ତୁଳସୀ ଦାସ କହିଛନ୍ତି ସଫଳତା ପାଇବାର 6ଟି ସୂତ୍ର, ସବୁ ମଣିଷ ଜାଣିବା ଉଚିତ
ବନ୍ଧୁଗଣ ରାମ ଚରିତା ମାନସର ରଚୟତା ତୁଳସୀ ଦାସ କହିଛନ୍ତି ପ୍ରାଏକ ବ୍ୟକ୍ତି ସଫଳ ହେବା ପାଇଁ ୬ଟି ମନ୍ତ୍ର ବା ସୂତ୍ର ବିଷୟରେ ଜଣାଇବା ନିହାତି ଜରୁରୀ ଅଟେ । ଆଜିକାଲି ପ୍ରତେକ ବ୍ୟକ୍ତି ଜୀବନରେ ଆନନ୍ଦ ଓ ଉନ୍ନତି ର ବାଟ ଖୋଜିଥାନ୍ତି । ପ୍ରତେକ ବ୍ୟକ୍ତି ଇଚ୍ଛା ରଖିଥାଏ କି ନିଜକୁ ସମ୍ମାନ ମିଳୁ ନିଜର ନାମ ଆଗକୁ ଯାଉ ଓ ଧନ ସମ୍ପତି ରେ ଘର ପରି ପୂର୍ଣ୍ଣ ହେଉ । ତେବେ ମଣିଷ ଭାବେ ନାହି କି ଏ ସବୁର ଆବଶ୍ୟକତା ଜୀବନରେ କାହିଁକି ହୋଇଥାଏ । ଜୀବନରେ ସମ୍ମାନ, ଯଶ ଧନ ସମ୍ପତି ପାଇବା ପାଇଁ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ଚାଲେ ।
ତେବେ ସଫଳତା ପାଇବା କଷ୍ଟସାଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସଫଳତା ପାଇବାର ସୂତ୍ର ବିଷୟରେ । ୧- ତୁଳସୀ ଦାସ କହିଛନ୍ତି ଯେ ମିଠା ବଚନ କହୁଥିବା ବ୍ୟକ୍ତି ସର୍ବଦା ଖୁସି ରେ ରହିଥାନ୍ତି । କାହାକୁ ଜୀବନରେ ସଫଳ ହେବାକୁ ହେଲେ ଏହା ସହଜ ଉପାୟ ଅଟେ । ତେଣୁ ବ୍ୟକ୍ତିକୁ କଠୋର ବଚନ ନ କହି ମିଠା ବଚନ କହିବା ଉଚିତ ।
୨- ତୁଳସୀ ଦାସ କହିଛନ୍ତି ଭଗବାନ ରାମଚନ୍ଦ୍ର ଙ୍କ ଉପରେ ବିଶ୍ଵାସ କରି ବଂଶୀ ବଜାଅ । ଏହା ଦ୍ଵାରା ସଂସାର ରେ କିଛି ଅସମ୍ଭବ ହେବ ନାହି । ଆଉ ଯାହା ହେବ ତାହାକୁ କେହି ଅଟକାଇ ପାରିବେ ନାହି । କାରଣ ଭଗବାନ ଙ୍କ ବିନା ଦୁନିଆରେ ଗୋଟେ ପତ୍ର ବି ହଲି ନ ଥାଏ । ତେଣୁ ଆପଣ ନିଜର ସବୁ ଚିନ୍ତା ରୁ ଉକ୍ତ ହୋଇ କର୍ମ କରି ଚାଳନ୍ତୁ ।
୩- ତୁଳସୀ ଦାସ କହିଛନ୍ତି ଯେ ବର୍ଷା ଋତୁରେ ବେଙ୍ଗର ଭୟାନକ ଧ୍ୱନି ଏତେ ଅହଡିକ ହୋଇଥାଏ ଯେ ମିଠା ବାଣୀ ତାର ଧ୍ୟାନ ରେ ଆସେ ନାହି । ଯେବେ ଚତୁର ଓ ମିଠା ବାର୍ତ୍ତାଳାପ ହୋଇଥାଏ ତେବେ ଭଲ ଲୋକଙ୍କର କଥା ପ୍ରତି କେବେ ଧ୍ୟାନ ଦିଅନ୍ତୁ ନାହି । ଏହି ସମୟରେ ଚୁପ ରହିବା ଉଚିତ ତାହା ହେଲେ ଜୀବନରେ ସଫଳ ହୋଇପାରିବେ ।
୪- ତୁଳସୀ ଦାସ କହିଛନ୍ତି କି ଗୁରୁ ଦେଇଥିବା ଶିକ୍ଷା କୁ ଯେଉଁ ବ୍ୟକ୍ତି ସମାନ କରେ ନାହି ଓ ପରିହାସ କରିଥାନ୍ତି ତାକୁ ସମୟ ରେ ସେମାନେ ବହୁତ ଅନୁତାପ କରିଥାନ୍ତି ।
୫- ତୁଳସୀ ଦାସ କହିଛନ୍ତି କି ମୁଖିଆ ଓ ମୁଖ୍ୟ ସମାନ ହୋଇଥିବା ଦରକାର । ଅର୍ଥାତ ଖାଇବା ପିଇବା ପାଇଁ ଏକାଠି ହୋଇଥାଏ । କିନ୍ତୁ ବିବେକ ପୂର୍ବକୁ ସବୁ ଅଙ୍କର ପାଳନପୋଷଣ କରିଥାଏ ।
୬- ତୁଳସୀ ଦାସ କହିଛନ୍ତି କି ସମୟ ମଣିଷକୁ ସର୍ବ ଶ୍ରେଷ୍ଠ ସ୍ଥାନକୁ ଉପାନ୍ଵିତ କରିଥାଏ । ସମୟ ହିଁ ମଣିଷକୁ ଦୁର୍ବଳ କରିଥାଏ । ଯେବେ ଅର୍ଜୁନଙ୍କ ସମୟ ଖରାପ ଥିଲା ସେତେବେଳେ ସ୍ତ୍ରୀ ରହୁଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।