟନ ଦୁଇ ଜଣଙ୍କ ସହ କରିବେ , ସଂଗୀତା ୩ଜଣଙ୍କ ସହ କରିବେ ,ଯାତ୍ରା ୪ଜଣଙ୍କୁ ନେଇ କରିବେ , କ୍ଷେତରେ କାମ ୫ଜଣଙ୍କୁ ନେଇକରିବେ ,ଓ  ୬ରେ ଯୁଦ୍ଧ ବହୁତ ଲୋକଙ୍କୁ ନେଇ କରିବେ ତାହାଲେ ତାହା ଉତ୍ତମ ହୋଇଥାଏ ।

ସ୍ତ୍ରୀ ତାକୁ କୁହନ୍ତି ଯିଏ ପବିତ୍ର ଏବଂ ଚତୁର ହୋଇଥାଏ । ଯିଏ ପାତୀବ୍ରତା ଓ ତାହାର ସ୍ଵାମୀଙ୍କୁ ଭଲ ପାଇଥାଏ । ଏହି ସ୍ତ୍ରୀ କୁ ପ୍ରତିବତା କୁହାଯାଇଥାଏ । ବୁଦ୍ଧିମାନ ବ୍ୟକ୍ତି ବିଚାର ଭଲ ହବା ଦରକାର। ୧ର ଠିକ ସମୟ , ୨ରେ ଠିକ ସାଙ୍ଗ ,୩ରେ ଠିକ ଜାଗାରେ ବାସ କରିବା , ୪ରେ ନିଜର ଶକ୍ତି କିମ୍ବା ନିଜର ଗୁଣ । ଯଦି ଏହି ଗୁଣ ଗୋଟେ ସ୍ତ୍ରୀ ଦେହରେ ଥିବ ତାହେଲ ତାହର ସ୍ଵାମୀ ଧନୀ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button