IBN ଓଡ଼ିଶା ବ୍ୟୁରୋ

ଗୋଟିଏ ଥରରେ ହିଁ ଥଣ୍ଡା, କାଶ, ଛାତିରେ ଜମିଥିବା କଫ ସବୁ ଭଲ ହୋଇଯିବ

ନମସ୍କାର ବନ୍ଧୁଗଣ । ବଦଳୁ ଥିବା ଋତୁ ରେ ଅନେକ ଲୋକ ଙ୍କୁ ଥଣ୍ଡା କାଶ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏଥି ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ ଏପରି ଏକ ହୋମ ରେମିଡି ଯାହାକୁ ସେବନ କରି ଆପଣ ନିଜର ଥଣ୍ଡା କାଶ ଭଳି ସମସ୍ଯା ରୁ ମୁକ୍ତ ହୋଇ ପାରିବେ । ଆଜିର ଏହି ଉପଚାର ଟି କୁ ବନାଇବା ପାଇଁ ଆପଣ ଙ୍କୁ ଅଦା ର ଆବଶ୍ୟକ ପଡିବ ।

ପ୍ରଥମେ ଆପଣ ଏକ ଖଣ୍ଡ କୁ ନେଇ ତାହାକୁ ଭଲ ଭାବରେ ଧୋଇ ତାହାକୁ ଗ୍ଯାସ ରେ କିଛି ସମୟ ପାଇଁ ପୋଡି ଦେବେ । ଏହାକୁ ଏପରି ଭାବରେ ପୋଡିବା ଦ୍ଵାରା ଏହାର ଔଷଧୀୟ ଗୁଣ ଆହୁରି ଅଧିକ ଭାବରେ ବଢି ଯାଇଥାଏ । ଏହା ପରେ ଏହାକୁ ଆଉ ଏକ ଥର ଧୋଇ ତାର ଉପର ଚୋପା ଗୁଡିକ ବାହାର କରି ଦିଅନ୍ତୁ ।

ଅଦା ଦେହ ପାଇଁ ଖୁବ ଅଧିକ ଗରମ ହୋଇଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ରେମିଡି ନେଇ କରି ଆସିଛୁ ତାହା ଆପଣ ଙ୍କ ଶରୀର କୁ କୌଣସି ପ୍ରକାର କ୍ଷତି ପହଞ୍ଚାଇବ ନାହିଁ । ବର୍ତ୍ତମାନ ଆପଣ ଏହି ଅଦା କୁ ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ । ଏହା ପରେ ଏଥିରେ ଏକ ଚାମଚ ଗୋଲମରୀଚ ପକାନ୍ତୁ ।

ଏହା ପରେ ଏଥିରେ ଏକ ଖଣ୍ଡ ଡାଲଚିନି ଓ 4 ରୁ 5 ଟି ଲବଙ୍ଗ ପକାଇ ଦିଅନ୍ତୁ । ବର୍ତ୍ତମାନ ଏହି ସବୁ ରେ କିଛି ପାଣି ଦେଇ ତାହାର ଏକ ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ । ଏହା ପରେ ଏକ ପାତ୍ର ଗ୍ଯାସ ରେ ବସାଇ ସେହି ପେଷ୍ଟ କୁ ସେହି ପାତ୍ର ରେ ଦେଇ ଦିଅନ୍ତୁ । ଦେଖିବେ ଯେପରି ଏହା ଅଧିକ ପାଣିଆ ନ ହୁଏ । ବର୍ତ୍ତମାନ ଏଥିରେ ଆପଣ କିଛି ଅଧିକ ମାତ୍ରା ର ଅର୍ଥାତ 250 ଗୁଡ ର ପ୍ରୟୋଗ କରନ୍ତୁ ।

ବର୍ତ୍ତମାନ ଏହାକୁ ଧିମା ଆଞ୍ଚ ରେ ଭଲ ଭାବରେ ଫୁଟିବାକୁ ଛାଡି ଦିଅନ୍ତୁ । ଏଥିରେ ଏବେ ଆପଣ ଅଧ ଚାମଚ ଗୁଜୁରାତିର ଗୁଣ୍ଡ ଓ ଅଧ ଚାମଚ କଳା ଲୁଣ ପକାଇ ଦିଅନ୍ତୁ । ଏଥିରେ ଆପଣ ଅଧ ଚାମଚ ହଳଦୀ ଗୁଣ୍ଡ ପକାନ୍ତୁ । ବର୍ତ୍ତମାନ ଏଥିରେ ଏକ ଚାମଚ ଜୀରା ଗୁଣ୍ଡ କୁ ମିଶାଇ ଦିଅନ୍ତୁ । ଏହା ହଜମ ପାଇଁ ଖୁବ ଭଲ ହୋଇଥାଏ । ଏହାର ସେବନ କରିବା ଦ୍ଵାରା ଏହା ଶରୀରରେ କୌଣସି ପ୍ରକାରର କ୍ଷତି କରିବ ନାହିଁ ।

ଏହାକୁ ଭଲ ଭାବରେ ଫୁଟିବାକୁ ଛାଡି ଦିଅନ୍ତୁ । ଏହାର ଏକ ଗାଢା ପେଷ୍ଟ ଟିଏ ପ୍ରସ୍ତୁତ କରି ନିଅନ୍ତୁ । ଏହାକୁ ଆପଣ ଷ୍ଟୋର କରି ମଧ୍ୟ ରଖି ପାରିବେ । ବର୍ତ୍ତମାନ ଆପଣ ଙ୍କର ଏହି ପେଷ୍ଟ ଟି ବନି ପ୍ରସ୍ତୁତ ହୋଇ ଯାଇଛି । ଏଥିରେ ଯଦି ଆପଣ ଲେମ୍ବୁ ରସ ର ପ୍ରୟୋଗ କରିବେ, ତେବେ ଏହାର ସ୍ଵାଦ ଆହୁରି ଅଧିକ ବଢି ଯାଇଥାଏ । ଏହାକୁ ଯଦି ଆପଣ ଛୋଟ ପିଲାଙ୍କୁ ଦେବେ, ତେବେ ଅଧ ଚାମଚ ଦିଅନ୍ତୁ ।

କିନ୍ତୁ ଯଦି କୌଣସି ବଡ ଲୋକ ଙ୍କୁ ଦେଉଛନ୍ତି ତେବେ ଏକ ଚାମଚ ଦିଅନ୍ତୁ । ଦିନ ର କୌଣସି ସମୟ ରେ ଆପଣ ଏହାର ସେବନ କରି ପାରିବେ । ମାତ୍ର ମନେରଖନ୍ତୁ କି ଏହାର ସେବନ କରିବା ପରେ ଆପଣ ପଣି ପିଇବେ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ଉପଚାର ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି। ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button