ମହିଳା ମାନଙ୍କ ଏହି ଅଙ୍ଗକୁ ଛୁଇଁଲେ ଭିକାରି ବି ହୋଇଯିବ କୋଟିପତି, ଆଜି ହିଁ ଛୁଇଁକି ଦେଖନ୍ତୁ

ବନ୍ଧୁଗଣ ନାରୀ ମାନଙ୍କୁ ମା ର ମାନ୍ୟତା ଦିଆ ଯାଇଛି । ହିନ୍ଦୁ ଧର୍ମ ଅନୁଯାୟୀ ସ୍ତ୍ରୀ ଙ୍କୁ ଦେବୀ ସହ ତୁଳନା କରା ଯାଇଛି । ତେଣୁ ପ୍ରତେକ ଘରେ ସ୍ତ୍ରୀ ମାନଙ୍କର ସମ୍ମାନ କଡ଼ା ଯାଇଥାଏ । ଯେଉଁ ବ୍ୟକ୍ତି ଭଲ ଓ ସଫା ମନରେ ସ୍ତ୍ରୀ ର ଗୋଇଏ ଜିନିଷ ଛୁଇଁ ଦିଏ ତେବେ ସେହି ବ୍ୟକ୍ତି ଜୀବନରେ ସବୁ ପ୍ରକାରର ସୁଖ ସୁବିଧା ପ୍ରାପ୍ତ କରିଥାଏ । ମହିଳା ମାନଙ୍କର ଏହି ଗୋଟିଏ ଜିନିଷ ଏତେ ଖାସ ଅଟେ କି ଯଦି ଆପଣ ଦେଖୁଛନ୍ତି ତେବେ ତୁରନ୍ତ ତାହାର ସ୍ପର୍ଶ କରନ୍ତୁ ।
ଏବେ ଆସନ୍ତୁ ଜାଣିବା ସ୍ତ୍ରୀଙ୍କର କେଉଁ ଜିନିଷ ଛୁଇଁଲେ ବ୍ୟକ୍ତି କୋଟିପତି ହୋଇପାରେ । ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମିତିକି ନିଜ ବାପା ମା ଙ୍କର ସୁଖ ଦୁଖରେ ସାଥି ହୋଇ ରହିଥାନ୍ତି । ସେମାନେ ଦୁଖ କଷ୍ଟକୁ ସହିଥାନ୍ତି । ଝିଅ ମାନେ କଠିନରୁ କଠିନ ସ୍ଥିତି ର ସାମ୍ନା ବି କରିଥାନ୍ତି । ଆଉ ସ୍ତ୍ରୀ ମାନେ ନିଜ ପିଲାଙ୍କୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି ।
ସେ ଜଣେ ସ୍ତ୍ରୀ ଅଟେ ଯାହା ପାଖରେ ଏତେ ସବୁ ଭଲ ଗୁଣ ରହିଥାଏ । ଯାହାକୁ ଆମେ ମା, ଭଉଣୀ, ଜେଜେ ମା, ଭାଉଜ ଇତ୍ୟାଦି ନାମରେ ଡାକିଥାଉ । କିନ୍ତୁ ଆପଣ ଜାଣିଛନ୍ତି ନାରୀ ଙ୍କର ପାଦ ରେ କେତେ ପୂଣ୍ୟର ସମ୍ପତି ଲୁଚିକି ରହିଛି । ଯାହାକୁ ଛୁଇଁବା ଦ୍ଵାରା ବ୍ୟକ୍ତି କୁ ବଡ ରୁ ବଡ କାମରେ ସଫଳତା ମିଳିଥାଏ ।
ଯେବେ ଆମେ କୌଣସି ଗୁରୁଜନ ମହିଳା ଙ୍କର ପାଦ ଛୁଇଁ ଥାଉ ତେବେ ତାଙ୍କର ହାତ ଆମ ମୁଣ୍ଡ ଉପରେ ଆଶୀର୍ବାଦ ଭାବେ ଆସିଯାଏ । ଆଉ ଆମ ଭିତରେ ଭଲ ଏନର୍ଜି ସୃଷ୍ଟି କରିଥାଏ । ନିଜ ମା, ଭଉଣୀ ବା ସ୍ତ୍ରୀ ର ଚରଣ ସ୍ପର୍ଶ କରିବା ଆମ ଭାରତୀୟ ସଂସ୍କୃତି ର ସଭ୍ୟତା, ସଦାଚାର ର ପ୍ରତୀକ ମାନା ଯାଇଥାଏ । ମହିଳା ମାଙ୍କର ପାଦ ଛୁଇଁବା ଦ୍ଵାରା ବ୍ୟକ୍ତି ଗରିବ ରୁ କୋଟିପତି ମଧ୍ୟ ହୋଇଯାଏ ।
ଯାହା ମଣିଷ କୁ ଅତ୍ୟନ୍ତ ଜରୁରୀ ଥାଏ । ଯେବେ ଆପଣ କୌଣସି ମହିଳା ଙ୍କ ପାଦ ସ୍ପର୍ଶ କରୁଛନ୍ତି ତେବେ ନିଜ ମନରେ ବିଶ୍ଵାସ ଥିବା ଦରାକର । କେଉଁ ପ୍ରକାରର ଖରାପ ଭାବନା ମନରେ ନ ଆସିବା ଦରକାର । ନଚେତ ଏଥିପାଇଁ ଆପଣଙ୍କୁ ପାପ ମଧ୍ୟ ଲାଗିପାରେ ।
ତେବେ ଆପଣ ମାନେ ଜାଣିଲେ ତ ମହିଳା ମାନଙ୍କର ପାଦ ସ୍ପର୍ଶ କରିବା ଦ୍ଵାରା ବ୍ୟକ୍ତି ଯେତେ ଗରିବ ଥିଲେ ବି କୋଟିପତି ହୋଇ ଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ