ମନ ପସନ୍ଦର ଜୀବନସାଥିକୁ ପାଇବା ପାଇଁ ଚାହୁଁଛନ୍ତି ! ତେବେ ଚୁପଚାପ ଏହାକୁ କରିନିଅନ୍ତୁ
ପ୍ରେମ ଏକ ପବିତ୍ର ସମ୍ପର୍କ ହୋଇଥାଏ । ଯେଉଁ ମାନେ ହୃଦୟରୁ ଅନ୍ୟ ଜଣଙ୍କୁ ପସନ୍ଦ କରିଥାନ୍ତି ଏବଂ ତାଙ୍କୁ ଧୀରେ ଧୀରେ ଭଲ ପାଇ ବସନ୍ତି । ସେମାନେ ନିଜ ପ୍ରେମକୁ ପାଇବାକୁ ବହୁତ ଇଛା ରଖିଥାନ୍ତି । କୌଣସି ପରିସ୍ଥିତିରେ ବି ନିଜ ପ୍ରେମକୁ ହରାଇବାକୁ ଚାହାନ୍ତି ନାହିଁ । ତେବେ ଯଦି ଆପଣ ମଧ୍ୟ କାହାକୁ ହୃଦୟ ଦେଇ ଭଲ ପାଉଛନ୍ତି ଏବଂ ତାଙ୍କୁ ଜୀବନ ସାରା ନିଜର କରି ରଖିବାକୁ ଚାହୁଁଥାନ୍ତି । ତେବେ ନିଜ ମନ ପସନ୍ଦର ସାଥି ପାଇବା ପାଇଁ ଆପଣଙ୍କୁ ବିଶ୍ବାସର ସହ ଏହି ଉପାୟ କରିବାକୁ ପଡିବ ।
ଏହି ଉପାୟକୁ ଯେଉଁ ମାନେ କରିବାକୁ ଚାହୁଁଥିବେ । ସେମାନେ 8 ଆଙ୍ଗୁଳି ବିଶିଷ୍ଠ ଏକ ଧଳା କାଗଜ ନିଅନ୍ତୁ । ସେହି ଧଳା କାଗଜକୁ ମଝିରୁ ଦୁଇ ଫାଳ କରିଦିଅନ୍ତୁ । ତାପରେ ଗୋଟିଏ ଫାଳରେ ଲେଖିବେ ରାଙ୍ଗ ଅନ୍ୟ ଫାଳରେ ଲେଖିବେ 99 କୁ ନାଲି କଲମରେ ଲେଖନ୍ତୁ । ଯେଉଁ ପଟେ ଆପଣ ରାଙ୍ଗ ଲେଖିଥିବେ । ସେହିପଟେ ସିନ୍ଦୁର ଲଗେଇ ଦିଅନ୍ତୁ । ଯେଉଁ ପରେ 99 ଲେଖିଥିବେ । ସେପଟେ ଟିକେ ହଳଦୀ ଲଗେଇଦେବେ ।
ତାପରେ 2 ଟି ଯାକ କାଗଜକୁ ଯଏଣ୍ଟ କରି କର୍ପୁରରେ ଜଳାଇ ଦିଅନ୍ତୁ । ସେହି କାଗଜକୁ କର୍ପୁରରେ ଜଳାଇବା ପୂର୍ବରୁ ଆପଣଙ୍କ ମୁଣ୍ଡ ଚାରି ପଟେ 3 ଥର ବୁଲାନ୍ତୁ । ଆପଣ ଯାହାଙ୍କର ଭଲ ପାଇବା ପାଇବାକୁ ଚାହୁଁଛନ୍ତି । ଯାହାଙ୍କୁ ପାଇବାକୁ ଚାହୁଁଛନ୍ତି । ଆପଣ ନିଜ ଆଖିକୁ ବନ୍ଦ କରି ତାଙ୍କ ଚେହେରାକୁ ନିଜ ଆଖି ସାମ୍ନାକୁ ଆଣନ୍ତୁ । ତାପରେ କର୍ପୁରରେ ସେହି କାଗଜକୁ ଜାଳି ଦିଅନ୍ତୁ ।
ସେହି କାଗଜ ଜଳି ସାରିବା ପରେ ନିଜ ନାଭୀର ଚାରି ପାଖରେ ଲଗାଇବେ । ଏହି ଉପାୟକୁ ଆପଣଙ୍କୁ ରାତି 11 ଟା ପରେ କରିବାକୁ ପଡିବ । ତାପରେ ପାଉଁଶକୁ ନାଭୀରେ ଲଗାଇ ଶୋଇ ପଡନ୍ତୁ । ସକାଳୁ ଉଠି ସ୍ନାନ କରନ୍ତୁ । ତେବେ ରାତି ସମୟରେ କରିବା ଯଦି ସମ୍ଭବ ହେଉ ନାହିଁ ।
ତେବେ ସକାଳୁ ଶୀଘ୍ର ଉଠି ମଧ୍ୟ ଏହାକୁ କରିପାରିବେ । ହେଲେ ଏହି ଉପାୟକୁ କରିବା ସମୟରେ କେହି ଯେମିତି ଆପଣଙ୍କୁ ନଦେଖେ । ସେଥିପ୍ରତି ଆପଣଙ୍କୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡିବ । ଆପଣ ଏହି ଉପାୟ କରିବା ବେଳେ ଅନ୍ୟ ସମସ୍ତଙ୍କୁ ଜଣାଇ କୁହନ୍ତୁ ନାହିଁ । ନଚେତ କାହାର ନଜର ମଧ୍ୟ ଲାଗିଜାଇ ପରେ ।
ତେବେ ବିଶ୍ବାସ ଓ ଭରଷାର ସହ ଏହାକୁ କରିବା ଦ୍ଵାରା ଆପଣ ଯାହାଙ୍କୁ ଭଲ ପାଉଛନ୍ତି । ତାଙ୍କ ଭଲ ପାଇବା ଆପଣ ପାଇପାରିବେ । ଏହିଭଳି ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିବା ସହ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।