କବଜ, ବଦହଜମି, ଗ୍ୟାସ, ଏସିଡ଼ିଟି ପେଟ ଜନିତ ସମସ୍ତ ରୋଗ ମୂଳରୁ ଶେଷ ହେବ, କରନ୍ତୁ ଏହି ଘରୋଇ ଉପାୟ
ନମସ୍କାର ବନ୍ଧୁଗଣ ଆଜିର ସମୟ ରେ ପୂର୍ବ କାଳ ଅପେକ୍ଷା ଆମ ମାନଙ୍କ ଜୀବନ ଶୈଳୀ ରେ ଅନେକ ପରିବର୍ତ୍ତନ ଆସି ଯାଇଛି ଏହି ପରିବର୍ତ୍ତନ ର କାରଣ ରୁ ଅନେକ ଲୋକ ଅନେକ ପ୍ରକାର ରୋଗ ବ୍ୟାଧିର ଶିକାର ମଧ୍ୟ ହେଉଛନ୍ତି । ବନ୍ଧୁଗଣ ଏହିଠାରେ ଆମେ ସ୍ପଷ୍ଟ କରିଦେବାକୁ ଚାହିଁବୁ କି ପରିବର୍ତ୍ତନ ଖରାପ ନୁହେଁ ମାତ୍ର ପରିବର୍ତ୍ତନ ର ସହ ନିଜ ଶରୀର କୁ ଅଯତ୍ନ ଭାବରେ ଯତ୍ନ ନ ନେଇ ଛାଡିଦେବା ଭୁଲ ହୋଇଥାଏ ।
ଆଜିର ଅନେକ ଲୋକ ଙ୍କ ଠାରେ ଗ୍ଯାସ ଏସିଡିଟି, କବଜ, ବଦହଜମି ଭଳି ସମସ୍ଯା ସାଧାରଣ ଭାବରେ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏପରି ଏକ ଘରୋଇ ଉପଚାର ଯାହା ସାହାର୍ଯ୍ୟ ରେ ଆପଣ ଜାଣି ପାରିବେ କି ଆଜିର ଏହି ସମୟରେ କେବଳ 10 ଦିନ ମଧ୍ୟରେ ହିଁ ଏହି ସମସ୍ତ ରୋଗ ରୁ ଘରେ ରହି କିପରି ରକ୍ଷା ପାଇ ହେବ । ଆଜିର ଏହି ଉପାଚାର ଟି ସାହାର୍ଯ୍ୟରେ ଆପଣ ମଧୁମେହ ଭଳି ରୋଗ କୁ ମଧ୍ୟ ନିୟନ୍ତ୍ରଣ କରି ପାରିବେ ।
ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ଅପଇଆନ ଆପଣ ଙ୍କୁ ସର୍ବ ପ୍ରଥା ସାମଗ୍ରୀ ର ଆବଶ୍ୟକ ପଡିବ ତାହା ହେଲା ପାନମଧୁରୀ । ଏହା ପେଟ କୁ ଥଣ୍ଡା ରଖିବା ସହ ଗ୍ଯାସ, କବଜ, ଏସିଡିଟି ତଥା ବଦ୍ହଜମି ଭଳି ସମସ୍ଯା ପାଇଁ ରାମବାଣ ଔଷଧ ଅଟେ । ତାହାସହ ଏଥିରେ ଥିବା ପୋଷାକ ତତ୍ଵ ଚରମ ଓ କେସ ତଥା ଆଖି ପାଇଁ ମଧ୍ୟ ଖୁବ ଅଧିକ ଲାଭଦାୟୀ ହୋଇଥାଏ ।
ତେବେ ବନ୍ଧୁଗଣ ସର୍ବପ୍ରଥମେ ଏକ ଚାମଚ ପାନମଧୁରୀ ନିଜ ହାତ ରେ ନେଇ ତାହାକୁ ଦୁଇ ହାତ ସାହାର୍ଯ୍ୟ ରେ ଭଲ ଭାବରେ ଦଳି ଦିଅନ୍ତୁ । ଏହା ପରେ ଏହି ପାନ ମାଧୁରୀ କୁ ଏକ ପାତ୍ର ରେ ନେଇ ନିଅନ୍ତୁ । ଏହା ପରେ ଆପଣ ଙ୍କର ଯେଉଁ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକ ପଡିବ ତାହା ହେଲା ମୁନ୍ନକା ।
ଏହା ଅତି ସହଜ ରେ ଆପଣ ଙ୍କୁ ଯେ କୌଣସି ଗ୍ରୋଶୋରୀ ଷ୍ଟୋର ରେ ଅତି ସହଜ ଭାବରେ ମିଳିଯିବ । ଏହା ପେଟ ପାଇଁ ତଥା କବଜ ଭଳି ସମସ୍ଯା କୁ ଠିକ କରିବା ପାଇଁ ଖୁବ ଭଲ ହୋଇଥାଏ । ଆଜିର ଏହି ରେମିଡି ପାଇଁ ଆପଣଙ୍କୁ କେବଳ ଏହି ଦୁଇଟି ଜିନିଷ ର ଆବଶ୍ୟକ ପଡିବ । ଥରକ ପାଇଁ ଆପଣ ଙ୍କୁ କେବଳ ଏକ ଚାମଚ ପାନମଧୂରୀ ଓ ମାତ୍ର 5 ଟି ମୁନ୍ନକା ର ଆବଶ୍ୟକ ପଡିବ ।
ପ୍ରତିଦିନ ଦିନ ସମୟରେ ଖାଦ୍ୟ ଖାଇ ସାରିବା ପରେ ଆପଣ ଏକ ଚାମଚ ପାନମଧୁରୀ ଚୋବାଇ ଖାଇ ନିଅନ୍ତୁ । ତାହା ପରେ 5 ଟି ମୁନ୍ନକା କୁ ଆପଣ କିଛି ପଣି ମଧ୍ୟରେ ଭିଯାଇ ରଖି ଦିଅନ୍ତୁ । ରାତିରେ ଖାଇ ସାରିବା ପରେ ଆପଣ ଏକ ସେହି ପାଣି ରେ ଭିଯାଇ ଥିବା ମୁନ୍ନକା ର ସେବନ କରି ନିଅନ୍ତୁ । ଏହ ପରେ ପୁନର୍ବାର ଏକ ଚାମଚ ପାନ ମାଧୁରୀ କୁ ହାତେ ଭଲ ବାବରେ ଦଳି କରି ଚୋବାଇ ଖାଇ ନିଅନ୍ତୁ ।
ଏହାକୁ ଖାଇ ସାରିଲା ପରେ ଆପଣ ଏକ ଗ୍ଳାସ ନର୍ମାଲ ପାଣି ପିଇ ନିଅନ୍ତୁ । ଏପରି ମାତ୍ର 10 ଦିନ କରିବା ପରେ ହିଁ ଆପଣ ଏହାର ଖୁବ ଭଲ ପରିଣାମ ଦେଖିବାକୁ ପାଇବେ । ଦେଖିବେ ଆପଣ ଙ୍କର ଗ୍ଯାସ ଏସିଡିଟି ଓ ବଡ ହଜମି ଭଳି ସମସ୍ତ ସମସ୍ଯା ମୂଳରୁ ଶେଷ ହୋଇ ଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ