Interesting Gk: କିଏ ଯୁବକ ଅବସ୍ଥାରେ ବହୁତ ଲମ୍ବା କିନ୍ତୁ, ବାର୍ଦ୍ଧକ୍ୟ ଅବସ୍ଥାରେ ଛୋଟ ହୋଇଥାଏ ? ଏହା ସହ ଆହୁରି 14 Gk Quiz
ନମସ୍କାର ବନ୍ଧୁଗଣ, ଏହି ସବୁ ନୂଆ ନୂଆ ଗିକେ ପ୍ରଶ୍ନର ଉତ୍ତର ଜାଣି ନିଜର ଜ୍ଞାନ ବଢେଇବା ସହ ଅନ୍ଯମାନଙ୍କର ମଧ୍ୟ ଜ୍ଞାନ ବଢାନ୍ତୁ । ନିଜକୁ ଅନ୍ୟ ମାନଙ୍କ ସାମ୍ନାରେ ଉଚରେ ରଖନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ଦେଇ । ଠିକ କହିଲି ନା ସାଙ୍ଗମାନେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ ପ୍ରଶ୍ନର ଉତ୍ତର । ଯାହାଫଳରେ ଆପଣଙ୍କ ଜ୍ଞାନର ବୃଦ୍ଧି ହେବାକୁ ଯାଉଛି ।
1- କ୍ଷେତରେ ସବୁଜ ବଜାରରେ କଳା ଓ ଘରେ ଆସିଲେ ନାଲି ହୋଇଥାଏ ତାହା କଣ ? ଉତ୍ତର: ଚାହାପତି । ଏହା କ୍ଷେତରେ ସବୁଜ ଅମଳ ହୁଏ । ବଜାରରେ କଳା ବିକ୍ରି ହୁଏ । ଆଉ ଖାଲି ଚାହା ପତିରେ ଚାହା କଲେ ନାଲି ହୁଏ । 2- ମୁଁ ସବୁଜ ମୋ ଛୁଆ କଳା ହେଲେ ଲୋକ ମତେ ଛାଡି ମୋ ଛୁଆକୁ ଖାଇଥାନ୍ତି ତେବେ କୁହ ତ ମୁ କିଏ ? ଉତ୍ତର: ଗୁଜୁରାତି । ଗୁଜୁରାତିର ଚୋପାତି ସବୁଜ ହୋଇଥାଏ ଓ ମଞ୍ଜି ଗୁଡିକ କଳା ହୋଇଥାଏ ।
ତେଣୁ ଚୋପାକୁ ମା କୁହାଯାଇଛି ଓ ମଞ୍ଜିକୁ ଛୁଆ । 3- ସେ କିଏ ନିଜେ ରାସ୍ତା ଦେଖିପାରେନି ହେଲେ ଅନ୍ୟକୁ ରାସ୍ତା ଦେଖେଇପାରେ ? ଉତ୍ତର: ଅନ୍ଧର ବାଡି । 4:ପ୍ରଥମ ମହିଳା ସାମ୍ବାଦିକ କିଏ ଥିଲେ ? ଉତ୍ତର: ପଦ୍ମାଳୟା ଦାସ । 5- ପ୍ରଥମ ଟେଷ୍ଟଟ୍ୟୁବ ବେବି କିଏ ? ଉତ୍ତର: ଜାନକୀ । 6- ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଥମ ଓଡିଆ ଚଳଚିତ୍ର ? ଉତ୍ତର: ଶ୍ରୀ ଲୋକନାଥ ।
7- ସିମେଣ୍ଟ କାରଖାନା କେଉଁଠି ଅଛି ? ଉତ୍ତର: ବରଗଡ, ରାଜଗାଙ୍ଗପୁର । 8- ହରେକୃଷ୍ଣ ମହତାବ କେଉଁ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ? ଉତ୍ତର: ଗାଁ ମଜଲିସ । 9- ସାମନ୍ତ ଚନ୍ଦ୍ର ଶେଖର କଲେଜ କେଉଁଠି ? ଉତ୍ତର: ପୁରୀ । 10- ଆଇନ କଲେଜ କେଉଁଠାରେ ଅବସ୍ଥିତ ? ଉତ୍ତର: ଜୟପୁର । 11- କଟକ ସହରର ପ୍ରତିଷ୍ଠାତା କିଏ ? ଉତ୍ତର: ନୃପ କେଶରୀ ।
12- ବିଜୁ ଯୁବକ ଯୋଜନା କେବେ ପାଳନ କରାଯାଏ ? ଉତ୍ତର: ୧୨ ଅଗଷ୍ଟ ଦିନ ଏହି ଦିନକୁ ପାଳନ କରାଯାଇଥାଏ । 13- ଭାରତର ବକ୍ସାଇଟ କେଉଁଠି ମିଳେ ? ଉତ୍ତର: ଓଡିଶା, ମହାରାଷ୍ଟ, ବିହାର, ମଧ୍ୟପ୍ରଦେଶ ରାଜ୍ୟରେ ମିଳିଥାଏ । 14- ମୁମ୍ବାଇର ପ୍ରସିଦ୍ଧ ସ୍ଥାନ ବା ଦର୍ଶନୀୟ ସ୍ଥାନ କେଉଁଠି ? ଉତ୍ତର: ଭିକ୍ଟୋରିଆ ଗାର୍ଡେନଠାରେ ଏହି ସ୍ଥାନ ଅବସ୍ଥିତ ଅଟେ ।
15- କିଏ ଯୁବକ ଅବସ୍ଥାରେ ବହୁତ ଲମ୍ବା କିନ୍ତୁ, ବାର୍ଦ୍ଧକ୍ୟ ଅବସ୍ଥାରେ ଛୋଟ ହୋଇଥାଏ ? ଉତ୍ତର: ମହମବତୀ । ଏହା ଯେତେବେଳେ ନୂଆ ଆସିଥାଏ ବା ତାର ଯୁବ ଅବସ୍ତାରେ ଛୋଟ ଥାଏ ଏବଂ ଜଳି ଜଳି ଶେଷ ହେବା ବା ଛୋଟ ହେବା ଅବସ୍ଥାକୁ ବୃଦ୍ଧ କୁହାଯାଇଛି ଏଠାରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।