IBN ଓଡ଼ିଶା ବ୍ୟୁରୋ
ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟାବିନ୍ଧା, ହାତବିନ୍ଧା ଗୋଟେ ରାତିରେ ଭଲ ହେବ, କରନ୍ତୁ ଏହି ଘରୋଇ ଉପାୟ


କ୍ୟାଲସିୟମ ଅଭାବ ହେଲେ ଶରୀରର ହାଡ଼ ଦୁର୍ବଳ ହୋଇ ପଡେ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ନଥାଏ । ତେବେ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେମାର ପାଇଁ ସମୟ ବାହାର କରିଥାଏ । ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ ।




