IBN ଓଡ଼ିଶା ବ୍ୟୁରୋ

ଧଳା ବାଳ ମୂଳରୁ ହେଇଯିବ କଳା, ରୁପି ସମସ୍ୟା, କେଶ ଝଡ଼ିବା ସମସ୍ୟା ଦୂର ହେବ, କେବଳ କରି ନିଅନ୍ତୁ ଏହି ଉପାୟ

ବନ୍ଧୁଗଣ ଆଜିର ସମୟରେ ପୁଅ ଝିଅ ସମସ୍ତ ଙ୍କ ତହରେ କେଶ ଜନିତ ଭିନ ଭିନ ସମସ୍ଯା ଆଦେଖିବାକ୍ଜୁ ମିଳଚି । ଏପରି କି କମ ବ୍ଯାସ ରୁ ଅମଧ୍ୟ ଛୋଟ ପିଲା ମାନଙ୍କର କେଶ ଧଳା ପଡିଯିବାର ମଧ୍ୟ ଦେଖା ଯାଉଛି । ଏହାର ମୁଖ୍ୟ କାରଣ ହେଉଛି ବର୍ତ୍ତମାନ ସମୟର ଖାଦ୍ଯ ପେୟ ତଥା ଜୀବନ ଶୈଳୀ ଓ ପ୍ରଦୂଷିତ ବାୟୁ । ଏହା ସମସ୍ଯା ରେ ଗ୍ରସ୍ତ ହୋଇ ଅନେକ ପ୍ରକାରର ଔଷଧ ର ମଧ୍ୟ ସେବନ କରିଥାନ୍ତି । ଯାହାର ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥାଏ ।

କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହା ସାହାର୍ଯ୍ୟ ରେ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ଯା ସବୁଦିନ ପାଇଁ ଦୂରୀଭୂତ ହୋଇଯିବ । ତାହାସହ ଆପଣଙ୍କୁ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିବ ନାହିଁ ।

ଆଜିର ଏହି ଉପଚାର ଟି କୁ ପ୍ରସ୍ତୁତ କଇରବା ଏପାଇଁ ଆପଣ ଙ୍କୁ ସର୍ବ ର୍ପାଥମେ ଅବଶ୍ୟ କ ଅପଡିବ କିଛି ମନ୍ଦାର ପତ୍ର ର । ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ପତ୍ର ସାଧାରଣତଃ ନିଜ ଘର ବାଡିରେ ଅତି ହିଁ ସହଜ ରେ ମିଳିଯିବ । ଆପଣ ଏହି ଉପଚାର ପାଇଁ ଯେ କୌଣୟସ ମନ୍ଦାର ପତ୍ର ର ବ୍ୟବହାର କରି ପାରିବେ ।

ସର୍ବପ୍ରଥମେ ଆପଣ କିଛି ପତ୍ର ନେଇ କରି ତାହାକୁ ଭଲ ଭାବରେ ଧୋଇ କରି ପରିଷ୍କାର କରି ନିଅନ୍ତୁ । ଏହି ପତ୍ରରେ ଭିଟାମିନC ତଥା ଆମୀନୋ ଏସିଡ ପ୍ରଚୁର ମାତ୍ରାରେ ରହିଥାଏ । ଏହାର ବ୍ୟବହାର ଦ୍ଵାରା ପାଚିଲା ଚୁଟି ମଧ୍ୟ ପୁନଃ କଳା ହୋଇ ଯାଇଥାଏ । ତାହାସହ ଏହା ଚଣ୍ଡା ମୁଣ୍ଡ ରେ ମଧ୍ୟ ଚୁଟି ଉତ୍ପନ୍ନ କରାଇ ଦିଏ ।

ଆଜିର ଏହି ଉପଚାର ପାଇଁ ପ୍ରଥମେ କିଛି ମନ୍ଦାର ପତ୍ର ଓ କିଛି ନିମ୍ବ ପତ୍ର ଓ ଏକ ଖଣ୍ଡ ଆଲୋବେରା ବା ଘି କୁଆଁରୀ ଆଣି ଭଲ ଭାବରେ ଧୋଇ ନିଅନ୍ତୁ । ଏହା ପରେ ଏହି ସମସ୍ତ ସାମଗ୍ରୀ କୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହା ପରେ ଏଥିରେ ଏକ ଚାମଚ ନଡିଆ ତେଲ ଓ ଅଧ ଚାମଚ ଭିଟାମିନE ର କ୍ୟାପସୁଲ ଅଏଲ ଦେଇ ସବୁ କ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଏହା ପରେ ଆପଣ ଙ୍କର ହେୟାର ମାସ୍କ ଟି ପ୍ରସ୍ତୁତ ହୋଇ ଯାଇଛି। ଏହା ପରେ ଏହାକୁ ଏକ ତୁଳା ଖଣ୍ଡ ସହାୟତା ରେ ସମଗ୍ର କେଶ ର ମୂଳରେ ଭଲ ଭାବରେ ଲଗାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । କିଛି ସମୟ ପରେ ନିଜ କେଶ କୁ ଭଲ ଭାବରେ ଧୋଇ ନିଅନ୍ତୁ ।

ଏହି ପରି ସପ୍ତାହ ଦୁଇ ଥର କରିବା ଦ୍ଵାରା ଆପଣ ଦେଖିବେ ମାତ୍ର ଏକ ମାସ ମଧ୍ୟରେ ହିଁ ଆପଣ ନିଜ କେଶ ମଧ୍ୟରେ ପୂର୍ବ ଅପେକ୍ଷା ପରିବର୍ତ୍ତନ ଦେଖିବାକୁ ପାଇବେ । ଏହା ଦ୍ଵାରା ଆପଣ ଙ୍କର ଧଳା କେଶ କଳା ହୋଇଯିବ । ତଥା ସମସ୍ତ କେଶ ଜନିତ ସମସ୍ଯା ମଧ୍ୟ ଦୂର ହୋଇ ଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button