IBN ଓଡ଼ିଶା ବ୍ୟୁରୋ

ଜାଣନ୍ତୁ ମୃତୁ ପୂର୍ବରୁ କେଉଁ ସଙ୍କେତ ଦେଇଥାନ୍ତି ଯମରାଜ ଆମକୁ, ଧ୍ୟାନରେ ଦେଖନ୍ତୁ ଯାହା ଆମେ ହିଁ ବୁଝି ପାରୁନା

ନମସ୍କାର ବନ୍ଧୁଗଣ, ଦୁନିଆରେ କୌଣସି ଲୋକ କେବେ ହେଲେ ବି ନିଜର ମରଣ ଚାହିଁନଥାନ୍ତି । କିନ୍ତୁ ଏହା ଦିନେ ନା ଦିନେ ସମସ୍ତଙ୍କ ସହ ଘଟିବ ଏହା ମଧ୍ୟ ସମସ୍ତେ ଜାଣିଥାନ୍ତି । ତେଣୁ କିଛି ଲୋକ ଭାବନ୍ତି ଯଦି ଆମେ ଆମ ମୃତୁ ପୂର୍ବରୁ ହିଁ ଜାଣିପାରନ୍ତୁ ତେବେ ଅଧୁରା ରାହିଜାଉଥିବା କାର୍ଯ୍ୟକୁ ପୁରା କରିପାରନ୍ତୁ । ତେବେ ଏହା କିଭଳି ସମ୍ଭବ କିଭଳି ଆପଣ ଜାଣିବେ ଏହା ବିଷୟରେ ଆସନ୍ତୁ ଜାଣିବା । ଆଉ ଡେରି ନକରି ଚାଲନ୍ତୁ ଜାଣିବା ଯମରାଜା କେଉଁ ସଙ୍କେତ ଦେଇ ନଥାନ୍ତି । \

ପ୍ରଥମ: ଯେତେବେଳେ ଲୋକଙ୍କ ଚୁଟି ପାଚିବାକୁ ଲାଗିଥାଏ ବୟସ ଅନୁଯାୟୀ ସେତେବେଳେ ଏହାକୁ ପ୍ରଥମ ସଙ୍କେତ ବୋଲି ଜାଣି ନିଅନ୍ତୁ । ମୋହ ମାୟା ଦୁନିଆରୁ ବାହାରକୁ ବାହାରିବାର ସଙ୍କେତ ହୋଇଥାଏ ଏହା । ଯେତେବେଳେ ବୟସ ଅନୁସାରେ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗରେ ଦୁର୍ବଳତା ଅନୁଭବ ହୋଇଥାଏ । ଦାନ୍ତରେ କିଛି ଖାଇବା ଖାଇ ହୁଏ ନାହିଁ ସେତେବେଳେ ଜାଣି ନିଅନ୍ତୁ କି ନିଜ ଲୋକଙ୍କ ଠାରୁ ଦୂରକୁ ଯିବାର ସମୟ ପାଖେଇ ଆସୁଛି ।

ଦିତୀୟ: ଯେତେବେଳେ ବୟସ୍କ ମଣିଷର ଜ୍ଞାନ ଇନ୍ଦ୍ରିୟ ବା ଶୁଣିବା ଦେଖିବା ଇତ୍ୟାଦି କମଜୋର ହୋଇଯାଏ ସେତେବଳେ ଯମରାଜ କହିଥାନ୍ତି କି ଦୁନିଆର କଥା ସବୁ ଶୁଣିବା ବନ୍ଦ କର । ଅନ୍ୟ କଥାରେ ମୁଣ୍ଡ ଖେଳେଇବା ଛାଡି ଏବେ ନିଜ କଥା ଭାବ । ଜଣି ନିଅ କି ସମୟ ଆସିଲାଣି ମୋହ ମାୟା ଗୃହନସ୍ତି ତ୍ୟାଗ କରି ନିଜ ରାସ୍ତା ଦେଖିବାର । ନିଜର ଆତ୍ମାକୁ ଭଗବାନଙ୍କ ସହ ଯୋଡିବାର ସମୟ ଆସିସାରିଛି ବୋଲି ଜାଣନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଆତ୍ମାର ମୁକ୍ତି ହେବ ।

ତୃତୀୟ: ମଣିଷର ଅଣ୍ଟା ଯେତେବେଳେ ନଇଁବାକୁ ଲାଗିଥାଏ ଶରୀର ଯେତେବଳେ ନିଜ ଦେହର ବୋଝ ଉଠାଇବା ପାଇଁ ଅସମର୍ଥ ହୋଇପଡେ ସେତେବେଳେ ଜାଣି ନିଅନ୍ତୁ ମୃତୁର ସମୟ ପାଖେଇ ଆସୁଛି । ଏହି ସଙ୍କେତର ଅର୍ଥ ହୋଇଥାଏ ଏହି ସମୟରେ ଅନ୍ୟ କାହାର ସାହାରା ନେବା ବଦଳରେ ଏବେ ଈଶ୍ବରଙ୍କ ସାହାରା ନେବାର ସମୟ ଆସିସାରିଲାଣି ।

ଚତୁର୍ଥ: ବୟସ୍କ ବ୍ୟକ୍ତି ଯେତେବଳେ ନିଜ ପାଖରେ ନଥିବା ପ୍ରିୟଜନଙ୍କୁ ଦେଖିବା ପାଇଁ ଅକୁଳ ହୋଇ ଡାକିଥାନ୍ତି ଏହାକୁ ସଙ୍କେତ ବୋଲି ଜାଣିନେବେ । ନିଜ ପୁଅ ଝିଅ, ପୁଅ ବୋହୁ କିମ୍ବା ନାତି ନତୁଣୀକୁ ଖୋଜିବା ଆରମ୍ଭ କରନ୍ତି ସେତେବେଳେ ତାଙ୍କ ଅଧୁରା ଇଚ୍ଛାକୁ ପୁରା କରିବା ପାଇଁ ଚେଷ୍ଟା କରନ୍ତୁ କାରଣ ତାଙ୍କ ସମୟ ବହୁତ ସମୟ ପାଖେଇ ଆସିଲାଣି ।

ତେଣୁ ବୟସ ଅନୁଯାଇ ସବୁବେଳେ ନିଜର ଭାବନାକୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ । ଲୋଭ ମାୟା, ଅହଂକାର କ୍ରୋଧକୁ ତ୍ୟାଗ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲନ୍ତୁନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button