IBN ଓଡ଼ିଶା ବ୍ୟୁରୋ

ଧନ ଦେଉଥିବା ଚେର, ଘରକୁ ଆଣନ୍ତୁ ଧନ ମାଡ଼ିଆସିବ

ବନ୍ଧୁଗଣ ତୁଳସୀ ଏକ ଗଛ ନୁହେଁ ବରଂ ଦେବୀ ଅଟନ୍ତି । ଆମ ହିନ୍ଦୁ ଧର୍ମରେ ତୁଳସୀ ଗୋମାତା ଓ ପବିତ୍ର ନଦୀକୁ ମା ଙ୍କ ସଜ୍ଞା ଦିଆଯାଇଛି । ତୁଳସୀ ପତ୍ରରେ ସାକ୍ଷାତ ଭଗବାନ ବିଶୁଣୁ ରହିଥାନ୍ତି । ଧରା ପ୍ରୁଷ୍ଠାରେ ଯେତେ ବି ଦେବୀ ଦେବତା ଜନ୍ମ ନେଇଥିଲେ ସେମାନେ ତୁଳସୀ ପୂଜା କରିଥିଲେ । ଏମିତି ମାନାଯାଏ ପ୍ରତେକ ଦିନ ସକାଳୁ ଓ ସନ୍ଧ୍ୟାରେ ତୁଳସୀ ପୂଜା କରିଲେ ସବୁ ପାପ କ୍ଷୟ ହୁଏ ।

ସକାଳୁ ଉଠିବା ପରେ ତୁଳସୀ ଗଛ ଦେଖିଲେ ଦିନ ଯାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଗଛର ଚେର କେମିତି ଧନ ବୃଦ୍ଧି କରିବାର କାରଣ ହୋଇଥାଏ । ଭଗବାନ ବିଶୁଣୁ କହିଛନ୍ତି ଯେଉଁ ବ୍ୟକ୍ତିଙ୍କ ଗଳାରେ ତୁଳସୀ ଚେର ରହିଥାଏ ସେ ଧନବାନ ହୋଇଥାଏ । ତୁଳସୀ ଚେର ଦ୍ଵାରା ମଣିଷର ଦୁର୍ଭାଗ୍ୟକୁ ଦୂର କରିବା ପାଇଁ ସରଳ ଉପାୟ ଆମେ କହିବୁ ।

ଭଗବାନ ବିଶୁଣୁଙ୍କୁ ବିନା ତୁଳସୀରେ 56 ପ୍ରକାରର ଭୋଗ ଲଗାଇଲେ ବି ସ୍ଵୀକାର କରନ୍ତିନି । ତୁଳସୀକୁ ହିନ୍ଦୁ ଧର୍ମରେ ପବିତ୍ର ମାନାଯାଏ । ଆମ ପାଇଁ ମାତା ସ୍ୱରୂପ ଅଟନ୍ତି ତୁଳସୀ । ହିନ୍ଦୀ ଘରର ଅଗଣାରେ ଟୁଲସ ଗଛ ଲଗାଯାଏ । ଯଦି ଆପଣଙ୍କ କୁଣ୍ଡଳୀରେ ଦୋଷ ଲାଗିଛି ତେବେ ତୁଳସୀ ଚେରକୁ ତାବିଜରେ ରଖି ପିନ୍ଧିବା ଦ୍ଵାରା ସବୁ ପ୍ରକରାର ଦୋଷ ଦୂର ହୋଇଥାଏ ।

ତୁଳସୀ ମୂଳରେ ଜଳ ଦେଲେ ନବଗ୍ରହ ଦୋଷ ଦୂର ହୋଇଥାଏ । ଯଦି ଆପଣ ତୁଳସୀ ଚେର ରେ ମାଳ ତିଆରି କରି ବେକରେ ଧାରଣ କରନ୍ତି ତେବେ ନେଗେଟିଭ ଶକ୍ତି ନଷ୍ଟ ହୋଇଥାଏ । ତୁଳସୀ ଓ ବେଲ ଏପରି ଗଛ ଯାହା ନେଗେଟିଭ ଶକ୍ତିକୁ ନଷ୍ଟ କରି ଦେଇଥାଏ । ଏହି ଛେରକୁ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦେଲେ କଳା, ତାନ୍ତ୍ରିକ, ଜାଦୁ ଶକ୍ତି ଘରକୁ ପ୍ରବେଶ କରିପାରେ ନାହି ।

ଧନ ପ୍ରାପ୍ତି କରିବା ପାଇଁ ତୁଳସୀ ଚେରକୁ ଚାନ୍ଦିର ତାବିଜ୍ରେଭରି ଧାରଣ କରିଲେ ଧନ ଆସିବାର ପ୍ରତେକ ମାର୍ଗ ଖୋଲିଯାଏ । ଏହା ସହ ମା ଲକ୍ଷ୍ମୀ, ତୁଳସୀ ଓ ଭଗବାନ ବିଶୁଣୁଙ୍କ କୃପା ପ୍ରାପ୍ତ ହୁଏ । ତୁଳସୀ ଚେର ର ମାଟି ମସ୍ତକରେ ଲଗାଇଲେ ସଂଭୋଗ ଶକ୍ତି ବଢିଥାଏ ଆଉ ସାମ୍ନା ବାଲାକୁ ନିଜର କରି ନିଏ । ଏହା ଦୁର୍ଭାଗ୍ୟ ଦୂର କରିଥାଏ ।

ତୁଳସୀ ଚେର ର ମାଟି କୌଣସି ବ୍ୟକ୍ତି ମୁଣ୍ଡରେ ମାରି ବାହାରକୁ ଯାଇଥାଏ ତେବେ ତାଙ୍କର ଯେତେ ଖରାପ କର୍ମ ଥାଏ ତାହା ଦୂର ହେବା ସହ ସବୁ କାମ ସଫଳ ହୋଇଥାଏ । ବିଶେଷ କରି ଯେ କୌଣସି ପ୍ରକାରର ଦୁର୍ଘଟଣା ଦୂର ହୋଇଥାଏ । ଆଉ କୌଣସି ପ୍ରକାରର ଅଘଟଣ ଘଟି ନ ଥାଏ । ତୁଳସୀ ଚେର ଓ ଲକ୍ଷ୍ମଣ ଚେର ରଖିବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ । ଦୁର୍ଭାଗ୍ୟ ଦୂର କରିବା ପାଇଁ ତୁଳସୀ ଚେର ର ଏଭଳି ପ୍ରୟୋଗ କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button