IBN ଓଡ଼ିଶା ବ୍ୟୁରୋ

ତୁଳସୀର ପୂଜା ଭୁଲରେ ବି କରନ୍ତୁ ନାହିଁ ଏହି 3ଟି ମହିଳା, ଘର ହୋଇଯିବ ବର୍ବାଦ

ନମସ୍କାର ବନ୍ଧୁଗଣ, ତୁଲସୀ ଗଛ ବହୁତ ପବିତ୍ର ମନାଯାଏ । ଆମ ହିନ୍ଦୁ ଧର୍ମରେ ବହୁତ ମାନ୍ୟତା ରହିଛି ଏହି ଗଛର । ଏବଂ ତୁଲସୀ ଚଉରା ମୂଳେ ପ୍ରତିଦିନ ଘରର ବୋହୁ ବା ମହିଳା ପାଣି ଦେବାର ବିଧି ରହିଛି । ଘରର ପ୍ରମୁଖ ଦ୍ଵାରରେ ଏହାର ରୋପଣ କରାଯାଇଥାଏ କାରଣ ଏହାର ମୁଖ ଦେଖି ବାହାରକୁ ଯିବା ବହୁତ ଶୁଭ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ତୁଲସୀ ପୂଜା କେଉଁ ନାରୀ ମାନେ  କରିବା ଉଚିତ ନୁହେଁ । ତେବେ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପ୍ରଥମ: ଯେଉଁ ମହିଳାଙ୍କର ମାସିକ ଧର୍ମ ହୋଇଥାଏ ସେମାନେ ପବିତ୍ର ତୁଲସୀ ଗଛର ପୂଜା ସେହି ଅସମୟରେ କରିବା ଅନୁଚିତ । ମହିଳାମାନଙ୍କର ମାସିକ ଧରମକୁ ଅପବିତ୍ର ବୋଲି ମନାଯାଇଥାଏ । ଏହି ସମୟରେ କୌଣସି ଧାର୍ମିକ କାର୍ଯ୍ୟ ପୂଜା ଧରମ ଇତ୍ୟାଦି କରିବା ଉଚିତ ହୋଇନଥାଏ । ଏହା କରିବା ଦ୍ଵାରା ବହୁତ ବଡ ପାପର ଭାଗୀଦାର ହେବାକୁ ପଡେ ନିଜ ଜୀବନରେ । ଯେଉଁ ଧାର୍ମିକ କାର୍ଯ୍ୟରେ ଏହି ମହିଳା ଯୋଗ ଦିଅନ୍ତୁ ସେହି କାର୍ଯ୍ୟ ଅପବିତ୍ର ଓ ଅଶୌଛ ହୋଇଯାଏ ।

ଦିତୀୟ: ଚରିତ୍ରହୀନା ଏବଂ ମନରେ ଖରାପ ଚିନ୍ତା ଧାରା ରଖୁଥିବା ସ୍ତ୍ରୀ ପବିତ୍ର ତୁଲସୀ ଗଛର ପୂଜା କରିବା ଅନୁଚିତ । ଏହିଭଳି ସ୍ତ୍ରୀମାନେ ସବୁବେଳେ ପବିତ୍ର ତୁଳସୀ ଗଛା ଠାରୁ ଦୂରେଇ ରୁହନ୍ତୁ । ଏପରି ସ୍ତ୍ରୀମାନଙ୍କର ପୂଜା ମା ତୁଳସୀ କେବେ ହେଲେ ଗ୍ରହଣ କରନ୍ତି ନାହିଁ । ଏମାନଙ୍କର ସ୍ପର୍ଶ ମାତା ତୁଳସୀଙ୍କର ବାସକୁ ଛାଡି ଦେଇଥାଏ ।

ଶାସ୍ତ୍ରରେ ମଧ୍ୟ ରହିଛି ମନରେ ଖରାପ ଚିନ୍ତା ଧାରା ଥିଲେ କେବେ ହେଲେ ତୁଳସୀ ଗଛର ପୂଜା କରନ୍ତୁ ନାହିଁ । ତୃତାୟ: ଅବିବାହିତ ବା ହିନ୍ଦୁଧର୍ମ ରୀତି ଅନୁସାରେ ବିବାହ ନ କରିଥିବା ସ୍ତ୍ରୀ ମାନେ କେବେ ମଧ୍ୟ ତୁଳସୀ ଗଛର ପୂଜା କରିବା ଉଚିତ ନୁହେଁ । ତୁଳସୀ ପୂଜା କିମ୍ବା ତୁଳସୀ ବାହାଘର କେବଳ ସ୍ତ୍ରୀ ମହିଳା ବା ବିବାହିତା ନାରୀ ମାନେ ହିଁ କରିବାର ନିୟମ ରହିଛି ।

ଅଗ୍ନିକୁ ସାକ୍ଷୀ ରାଖୀ ବିବାହ କରିନଥିବା ସ୍ତ୍ରୀ ମାନଙ୍କୁ ତୁଳସୀ ଗଛକୁ ପୂଜା କରିବାର କୌଣସି ଅଧିକାର ନଥାଏ । ତେଣୁ ଏହି ପବିତ୍ର ତୁଳସୀ ଗଛ ଠାରୁ ଏପରି ସ୍ତ୍ରୀମାନେ ଦୂରେଇ ରୁହନ୍ତୁ । କେବେ ହେଲେ ମଧ୍ୟ ଏହିସବୁ କଥାକୁ ଅବମାନନା କରନ୍ତୁ ନାହିଁ । ସବୁବେଳେ ଏହି କଥାକୁ ଧ୍ୟାନରେ ରାଖୀ କାର୍ଯ୍ୟ କରନ୍ତୁ ।

ଯଦି ଆପଣ ଏହି କଥାକୁ ନ ମନନ୍ତି ତେବେ ମାତା ତୁଳସୀ ଆପଣଙ୍କ ଅଗଣାରେ ବାସ କରିବେ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଆପଣଙ୍କ ପାଇଁ ଏହା ଫଳପ୍ରଦ ହେବ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ଯନ୍ତ ପଢିଥିବାରୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button