IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଫଳର ନାମ କୁହନ୍ତୁ, 99% ଲୋକ ହେଲେ ଫେଲ… ଏହା ସମସ୍ତଙ୍କ ଅତି ପ୍ରିୟ ଫଳ ଅଟେ, ଏହା ସହ ଆହୁରି 7 Puzzles

ନମସ୍କାର ବନ୍ଧୁଗଣ, ନିଜ ଜ୍ଞାନ ଓ ବୁଦ୍ଧିକୁ ଏକା ସାଙ୍ଗରେ କାର୍ଯ୍ୟକାରୀ କରିବାର ସମୟ ଆସିଛି ଏବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଗୋଟିଏ ମଜାଦାର ବୁଦ୍ଧି ପରୀକ୍ଷାର ଖେଳ ନେଇ ଆସିଛୁ ଯାହା ଆପଣଙ୍କୁ ମଜା ଲାଗିବା ସହ ଆପଣଙ୍କ ବୁଦ୍ଧି ଘରକୁ ମଧ୍ୟ ଦୋହଲାଇ ଦେବ । ଏବଂ କିଛି ନୂତନ କଥାର ଜ୍ଞାନ ମଧ୍ୟ ହେବ । ତେବେ ଆପଣ ମାନଙ୍କୁ କଥାର ବିଶ୍ଳେଷଣ କରି ଫଳର ନାମକୁ କହିବାକୁ ପଡିବ । ଆଉ ଡେରି ନକରି ଆସନ୍ତୁ ଆରମ୍ଭ କରିବା ଏହି ମଜାଦାର ଖେଳଟିକୁ ।

1- ଚେୟାର ସହିତ ଯଦି ଆପଣ ଇଂରାଜୀ ଅକ୍ଷର Eକୁ ଦେଖନ୍ତି ତେବେ ଆପଣଙ୍କ ମନରେ କେଉଁ ଫଳର ନାମ ପ୍ରଥମେ ଆସିବ କୁହନ୍ତୁ ? ଉତ୍ତର: ଚେରି । ଚେୟାର ସହିତ ଇ ମିଶି ହେଲା ନା ଚେରି । 2- ଫୁଲ ସହିତ ସଡକର ସବୁଜ ବତୀ ଏବଂ ଇଂରାଜୀ ଅକ୍ଷର b ଆପଣଙ୍କ ମନରେ କେଉଁ ଫଳକୁ ଆଣୁଅଛି ? ଉତ୍ତର: ଫୁଲକୋବି ।

ଫୁଲ ତ ସ୍ପଷ୍ଟ ଥିଲା ଆଉ ସେଥିରେ ସବୁଜ ବତୀର ଅର୍ଥ ଗୋ ଥିଲା ଆଉ b ମିଶି ହୋଇଗଲା ନା ଫୁଲ କୋବି । 3- ବରଫା ସହିତ ଯଦି ଆପଣ ଭୂମିର ଚିତ୍ର ଦେଖନ୍ତି ତେବେ ଦେଶର ନାମ କଣ କୁହନ୍ତୁ ତ ? ଉତ୍ତର: ଆଇସଲ୍ୟାଣ୍ଡ । କାରଣ ବରଫର ଇଂରାଜୀ ଆଇସ ଆଉ ଭୂମି ର ଇଂରାଜୀ ଲ୍ୟାଣ୍ଡ ମିଶି  ହେଲା ନା ଆଇସ ଲ୍ୟାଣ୍ଡ ।

4- ହୃଦୟର ଚିତ୍ର ସହିତ ଯଦି ଆପଣ ଲିଲି ଫୁଲକୁ ଦେଖନ୍ତି ତେବେ ଝିଅର ନାମ କଣ ହେବ କୁହନ୍ତୁ ତ ? ଉତ୍ତର: ଲଭଲି । କାରଣ ହୃଦୟର ଅର୍ଥ ଭଲ ପାଇବା ବା ଲଭ ଆଉ ଏହା ସହ ଲିଲି ର ଲି ମିଶି ହୋଇଗଲା ନା ଲଭଲି । 5- ମଟର ଛୁଇଁ ସହିତ ଯଦି ଆପଣ ch ଲେଖା ହୋଇଥିବାର ଦେଖନ୍ତି ତେବେ ଫଳର ନାମ କଣ ହେବ କୁହନ୍ତୁ ତ ? ଉତ୍ତର: ପିଚ ।

କାରଣ ମଟର ଇଂରାଜୀ ପି ଏହା ସହିତ ch ମାନେ ଚ ମିଶି ହେଲା ନା ପିଚ । 6- ଚାବି ସହିତ ଇଂରାଜୀ ଅକ୍ଷର v ଦେଖିଲେ କେଉଁ ଫଳର ନାମ ମନକୁ ଆସିଥାଏ କୁହନ୍ତୁ ତ ? ଉତ୍ତର: କିୱି । 7- ପାଇନ ଗଛ ସହିତ ଯଦି ଆପଣ ସେଓକୁ ଦେଖନ୍ତି ତେବେ ମନରେ କେଉଁ ଫଳର ନାମ ଆସୁଛି କୁହନ୍ତୁ ତ ? ଉତ୍ତର: ପାଇନାପେଲ । କାରଣ ପାଇନ ସହ ଆପଲ ମିଶି ହେଲା ନା ପାଇନାପେଲ ।

8- ହସିଥିବା ମଣିଷ ସହ go ଲେଖା ଯିବାର ଯଦି ଦେଖାଯାଏ ତେବେ ଫଳର ନାମ କଣ କୁହ ତ ? ଉତ୍ତର: ମ୍ୟାଙ୍ଗୋ । କାରଣ ମଣିଷ ମାନେ ମ୍ୟାନ ଆଉ ଗୋ ମିଶି ହେଲା ନା ମ୍ୟାଙ୍ଗୋ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button